ଆପଣ ମାନେ ବି କଣ ପ୍ରେମ ରେ ବିଫଳ ହୋଇଛନ୍ତି କି ? ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କୁ ପାଇବାକୁ ଚାହୁଁଛନ୍ତି କି ? ତେବେ ଆପଣ ବି ଏହି ବଶୀକରଣ ପଦ୍ଧତି ଆପଣାନ୍ତୁ

0

ଦୁନିଆରେ ଏପରି ଅନେକ ପୁଅ ଏବଂ ଝିଅ ଅଛନ୍ତି ଯେଉଁମାନେ କି ଜଣଙ୍କୁ ଭଲ ପାଇଥାନ୍ତି କିନ୍ତୁ ସେହି ପିଲା କିମ୍ବା ଝିଅ ତାଙ୍କୁ ଭଲ ପାଇନଥାନ୍ତି। ସେମାନେ ସେହି ପୁଅ କି ଝିଅ କୁ ଏତେ ଭଲ ପାଇଥାନ୍ତି ଯେ ସେମାନେ ତାଙ୍କୁ ପାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି, ଏପରି କି ଜୀବନ ମଧ୍ୟ ଦେବାକୁ ପଛାନ୍ତି ନାହିଁ। ଆମେ ତ ପ୍ରାୟ ଖବର ଦେଖୁଥିବା କି ଅନେକ ପିଲା ମାନେ ପ୍ରେମ ରେ ବିଫଳ ହୋଇ ନିଜର ଜୀବନ ହାରି ଦେଉଛନ୍ତି।

ଅନେକ ତ ନିଜ ପ୍ରେମ ପାଇଁ ଜୀବନ ଦେଇଦିଅନ୍ତି ଏବଂ ଅନେକ ପିଲା ଅଛନ୍ତି ଯେଉଁମାନେ କି ନିଜ ପ୍ରେମ ର ଖୁସି ରେ ହିଁ ଖୁସି ହୋଇଥାନ୍ତି। ସେମାନେ କୁହନ୍ତି ସେ ଯାହା ସହ ବି ରହୁଛି ରହୁ କିନ୍ତୁ ସବୁବେଳେ ଖୁସି ରେ ରହୁ। ଏପରି ବି ଅନେକ ପୁଅ ମାନେ ଅଛନ୍ତି ଯେଉଁମାନେ କି ଏକ ଝିଅ କୁ ଭଲ ପାଆନ୍ତି ଏବଂ ତାଙ୍କୁ କହିଥାନ୍ତି। ଯଦି ସେହି ଝିଅ ଜଣକ ତାଙ୍କ ପ୍ରପୋଜାଲ୍ ରେ ରାଜି ନହେଲେ ତେବେ ରାଗି ତାଙ୍କ ର ଜୀବନ ମଧ୍ୟ ନେଇ ଯାଉଛନ୍ତି।


କିନ୍ତୁ ଅନେକ ପିଲା ଅଛନ୍ତି ଯେଉଁମାନେ ଭାବନ୍ତି କି ଏପରି କିଛି କରନ୍ତି ଯେପରି କି ସେହି ପିଲା ଟି ମୋର ହୋଇଯିବ। ସେମାନେ ସେଥିପାଇଁ ଅନେକ ତରିକା ଆପଣେଇ ଥାଆନ୍ତି। କେତେଜଣ ସେହି ସବୁ ରେ ସଫଳ ହୁଅନ୍ତି ଆଉ କେତେଜଣ ବିଫଳ ହୁଅନ୍ତି। ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ ଏକ ଏପରି ବଶୀକରଣ ନେଇ ଆସିଛୁ, ଯାହା ଦ୍ୱାରା ଆପଣ ମାନେ ଯାହାଙ୍କୁ ଭଲ ପାଉଥିବେ ତାଙ୍କୁ ଆପଣ ଅତି ସହଜ ରେ ବଶୀକରଣ କରିପାରିବେ। ଏବଂ ସିଏ ନିଜେ ହିଁ ଆପଣ ମାନଙ୍କୁ ଆସି କହିବେ କି ସିଏ ଆପଣ ଙ୍କୁ ଭଲ ପାଉଛନ୍ତି ବୋଲି।


