ଝିଅର ଛୋଟ ଥିଲେ ଏହି ଜିନିଷ – ବିବାହ କଲେ ମିଳେ ଫାଇଦା ଜାଣନ୍ତୁ କେଉଁସବୁ ଜିନିଷ

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ କିପରି ଅର୍ଥାତ କେଉଁ ଉଚ୍ଚତା ର ଝିଅ ମାନଙ୍କୁ ବିବାହ କରିବା ଦ୍ୱାରା ଆପଣ ଙ୍କର ବୈବାହିକ ଜୀବନ ଅତ୍ୟନ୍ତ ସୁନ୍ଦର ଓ ଆନନ୍ଦମୟ ହୋଇଥାଏ । ଆମର ବାସ୍ତୁ ବଚନ ଅନୁସାରେ , ଛୋଟ ବା ମଧ୍ୟମ ଉଚ୍ଚତା ବିଶିଷ୍ଟ ହୋଇଥିବା ଝିଅ ମାନେ ବିବାହ ପାଇଁ ଅତ୍ୟନ୍ତ ଶୁଭ ହୋଇଥାନ୍ତି । ଆଉ ଆପଣ ମାନେ ମଧ୍ୟ ଦେଖୁଥିବେ କି ବର୍ତ୍ତମାନ ଆମ ସମାଜରେ ମଧ୍ୟମ ଏବଂ ଛୋଟ ଉଚ୍ଚତା ବିଶିଷ୍ଟ ମହିଳାଙ୍କ ର ବିବାହ ପାଇଁ ଅଧିକ ଚାହିଦା ରହୁଥାଏ । ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଏହାର ପଛରେ ଥିବା ରହସ୍ୟ ବିଷୟରେ ।


୧.ଆମର କେତେକ ବରିଷ୍ଠ ଜ୍ଞାନୀ ବ୍ୟକ୍ତି ମାନେ କହିଛନ୍ତି ଯେ , ବିବାହ ପାଇଁ ମଧ୍ୟମ ତଥା ଛୋଟ ଉଚ୍ଚତା ଥିବା ଝିଅ ମାନେ ବହୁତ ଶୁଭ ହୋଇଥାନ୍ତି। କାରଣ ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ।

୨.ଏମାନଙ୍କ ର ଉଚ୍ଚତା କମ ହୋଇଥିବାରୁ ଏମାନ ଙ୍କର ପ୍ରକୃତ ବୟସ କେବେ ହେଲେ ଜଣାପଡେ ନାହିଁ । ଅର୍ଥାତ ଏମାନଙ୍କ ର ବୟସ ଅଧିକ ହୋଇଥିଲେ ମଧ୍ୟ କମ ବୟସ ର ଲାଗନ୍ତି ।


୩. ମାଧ୍ୟମ ତଥା ଛୋଟ ଉଚ୍ଚତା ବିଶିଷ୍ଟ ମହିଳା ମାନେ ବହୁତ ଶାନ୍ତ ପ୍ରକୃତି ର ହୋଇଥାନ୍ତି। ଏମାନେ ସବୁବେଳେ ସମସ୍ତ ଙ୍କର ସହ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି ।ଫଳରେ ସବୁବେଳେ ନିଜର ପରିବାର କୁ ଖୁସିରେ ରଖିଥାନ୍ତି।

୪.ଏହି ଉଚ୍ଚତା ବିଶିଷ୍ଟ ମହିଳା ମାନେ ନିଜର ଜୀବନ ସାଥୀ କୁ ବହୁତ ପ୍ରେମ କରିଥାନ୍ତି ଆଉ ଏମାନେ ଅଧିକ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ।ଏମାନଙ୍କ ର ଉଚ୍ଚତା କମ ହୋଇଥିବା ରୁ ଏମାନଙ୍କୁ ଯେତେବେଳେ ଆପଣ କୁଣ୍ଡେଇ ଥାନ୍ତି ତ ଏମାନଙ୍କ ର ମୁଣ୍ଡ ଆପଣ ଙ୍କ ଛାତିରେ ରହିଥାଏ ।ଯାହା ଫଳରେ ଦୁହିଁଙ୍କ ମଧ୍ୟରେ ପ୍ରେମ ମଧ୍ୟ ବଢିଥାଏ ।


୫. ଏହି ମହିଳା ମାନଙ୍କ ର ଉଚ୍ଚତା କମ ହୋଇଥିବାରୁ ଏମାନେ ଦେଖିବାକୁ ସୁନ୍ଦର ଏବଂ ସର୍ବଗୁଣ ସମ୍ପର୍ଣ୍ଣ ହୋଇଥାନ୍ତି । ଏମାନେ ନିଜର ମଧୁର ବ୍ୟବ୍ୟବହାର ଦ୍ବାରା ସହଜରେ ସମସ୍ତ ଙ୍କୁ ନିଜର ମଧ୍ୟ କରିଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।