ଆପଣ ମାନଙ୍କ ପାଖରେ ବି କ’ଣ ପୁରୁଣା ନୋଟ୍ କିମ୍ବା କଏନ୍ ରହିଛି କି ? ତେବେ ଆପଣମାନେ ବି ଏହି ଦୀପାବଳୀ ରେ ହୋଇପାରିବେ ଲକ୍ଷପତି ଜାଣନ୍ତୁ କିପରି

0

ପ୍ରତ୍ୟେକ ଲୋକ ମାନଙ୍କ ର କିଛି ନା କିଛି ସଉକ୍ ରହିଥାଏ। ଯେମିତି କି କେତେଜଣ ଭଲ ଖାଇବା, ଭଲ ପିନ୍ଧିବା, ଆର୍ଟ କରିବା, ନାଚିବା, ଗୀତ ଗାଇବା ଆଦି ରେ ନିଜର ସଉକ୍ ରଖିଥାନ୍ତି। ତେବେ ଏପରି ଅନେକ ଲୋକ ମାନେ ଅଛନ୍ତି ଯେଉଁମାନେ କି ନିଜର ସେହି ସଉକ୍ ପାଇଁ ସମାଜ ରେ ପରିଚିତ ହୋଇପାରନ୍ତି। ଯେଉଁ ମାନେ ନାଚିବା ପାଇଁ ସଉକ୍ ରଖିଥାନ୍ତି ସେମାନେ ସେହି ନାଚ ଦିଗରେ ଯାଇ ଭଲ ଡ୍ୟାନ୍ସର୍ ଟି ଏ ହୁଅନ୍ତି। ଠିକ୍ ସେହିପରି ଯେଉଁ ମାନେ ଗୀତରେ, ଆର୍ଟ ରେ, ପାଠରେ ସଉକ୍ ରଖିଥାନ୍ତି ସେହିପରି ଭାବରେ ଆଗକୁ ଯାଇ ନାମ କରିଥାନ୍ତି।


ଏପରି ବି ବହୁତ ଜଣ ଲୋକ ଅଛନ୍ତି ଯେଉଁମାନେ କି କେତେକ ମୂଲ୍ୟବାନ ଜିନିଷ କୁ ସଂଗ୍ରହ କରି ତାକୁ ସୁନ୍ଦର ଭାବେ ଘରେ ସଜାଇ ଥାନ୍ତି, ଯାହାକି ଲୋକ ମାନଙ୍କୁ ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ଲାଗିଥାଏ। ଏପରି ଲୋକ ଅଛନ୍ତି ଯେଉଁମାନେ କି, ଯେଉଁ ଜିନିଷ କୁ ଲୋକ ମାନେ ଅଦରକାରୀ ଭାବନ୍ତି ତାକୁ ଏପଟେ ସେପଟେ ଫୋପାଡି ଦିଅନ୍ତି ସେମାନେ ସେହି ଜିନିଷ କୁ ସଂଗ୍ରହ କରି ତାକୁ ତାର ମୂଲ୍ୟ ଦେଇଥାନ୍ତି। ତେବେ ଆମେ ମାନେ ଏପରି ଅନେକ ଲୋକ ମାନଙ୍କୁ ଦେଖିଥିବା ଯେଉଁମାନେ କି ଅନେକ ପୁରୁଣା ଜିନିଷ ସଂଗ୍ରହ କରିବା ପାଇଁ ସଉକ୍ ରଖିଥାନ୍ତି। ଯେପରି କି ପୁରୁଣା ଟିକଟ ସଂଗ୍ରହ କରିବା, ପୁରୁଣା ମୁଦ୍ରା, ପୁରୁଣା ପଇସା ଏବଂ କାଗଜ ନୋଟ୍ ଏପରି ଅନେକ କିଛି ଜିନିଷ। ସେହି ସବୁ ପୁରୁଣା ଟଙ୍କା ମାନଙ୍କୁ ସଂଗ୍ରହ କରୁଥିବା ଲୋକ ମାନଙ୍କ ପାଇଁ ଏବେ ଆସି ଯାଇଛି ଏକ ସୁବର୍ଣ୍ଣ ସୁଯୋଗ ଅର୍ଥାତ୍ ଲକ୍ଷପତି ହେବାର ସୁଯୋଗ।


