ପୁରୁଣା ରୁ ପୁରୁଣା ଯାଦୁ କାଛୁ କୁଣ୍ଡିଆ ଓ ଦାଗ କୁ ଭଲ କରିଦିଏ ଏହି ଘରୋଇ ଉପଚାର, ୧୦୦% ଗ୍ୟାରେଣ୍ଟି ଭଲ ହେବ

0

ଆଜିର ଦୁନିଆରେ ଅନେକ ଲୋକମାନଙ୍କର ଶରୀରରେ ଚର୍ମ ରୋଗର ଅନେକ ସମସ୍ୟା ରହିଥାଏ ତଥା ଯାଦୁ , କାଛୁ ,କୁଣ୍ଡିଆ ପରି ଅନେକ ପ୍ରକାର ଚର୍ମ ରୋଗ ହୋଇଥାଏ । ଏହା ହେବା ଦ୍ୱାରା ଶରୀରର ରଙ୍ଗ ବଦଳିଯାଇଥାଏ ଏବଂ ସେହି ସ୍ଥାନରେ ଅଧିକ କୁଣ୍ଡାଇଥାଏ । ଏହି ସମସ୍ତ ସମସ୍ୟାରୁ ଆପଣ ମାନଙ୍କୁ ମୁକ୍ତି ଦେବା ପାଇ ଆଜିର ଏକ ଘରୋଇ ଉପଚାର ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ସମସ୍ତ ଚର୍ମ ରୋଗ ଦୂର ହୋଇଥାଏ ।


ଆପଣମାନେ ଏହି ରୋଗକୁ ଭଲ କରିବା ପାଇ ଯେତେ ମେଡିସିନ ବ୍ୟବହାର କରିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇନଥାଏ । ଏହା ଯେଉଁ ସ୍ଥାନରେ ହୋଇଥାଏ ପ୍ରଥମେ ନାଲି ରଙ୍ଗର ଗୋଲି ପରି ହୋଇଥାଏ ଏହା ଧୀରେଧୀରେ ସମ୍ପୂର୍ଣ୍ଣ ଶରୀରରେ ବିସ୍ତାର କରିଥାଏ । ଆସନ୍ତୁ ଜାଣିବା ଏହି ସବୁ ସମସ୍ୟାକୁ ଦୂର କରିବାପାଇ ପ୍ରସ୍ତୁତ କରିବା ପାଇ ବ୍ୟବହାର ହେଉଥିବା ଜିନିଷ ।


ନମ୍ୱର – 1 ରସୁଣ – ଏହି ରସୁଣ ଅଧିକ ମାତ୍ରାରେ ଆଣ୍ଟି ଏ ଜିଙ୍କ , ଆଣ୍ଟି ଇନଫେକସନ ରହିଥାଏ ଯାହା ସମସ୍ତ ଚର୍ମ ରୋଗ ଓ ଆଲର୍ଜି ମଧ୍ୟ ଦୂର କରିଥାଏ ।


ନମ୍ୱର – 2 ଦେଶୀ ଘିଅ – ଘିଅ ସ୍କିନ ସମସ୍ୟା ଦୂର କରିବା ପାଇ ଅଧିକ ସାହାର୍ଯ୍ୟ କରିଥାଏ ଏବଂ ସ୍କିନକୁ ଉଜ୍ଜଳ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଆମର ଶରୀର ପାଇ ଆତ୍ୟନ୍ତ ଲାଭ ଦାୟକ ହୋଇଥାଏ ।


ନମ୍ୱର – 3 ଏଲୋବିରା – ଏଲୋବିରା ମଧ୍ୟ ସ୍କିନର ସମସ୍ତ ଦାଗ ସମସ୍ୟା ମଧ୍ୟ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେଥିପାଇ ଏଲୋବିରା ସ୍କିନ ପାଇ ଅତ୍ୟନ୍ତ ଜରୁରୀ ହୋଇଥାଏ । ଏଥିରେ ଅଧିକ ପରିମାଣରେ ଭିଟାମିନ ଓ ମିନେରାଲ ରହିଥାଏ ଯାହା ଆମ ସ୍କିନର ଲଗାଇବା ଦ୍ୱାରା ସମସ୍ତ ଯନ୍ତ୍ରଣା ଦୂର କରିଥାଏ ।

ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ । ପ୍ରଥମେ ଏକ କଢେଇରେ ଦୁଇ ଚାମଚ ଦେଶୀ ଘିଅ ପକାନ୍ତୁ ଏବଂ ଦୁଇ ତିନି କୋଷି ରସୁଣକୁ ଛୋଟ ଛୋଟ ପିସ କରି ସେଥିରେ ପକାନ୍ତୁ । ଏହାକୁ 2ରୁ 3 ମିନିଟ ପର୍ଯ୍ୟନ୍ତ ଏହାକୁ ଚୁଲାରେ ତତାନ୍ତୁ ଓ ଏହା ଭଲ ଭାବରେ ହୋଇଆସିଲେ ଏହାକୁ ଅହ୍ଲାଇ ଦିଅନ୍ତୁ । ଆପଣଙ୍କର ଶୀରରର ଯେଉଁ ସ୍ଥାନରେ ଏହି ରୋଗ ହୋଇଛି ସେହି ସ୍ଥାନରେ ଏହାକୁ ଲଗାନ୍ତୁ ।


ଏହାକୁ ଲଗାଇବା ପୂର୍ବରୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ ଏହାପରେ ପ୍ରସ୍ତୁତ କରାଯାଇଥିବା ତେଲକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ପାଇ ଏଲୋବିରାର ଆବଶ୍ୟକ ହୋଇଥାଏ । ଏହି ଏଲୋବିରାର ଜେଲକୁ ଶରୀରର ଯେଉଁ ସ୍ଥାନରେ ହୋଇଥାଏ ସେଥିରେ ଭଲ ଭାବରେ 2 -3 ମିନିଟ ପର୍ଯ୍ୟନ୍ତ ଏହାକୁ ଲଗାନ୍ତୁ । ଏହାପରେ ପ୍ରସ୍ତୁତ କରାଯାଇଥିବା ତେଲକୁ 1 ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାପରେ ଉଷମ ପାଣିରେ ଏହାକୁ ଭଲ ଭାବରେ ଧୋଇ ଏକ ଟାଉଲରେ ପଛିଦିଅନ୍ତୁ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।