5 ଦିନ ବ୍ୟବହାର କରି ଦୂର କରନ୍ତୁ ଶରୀରର ସମସ୍ତ କାଛୁ କୁଣ୍ଡିଆ ଜନିତ ରୋଗକୁ ।

0

ଅନେକ ଲୋକ ମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ଦାଗ ଦେଖିବାକୁ ମିଳିଥାଏ । ସେହି ଦାଗ ପାଇ ସେମାନେ ଅଧିକ ଚିନ୍ତା ଗ୍ରସ୍ତ ହୋଇଥାନ୍ତି । ଏହି ଦାଗ ସୃଷ୍ଟି ହେବାର ଅନେକ କାରଣ ରହିଥାଏ । ବହୁତ ସମୟ ଧୂଳିରେ ରହିଲେ ,ବହୁତ ଝାଳ ବହିଲେ ,ହୋଇଥିବା ବ୍ୟକ୍ତିର ସଂକ୍ରମଣରେ ଆସିଲେ ଏବଂ ଯେଉଁ ଲୋକ ମାନଙ୍କୁ ଏହି ରୋଗ ହୋଇଥିଲେ ତାହାଙ୍କୁ ସ୍ପର୍ଶ କରିବା ଓ ସେମାନଙ୍କ ସହିତ ମିଳା ମିଶା କରିବା ଦ୍ୱାରା ତାହା ଅନ୍ୟ ଜଣଙ୍କୁ ସଂକ୍ରମିତ ହୋଇଥାଏ । ଏହି ଜିନିଷକୁ ବ୍ୟବହାର କରିବା ଦ୍ୱାରା ଶରୀରର ସମସ୍ତ ଦାଗକୁ ଦୂର କରି ପାରିବେ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ।

ନମ୍ୱର – 1 କଲରା – ଏହି କଲରା ଆମ ଶରୀରର ରକ୍ତକୁ ପରିଷ୍କାର କରିଥାଏ । ସେଥିପାଇ ଏକ କଲରା ନେଇ ତାକୁ ଛୋଟ ଛୋଟ କରି କାଟନ୍ତୁ । ଏବଂ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଯେପରି ଶରୀରରେ ସୃଷ୍ଟି ହୋଇଥିବା ଦାଗରେ ଭଲ ଭାବରେ ଲଗାଯାଇ ପାରିବ ।


ନମ୍ୱର – 2 କର୍ପୂର  କର୍ପୂର ଆମ ଶରୀର ପାଇ ବହୁତ ଲାଭ ଦାୟକ ହୋଇଥାଏ । ଏହା ସହିତ ଶୀରର ସମସ୍ତ ଦାଗକୁ ମଧ୍ୟ ଦୂର କରିଥାଏ । ଏହାର ଏକ ଛୋଟ ଅଂଶ ଆମକୁ ନେବାର ଅଛି । ଠାକୁରଙ୍କ ପାଖରେ ବ୍ୟବହୃତ ହେଉଥିବା କର୍ପୂର ହିଁ ବ୍ୟବହାର କରିବାକୁ ହେବ । ଏହି କର୍ପୂରକୁ ଭଲ ଭାବରେ ଗୁଣ୍ଡ କରି ଗୋଟିଏ ପାତ୍ରରେ ରଖାନ୍ତୁ ।

ନମ୍ୱର – 3 ନଡିଆ ତେଲ – ଏହା ମଧ୍ୟ ବିଭିନ୍ନ ପ୍ରକାର ଦାଗକୁ ଦୂର କରିବା ସହିତ ଆମ ଶରୀରକୁ ମଶ୍ଚରାଇଜିଙ୍ଗ କରିଥାଏ । ଏହି ନଡିଆ ତେଲକୁ ଏକ ଚାମଚ ନେଇ କର୍ପୂରରେ ମିଶାନ୍ତୁ । ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କଲରା ପେଷ୍ଟକୁ ସେଥିରେ ମିଶାଇ 2 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମିଶାନ୍ତୁ । ଯେଉଁ ସ୍ଥାନରେ ସେହି ଦାଗ ଗୁଡିକ ରହିଛି ତାହାକୁ ହାତରେ ଛୁଅନ୍ତି ନାହିଁ ।

ଏହାକୁ ଏକ ତୁଳା ସାହାର୍ଯ୍ୟରେ ପ୍ରସ୍ତୁତ କରାଯାଇଥିବା ପେଷ୍ଟକୁ ନେଇ ସେହି ସ୍ଥାନରେ ଲଗାନ୍ତୁ । ଏହାକୁ ରାତିରେ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ପ୍ରଥମ ଦିନରୁ ହିଁ ଆପଣ ମାନେ ଏହାର ରେଜଲ୍ଡ ପାଇଯିବେ । ସକାଳେ ଏଲୋବିରା ଜେଲକୁ ସେହି ସ୍ଥାନ ମାନଙ୍କରେ ଭଲ ଭାବରେ ମସାଜ କରନ୍ତୁ । ଏହାକୁ ସାତ ଦିନ ବ୍ୟବହାର କରିବା ଦ୍ୱାରା ଆପଣ ମାନଙ୍କର ଶରୀରରେ ସମସ୍ତ ଦାଗ ଦୂର ହେବ । ଏବଂ ପୁନର୍ବାର ଏହା ଆପଣ ମାନଙ୍କ ଶରୀରରେ ମଧ୍ୟ ଦେଖାଯାଇନଥାଏ । ଏହାକୁ ବ୍ୟବହାର କରିବା ଦ୍ୱାରା ଏହି ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇ ପାରିବେ ଏବଂ ଏହି ଦାଗ ମଧ୍ୟ ଶରୀରରେ ଦେଖାଯାଇ ନଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।