ଯେଉଁ ବ୍ୟକ୍ତି ମାନେ ସେହି ସବୁ ପୁରୁଣା ଟଙ୍କା କୁ ସଂଗ୍ରହ କରିଛନ୍ତି, ସେମାନେ ଏହି ଦୀପାବଳୀ ରେ ଲକ୍ଷପତି ହେବାର ସୁଯୋଗ ପାଇବେ। ସୋସିଆଲ ମିଡ଼ିଆ ରେ ଏବେ ପୁରୁଣା ନୋଟ୍ ଏବଂ କଏନ୍ କୁ ନେଇ ଅନେକ କଥା ଭାଇରାଲ୍ ହେବାରେ ଲାଗିଛି। ଏହିସବୁ କଥାକୁ ଆପଣ ମାନେ ମିଛ ବୋଲି ଭାବନ୍ତୁ ନାହିଁ ଏହା ସତ ଘଟଣା ଅଟେ।

ଯଦି ଆପଣ ମାନଙ୍କ ପାଖରେ ପୁରୁଣା ନୋଟ୍ କିମ୍ବା କଏନ୍ ଅଛି ସେମାନେ ରାତା ରାତି ଲକ୍ଷପତି ହୋଇଯିବେ। ଯଦି ଆପଣ ମାନଙ୍କ ପାଖରେ କିଛି ପୁରୁଣା ଟଙ୍କିକିଆ ନୋଟ୍ ଅଛି ଯାହାକୁ ୧୯୧୭ ମସିହା ରେ ଛପା ଯାଇଥିଲା। ସେହି ନୋଟ୍ ର ମୂଲ୍ୟ ଏବେ ପାଖାପାଖି ଦଶହଜାର ଦୁଇଶହ ପଚାଶ ଟଙ୍କା ରୁ ଅଧିକ ହେବ। ସେହିପରି ଦଶ ଟଙ୍କିଆ ପୁରୁଣା ନୋଟ୍ ଯାହାକି ୧୯୫୮ ମସିହା ରେ ଛପା ଯାଇଥିଲା ,ତାହାର ମୂଲ୍ୟ ଏବେ ପାଖାପାଖି ଏକ ଲକ୍ଷ ଟଙ୍କା ହେବ। ବହୁତ ପୁରୁଣା ହୋଇଯାଇଥିବାରୁ ଏହାକୁ ବୀର ନୋଟ୍ ବୋଲି ମଧ୍ୟ କୁହାଯାଉଛି। ତେବେ ଯଦି ଆପଣ ମାନଙ୍କ ପାଖରେ ଏପରି କିଛି କଏନ୍ କି ଟଙ୍କା ରହିଛି ତେବେ ଆପଣ ମାନେ ଜମାବି ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ, ତାହାକୁ ବିକି ଆପଣ ମାନେ ଏବୃ ଲକ୍ଷପତି ହୋଇପାରିବେ।


ଯଦି ଆପଣ ମାନଙ୍କ ପାଖରେ କିଛି ପାଞ୍ଚ ଟଙ୍କିଆ କଏନ୍ ଅଛି ଯେଉଁଥିରେ ବୈଷ୍ଣବ ଦେବୀ ଙ୍କ ର ଫଟୋ ଚିତ୍ର ଅଛି ତେବେ ଏହି ଟଙ୍କା କୁ ଆପଣ ମାନେ ଆପଣ ମାନଙ୍କ ମନ ମୁତାବକ ଟଙ୍କା ରେ ବିକ୍ରି କରି ପାରିବେ। ଏହି ଫଟୋ ଚିତ୍ର ଟଙ୍କିକିଆ ଏବଂ ଦଶ ଟଙ୍କିଆ କଏନ୍ ରେ ମଧ୍ୟ ଅଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।