କ’ଣ ପ୍ରତିଦିନ ଗାଧୋଇ ସାରିବା ପରେ ସୁର୍ଯ୍ୟ ଙ୍କୁ ଜଳ ଅର୍ପଣ କରୁଛନ୍ତି କି? ତେବେ ନିଶ୍ଚିତ ଭାବେ ଜାଣିରଖନ୍ତୁ ସେହି ସମ୍ପର୍କରେ ଏହି ଭୟଙ୍କର କଥା କୁ

0

ଆମ ସମାଜ ରେ ପ୍ରତେକ ଲୋକ ଭଗବାନ୍ ଙ୍କୁ ପୂଜା କରନ୍ତି।ଆମ ଦେଶ ରେ ଅନେକ ଲୋକ ହିନ୍ଦୁ ଧର୍ମ ର ହେଇ ଥିବାରୁ ସେମାନେ ଭଗବାନ୍ ଙ୍କୁ ପୂଜା କରନ୍ତି,ତେବେ ହିନ୍ଦୁ ଧର୍ମ ର ଦେଖିବାକୁ ଗଲେ ଅନେକ ଦେବା ଦେବି ରହିଛନ୍ତି। ହିନ୍ଦୁ ମାନଂକର ପୁରାଣ ଅନୁଯାୟୀ ଦେବା ଦେବି ଙ୍କର ଅନେକ ଚମତ୍କାର ରହିଛି ଯାହା ଲୋକ ଙ୍କୁ ଉଦ୍ଧାର କରିଛି,ଅନେକ ଲୋକ ଙ୍କୁ ବିପଦ ମୁଖ ରୁ ରକ୍ଷା କରିଛି । ଆମ ହିନ୍ଦୁ ସମାଜରେ ଅନେକ ଦେବା ଦେବି ରହି ଥାନ୍ତି ,ତେବେ କୃଷ୍ଣ , ବିଷ୍ଣୁ , ଲକ୍ଷ୍ମୀ , ହନୁମାନ , ରାମ, ଗଣେଶ ଆଦି ଅନେକ ଦେବା ଦେବି ରହିଛନ୍ତି ଯାହାଙ୍କୁ ହିନ୍ଦୁ ଲୋକ ମାନେ ପୂଜା କରନ୍ତି।


ତେବେ ସମସ୍ତଙ୍କୁ ପୂଜା କରିବାର ଵିଧି ଭିନ୍ନ ପ୍ରକାର ରହିଛି,ଆଉ ଲୋକ ମାନେ ତାଙ୍କ ପ୍ରଭୁ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ବାଟ କୁ ଆପଣେଇ ଥାନ୍ତି।ତେବେ ଆମ ସମାଜ ରେ ଆଗରୁ ଲୋକ ମାନେ ନଦୀ ବା ପଖୋରି ରେ ଗାଧଉ ଥିଲେ। ତେବେ ସେହି ସମୟ ରେ ସୂର୍ଯ୍ୟ ଉଦୟ ହୁଅନ୍ତିଏବଂ ଲୋକ ମାନେ ଗାଧେଇ ସାରି ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତି। ତେବେ ଆପଣ ଯଦି ଜଳ ଅର୍ପଣ କରୁ ଥିବେ, ତାହାଲେ କିଛି ଭୟଙ୍କର କଥା ରହିଛି ଆସନ୍ତୁ ଜାଣିବା।


ତେଣେ ସୂର୍ଯ୍ୟ ଦେବତା ହେଉଛନ୍ତି ସବୁ ଦେବା ଦେବି ଙ୍କ ଠାରୁ ଅଧିକ ତେଜସ୍ୱୀ ,ଆଉ ତାଙ୍କୁ ଶ୍ରେଷ୍ଠ ବୋଲି ମନା ଯାଏ। ଯାହା ଉପରେ ସୂର୍ଯ୍ୟ ଦେବ ଙ୍କ ଦିବ୍ୟ ରଶ୍ମି ପଡି ଥାଏ ତାର ଭାଗ୍ୟ ପୁରା ବଦଳି ଯାଏ।ତେବେ ପ୍ରତିଦିନ ଆପଣ ସୂର୍ଯ୍ୟ ଦେବ ଙ୍କୁ ଦେଖି ଥିବେ,ଅନେକ ଲୋକ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଳ ଅର୍ପଣ କରି ଥାନ୍ତି। ତେବେ ରବିବାର ଦିନ ଜଳ ଅର୍ପଣ କରିବାର ମହତ୍ୱ କିଛି ଅଲଗା ହିଁ ରହି ଥାଏ,ରବିବାର ଦିନ କୁ ସୂର୍ଯ୍ୟ ଦେବତା ଙ୍କ ଦିନ ବୋଲି କୁହା ଯାଏ,ଏହି ଦିନ ଯଦି ଜଳ ଅର୍ପଣ କରିଲା ବେଳେ ଆପଣ ଙ୍କ ଦ୍ୱାରା କିଛି ଭୁଲ ହୋଇ ଯାଏ ,ତାହାଲେ ଆପଣଙ୍କୁ ଭୟଙ୍କର ପରିଣାମ ଭୋଗୀବାକୁ ପଡେ।

ତେବେ ଆପଣ ସବୁ ସବୁବେଳେ ସୂର୍ଯ୍ୟ ଦେବ ଙ୍କୁ ଗାଧେଇଲା ବେଳେ ଅର୍ପଣ କରିବେ ଆଉ ଏହି ସମୟରେ ଆପଣଙ୍କ ଗୋଡ଼ରେ ଜୋତା ରହିବ ନାହିଁ ଏବଂ ତା ସହ ଆପଣଙ୍କ ହାତ ସ୍ୱଛ ରହିବା ଦରକାର।ତେବେ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ମନ ପବିତ୍ର ରହିବା ଦରକାର,ଆଉ ମନରେ କୌଣସି ଖରାପ ଚିନ୍ତା ରଖିବେ ନାହିଁ। ତେବେ ଅଶାନ୍ତ ହୋଇ ଜଳ ଅର୍ପଣ କରନ୍ତୁ ନାହିଁ , ନହେଲେ ସୂର୍ଯ୍ୟ ଦେବ କ୍ରୋଧିତ ହୋଇ ଯିବେ। ତେବେ ଆପଣ ଯେଉଁ ଜଳ ଅର୍ପଣ କରୁଛନ୍ତି , ତାହା ସଫା ହୋଇ ଥିବା ଦରକାର। ତା ସହ ଆପଣ ଯେଉଁ ପାତ୍ରରେ ପାଣି ଦେଉଛନ୍ତି , ସେହି ପାତ୍ର କୁ ମଧ୍ୟ ସଫା କରିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।