ଓଡ଼ିଆ ଫିଲ୍ମ ମାନଙ୍କ ର ଗୋଟେ ଫିଲ୍ମ ପିଛା ଆୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ କେଉଁ ହିରୋ ଏକ ଫିଲ୍ମ ପାଇଁ ସବୁଠାରୁ ଅଧିକ ଟଙ୍କା ନିଅନ୍ତି।

0

ଆମ ଓଲିଉଡ ରେ ଅନେକ ହିରୋ ଅଛନ୍ତି ଯେଉଁ ମାନଙ୍କ ବିଷୟରେ ତାଙ୍କର ଫେନ ମାନେ ଜାଣିବା ପାଇଁ ଚାହିଁଥାନ୍ତି। କିନ୍ତୁ ସେମାନେ ସେମାନଙ୍କ ବିଷୟରେ ବହୁତ କମ କଥା ଜାଣିପାରଥାନ୍ତି। ମୁଖ୍ୟତ ସେମାନଙ୍କ ର ପ୍ରସଂସ୍କମାନେ ଜାଣିବା ପାଇଁ ଚାହିଁଥାନ୍ତି କି କୋଉ ହିରୋ ଗୋଟେ ଫିଲ୍ମ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥାନ୍ତି। ତେବେ ଆସନ୍ତୁ ଆଜି ଜାଣିବା ଆମ ଓଲିଉଡ ନାୟକ ମାନଙ୍କ ର ପାରିଶ୍ରମିକ ବିଷୟରେ।


ସିଦ୍ଧାନ୍ତ ମହାପାତ୍ର
ଆମ ଓଲିଉଡ ର ସବୁଠୁ ବଡ ସୁପର ଷ୍ଟାର କହିଲେ ସିଦ୍ଧାନ୍ତ କୁ ବୁଝାଏ। କହଁକିଂ ନା ସିଦ୍ଧାନ୍ତ ହିଁ ଏକ ମାତ୍ର ନାୟକ ଯିଏ କି ସବୁ ଓଡ଼ିଆ ଙ୍କ ର ମନ ଜିତି ଛନ୍ତି। ତେବେ ଶ୍ରଦ୍ଧାଞ୍ଜଳି ଫିଲ୍ମ ରୁ ନିଜର କେରିୟାର ଆରମ୍ଭ କରିଥିବା ସିଦ୍ଧାନ୍ତ 2009 ପର୍ଯ୍ୟନ୍ତ ଗୋଟେ ଫିଲ୍ମ ପାଇଁ ପ୍ରାୟ 5 ଲକ୍ଷ ଟଙ୍କା ନେଉଥିଲେ । କିନ୍ତୁ ବର୍ତାମାନ ସମୟରେ ସେ ଏକ ଫିଲ୍ମ ପାଇଁ 10 ରୁ 12 ଲକ୍ଷ ଟଙ୍କା ନେଇଥାନ୍ତି।


ସବ୍ୟସାଚୀ
ଓଲିଉଡ ର ଚକଲେଟ ହୀର କହିଲେ ସବ୍ୟସାଚୀ କୁ ବୁଝାଏ। ସବ୍ୟସାଚୀ ପାଗଳ ପ୍ରେମୀ ଚଳଚିତ୍ର ରୁ ନିଜର କେରିୟାର ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ସୁପରହିଟ ଫିଲ୍ମ ଓଡ଼ିଆ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ସବ୍ୟସାଚୀ ଏକ ମାତ୍ର ଓଡ଼ିଆ ହିରୋ ଯିଏ କି ଓଡ଼ିଆ ଚଳଚ୍ଚିତ୍ର କରିବା ସହ ବଙ୍ଗଳା ଓ ସାଉଥ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି। ବର୍ତାମାନ ସମୟରେ ସେ ଗୋଟେ ଫିଲ୍ମ ପାଇଁ ପ୍ରାୟ 12 ରୁ 15 ଲକ୍ଷ ଟଙ୍କା ନେଇଥାନ୍ତି।


ସ୍ୱରାଜ
ତୁ ମୋ ଲଭ ଷ୍ଟୋରି ରୁ ହିରୋ ଭାବେ କେରିୟାର ଆରମ୍ଭ କରିଥିବା ସ୍ୱରାଜ ଧୀରେଧୀରେ ସଫଳାତା ର ପାହାଚ ଚଢି ଚାଲିଛନ୍ତି। ବର୍ତାମାନ ସମୟ ରେ ଏକ ଫିଲ୍ମ ପାଇଁ ପ୍ରାୟ ତ 10 ରୁ 12 ଲକ୍ଷ ଟଙ୍କା ନେଇଥାନ୍ତି।


ଅରିଂଦମ
ଓଡ଼ିଆ ହିରୋ ମାନଙ୍କ ମଧ୍ୟରେ ସବୁଠୁ ଫିଟ ହିରୋ ହେଉଛନ୍ତି ଅରିଂଦମ। ସେ ନିଜର ଫିଜିକଲ ଫିଟନେସ ପ୍ରତି ବହୁୟ ଧ୍ୟାନ ରଖିଥାନ୍ତି। ସେ ଅନେକ ହିଟ ଚଳଚିତ୍ର ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ଯାହା ମଧ୍ୟରେ ଇସ୍କ ତୁହିତୁ ତାଙ୍କର ସବୁଠୁ ବଡ ଫିଲ୍ମ ଅଟେ। ସେ ତାଙ୍କର ପାରିଶ୍ରମିକ ବାବଦ କୁ ଏକ ଫିଲ୍ମ ପଛା ପ୍ରାୟ 14 ରୁ 17 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି।


ବାବୁଶାନ
ଓଲିଉଡ ର ସବୁ ଠାରୁ ଲୋକ ପ୍ରିୟ ନାୟକ ମାନଙ୍କ ମଧ୍ୟରେ ବର୍ତାମାନ ବାବୁଶାନ ସବୁଠୁ ଆଗରେ ଅଛନ୍ତୁ କହିଲେ ଭୁଲ ହେବ ନାହିଁ । ତେବେ ସେ ବର୍ତାମାନ ସମୟରେ ଏକ ଚଳଚିତ୍ର କରିବା ପାଇଁ ପ୍ରାୟ 15 ରୁ 20 ଲକ୍ଷ ଟଙ୍କା ନେଇଥାନ୍ତି।


ଅନୁଭବ
ଅନୁଭବ ମହାନ୍ତି ବର୍ତାମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସବୁଠାରୁ ଦାମୀ ନାୟକ ଅଟନ୍ତି। ସେ ଏକ ଫିଲ୍ମ ରେ ଅଭିନୟ କରିବା ପାଇଁ ପ୍ରାୟ 22 ରୁ 25 ଲକ୍ଷ ଟଙ୍କା ନେଇଥାନ୍ତି। ଯାହାକି ଓଡ଼ିଆ ଫିଲ୍ମ ଜଗତରେ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ହିରୋ ଭାବେ ଅନୁଭବ ଆଗରେ ଆଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।