ପ୍ରଥମ ଥର ପାଇଁ ଦୁନିଆ ରେ ଦେଖିବାକୁ ମିଳିଲା ଏହି ଅତ୍ୟନ୍ତ ଆର୍ଶ୍ଚଯ୍ୟ ଜନକ ଘଟଣା ପ୍ରସବ ବେଳେ ଦୁଇଖଣ୍ଡ ହୋଇଗଲା ପିଲା।

0

ଆମ ସମାଜ ରେ ଏମିତି ଘଟଣା ଦେଖିବାକୁ ମିଲୁଛି ,ଯାହା ଆଗରୁ କେବେ ଆପଣ ମାନେ ଦେଖିବାକୁ ପାଇ ନ ଥିବେ। ତେବେ ସମାଜ ରେ ଏମିତି ଘଟଣା ଆଶ୍ଚର୍ଯ୍ୟଜନକ ଘଟଣା ବହୁତ ଦେଖିବାକୁ ମିଳେ। ତେବେ ଏହି ସବୁ ଘଟଣା ଅନେକ ଲୋକ ଙ୍କୁ ବହୁତ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଏହାକୁ ରୋକିବା ପାଇଁ ଅନେକ ଲୋକ ବହୁତ ଚେଷ୍ଟା କରନ୍ତି।

କିନ୍ତୁ ଏହାର ସମାଧାନ ପାଇଁ ନ ଥାନ୍ତି। ଯାହା ପାଇଁ ଅନେକ ସମସ୍ୟା ରେ ସମୁଖୀନ ହୁଅନ୍ତି। ତେବେ ଏହି ସବୁ ଘଟଣା ପ୍ରତେକ ଦିନ ଘଟି ଥିବାର ଦେଖିବାକୁ ପାଉ ଥିବେ । ତେବେ ବେଳେ ବେଳେ ସମାଜ ରେ ଏମିତି ଘଟଣା ଯାହା କେହି କେବେ ଦେଖି ନଥିବେ କି ଏହି ପରି ଘଟିବ ବୋଲି କେହି କେବେ ଭାବି ନଥିବେ, ଆଉ ଏହି ଘଟଣା ଜାଣିବା ପରେ ଲୋକ ମାନେ ଏହି କଥା ଉପରେ ବିଶ୍ୱାସ ମଧ୍ୟ କରି ପାରନ୍ତି ନାହିଁ ।


ତେବେ ପ୍ରତିଦିନ ସମାଜ ଏମିତି ଘଟଣା ଦେଖିବାକୁ ମିଳୁଛି । ଲୋକ ମାନେ ମଧ୍ୟ ଏହା ଠୁ ରକ୍ଷା ପାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। କିନ୍ତୁ ସମସ୍ୟା ଦିନ କୁ ଦିନ ବଢ଼ି ଯାଉଛି। ତେବେ ଆପଣ ମାନେ ଜାଣି ଥିବେ , ପିଲା ଜନ୍ମ ହେଲା ବେଳ ସବୁ ଡାକ୍ତର ମାନେ ବହୁତ ସମାଧାନ ର ସହ ପିଲା କୁ ବାହାର କୁ ଆଣନ୍ତି।

ତେବେ ପିଲା ହେଲା ବେଳେ ସମସ୍ତେ ବହୁତ ସାବଧାନ୍ ହୋଇ କାର୍ଯ୍ୟ କରନ୍ତି। ତେବେ ପିଲା ହେଲା ବେଳେ ଏମିତି ସବୁ ଘଟଣା ଘଟି ଯାଏ ଯାହା କେହି କେବେ ଭାବି ନଥାନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଲିଛି,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


ତେବେ ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ରାଜସ୍ଥାନ ରେ। ତେବେ ସେଠାରେ ଡାକ୍ତରଖାନା ଗୋଟେ ଏଭଳି ଘଟଣା ଘଟିଛି , ଯାହା କେହି କେବେ ଦେଖି ନଥିବେ।ତେବେ ସେଠାରେ ଗୋଟେ ଡାକ୍ତରଖାନା ରେ ଡାକ୍ତର ମାନେ ଗୋଟେ ଡେଲିଭରି କରୁ ଥିଲା ବେଳେ ଛୁଆ ଟି କୁ ବହୁତ ଜୋର ରେ ଟାଣି ଦେଇ ଥିଲେ, ଆଉ ଯାହା ଦ୍ୱାରା ମା ର ପେଟ ଭିତରେ ହିଁ ପିଲା ର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ଗଲା। ତେବେ ଡାକ୍ତର ମାନେ ଏହା ଜାଣି ପରି ପିଲା ଟି ମୁତ୍ୟୁ ବୋଲି କହିଲେ। ତେବେ ଏହି କଥା କୁ ଡାକ୍ତର ଓ ନର୍ସ ମାନେ ତାଙ୍କ ଘର ଲୋକ ଙ୍କ ଠୁ ଲୁଚାଇ ରଖି ଥିଲେ।


ତେବେ ଏହା ପରେ ସେମାନେ ଜୟସଲମାର୍ ଡାକ୍ତରଖାନା ରେ ଏହି ଘଟଣା ରୁ ପରଦା ହଟିଲା । ତେବେ ସେହି ଡାକ୍ତରଖାନା ରେ ଡାକ୍ତର ମାନଂକୁ କୁହା ଗଲା କି ପ୍ରସବ ସାରିଛି କିନ୍ତୁ ନାଡ ରହି ଯାଇଛି। ତେବେ ସେମାନେ ଅପରେସନ କରିଲା ବେଳେ ଦେଖିବାକୁ ପାଇଲେ କି ନାଡ ନୁହଁ ,

ପେଟ ରେ ପୁରା ଶିଶୁ ର ମୁଣ୍ଡ ରହି ଯାଇଛି,ତେବେ ଏହି କଥା ଘର ଲୋକ ଙ୍କୁ ଜଣାଇ ଲେ। ତେବେ ଏଭଳି ଘଟଣା କେହି କେବେ ଦେଖି ନଥିଲେ ବୋଲି କହି ଥିଲେ। ତେବେ ଏହା ପରେ ଘର ଲୋକ ପୋଲିସ ରେ ଅଭିଯୋଗ କରିଲେ , ଆଉ ପୋଲିସ ଏବେ ଏହାର. ତଦନ୍ତ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।