ତେବେ ଯଦି ଆପଣ କୌଣସି ପୁଅ କି ଝିଅ କୁ ଭଲପାଉଛନ୍ତି କିମ୍ବା କେହି ବିବାହିତା ନାରୀ ଙ୍କୁ ଭଲପାଉଛନ୍ତି, ଭାବଛନ୍ତି ଆପଣ ତାଙ୍କ ବିନା ବଞ୍ଚି ପାରିବେନି ବୋଲି। ତେବେ ଆପଣ ମାନେ ଏହି ବଶୀକରଣ ଟି କରନ୍ତୁ। ଏହା ଦ୍ୱାରା ସେ ବଶୀକରଣ ହୋଇଯିବେ ଏବଂ ଆପଣ ମାନଙ୍କୁ ଭଲ ପାଇବାକୁ ଲାଗିବେ। ତେବେ ଆପଣ ମାନଙ୍କୁ ଏଥିପାଇଁ ଏକ ଅଶ୍ୱସ୍ତ ପତ୍ର, ସିନ୍ଦୂର, କଳାସୂତା ଏବଂ ଏକ କଳା ମାର୍କର ନେବାକୁ ପଡିବ ଏବଂ ଏକ ବଶୀକରଣ ମନ୍ତ୍ର ମଧ୍ୟ ଶିଖିବାକୁ ପଡିବ।


ପ୍ରଥମେ ଆପଣ ମାନଙ୍କୁ ସେହି ଅଶ୍ୱସ୍ତ ପତ୍ରରେ ଆପଣଙ୍କ ପ୍ରେମିକା କିମ୍ବା ପ୍ରେମିକ ଙ୍କ ନାମ ଲେଖିବାକୁ ପଡିବ ଏବଂ ତାପରେ ଏକ ପ୍ଲସ୍ ଚିହ୍ନ ଦେଇ ସାଇଡ୍ ରେ ଆପଣ ଙ୍କ ନାମ ଲେଖିବାକୁ ପଡିବ। ଏହାପରେ ତା ତଳେ ବଶଂ ବୋଲି ଲେଖିବାକୁ ଲେଖିବାକୁ ପଡିବ,ପରେ ସେହି ପତ୍ର ଉପରେ ଯେଉଁ ଠାରେ ଆପଣ ମାନେ ଲେଖିଥିବେ ତା ଉପରେ ସିନ୍ଦୂର କୁ ଭଲ ଭାବରେ ଲଗାଇଦେବେ। ତାପରେ ଏକ ମନ୍ତ୍ର କୁ ୧୦୮ ଥର ଜପ କରିବେ। ସେହି ମନ୍ତ୍ର ଟି ହେଉଛି “ ଓଁ ଶ୍ରୀ ଦୁର୍ବାୟ ଭୈରବାୟ ଆମୁକଂ ବଶଂ ନମଃ ”। ଏଠାରେ ଆମୁକ ଜାଗାରେ ଆପଣ ମାନେ ଭଲ ପାଉଥିବା ପୁଅ କିମ୍ବା ଝିଅ ଙ୍କ ନାମ ଲେଖିବେ ଏହାପରେ ସେହି ପତ୍ର ଟି କୁ ମୋଡି କଳା ସୂତା ରେ ବାନ୍ଧି ଦେବେ ଏବଂ ଏକ ଶୂନ୍ ଶାନ୍ ଯାଗାରେ ପୋତି ଦେବେ। ଏହାକୁ କେବଳ ଶୁକ୍ରବାର ଦିନ ସନ୍ଧ୍ୟା ୭ଟା ରୁ ୧୧ ଟା ମଧ୍ୟ ରେ କରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।