+2 ପାସ୍ କରିଥିବା ଏବଂ +3 ପଢୁଥିବା ପିଲା ମାନଙ୍କ ପାଇଁ ଆସିଲା ଚାକିରି ଦେଖନ୍ତୁ କିପରି ବିନା Exam ବିନା ଫିସ୍ ରେ କିପରି ଏହି ଜବ୍ ଟି କୁ ଆପ୍ଲାଏ କରିବେ

0

ଅନେକ ପିଲା ମାନେ ଅଛନ୍ତି ଯେଉଁମାନେ କି ବହୁତ ପାଠ ସାଠ ପଢି ସାରିବା ପରେ ମଧ୍ୟ ଚାକିରି ଖଣ୍ଡେ ପାଇନଥାନ୍ତି। ସେମାନେ ଆଶା ରଖିଥାନ୍ତି ଏକ ସରକାରୀ ଚାକିରି କୁ। ସେଥିପାଇଁ ସେମାନେ ଅନେକ ଯାଗା ରେ ଏନ୍ଟ୍ରାନ୍ସ ଦିଅନ୍ତି ବହୁତ ଆଡେ ଦୌଡା ଦୌଡି ମଧ୍ୟ କରନ୍ତି କେତେ ଜଣ ଚାକିରି ପାଆନ୍ତି ଆଉ କେତେ ଜଣ ଚାକିରି ନ ପାଇ ଘରେ ବସି ରୁହନ୍ତି। ତେବେ ଅନେକ ସରକାରୀ ଚାକିରି ରହିଛି ଯେଉଁ ସମ୍ପର୍କରେ ଆପଣ ମାନେ ହୁଏତ ଜାଣି ନଥିବେ। ପ୍ରତିବର୍ଷ ସେହି ସବୁ ଚାକିରି ପାଇଁ ଭେକେନ୍ସି ଆସୁଛି କିନ୍ତୁ ସିଟ୍ ଖାଲି ପଡୁଛି। ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ସେହି ପରି ଏକ ସରକାରୀ ଚାକିରି ସମ୍ପର୍କରେ କହିବୁ। ସେହି ଚାକିରି ପାଇଁ କତ କଣ ଯୋଗ୍ୟତା ଥିବା ଦରକାର ତାହା ମଧ୍ୟ କହିବୁ।

*କ୍ୱାଲିଫିକେଶନ:-

ଆମ ଓଡିଶା ପାଇଁ ବହୁତ ବଢିଆ ସରକାରୀ ନିଯୁକ୍ତି ଟି ଏ ରହୁଛି, ଯାହାକୁ ବୋଥ୍ ମେଲ୍ ଏଣ୍ଡ ଫିମେଲ୍ ଏହି ଜବ୍ସ ଟିକୁ ଏପ୍ଲାଏ କରି ପାରିବେ। ଏହାର ଏଜୁକେସ୍ନାଲ୍ କ୍ୱାଲିଫିକେସନ୍ କହିବାକୁ ଗଲେ ଯଦି ଜଣେ +2 ପାସ୍ କରଛନ୍ତି ସେ ଯେକୌଣସି ଥିରେ ହେଉ, ସାଇନ୍ସ, ଆର୍ଟସ୍, ଏବଂ କମର୍ସ ଏବଂ ଯଦି +3 ପଢୁଥିବେ ତେବେ ଏହି ଜବ୍ ପାଇଁ ଏପ୍ଲାଏ କରି ପାରିବେ।ଏହାର ସ୍ୟାଲେରି ମଧ୍ୟ କୋଡିଏ ହଜାର ପ୍ଲସ୍ ରହିଛି। ଏହା ପାଇଁ ଆପଣ ମାନଙ୍କୁ କୌଣସି ଏଗ୍ଜାମ୍ ଦେବାକୁ ପଡିବ ନାହିଁ କିମ୍ବା କୌଣସି ଆପ୍ଲିକେସନ୍ ଫିସ୍ ମଧ୍ୟ ପେ କରିବାକୁ ପଡିବ ନାହିଁ।


*ଆବେଦନ କରିବା ପ୍ରଣାଳୀ:-
ଏହାର ଅର୍ଗାନାଇଜେସନ୍ ର ନାମ ହେଉଛି TRIFED (Govt. of India) ତରଫରୁ ଏହି ଭେକେନ୍ସି ଟି ରହୁଛି। ଏହା ପାଇଁ ଟୋଟାଲ୍ ୪୦ ଗୋଟି ପୋଷ୍ଟ ଭେକେନ୍ସି ରହୁଛି। ଏହି ଜବ୍ସ ଟି ପାଇଁ ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ସ ଏପ୍ଲାଏ କରିପାରିବେ, ଓଡିଶା ରୁ ମଧ୍ୟ ସମସ୍ତେ ଏହା ପାଇଁ ଏପ୍ଲାଏ କରି ପାରିବେ। ସବୁ ଜିଲ୍ଲାର ଲୋକ ମାନେ ଏପ୍ଲାଏ କରି ପାରେବେ ଏବଂ ଆମ ଓଡିଶା ମଧ୍ୟରେ ହିଁ ଏହା ର ନିଯୁକ୍ତି ଟି ରହିବ। ବୋଥ୍ ମେଲ୍ ଏବଂ ଫିମେଲ୍ ଏହା ପାଇଁ ଏପ୍ଲାଏ କରି ପାରିବେ। ପୋଷ୍ଟ ଟି ର ନାମ ହେଉଛି ପ୍ରୋସରମେଣ୍ଟ ଏଗ୍ଜୁକେଟିଭ୍ ପୋଷ୍ଟ।


*ଫର୍ମ ପକାଇବାର ସମୟସୀମା:-
ଏହା ପାଇଁ ଅନ୍ଲାଇନ୍ କିମ୍ବା ଅଫଲାଇନ୍ ଆପ୍ଲାଏ କରିବାକୁ ପଡିବନି। ଡିଇରେକ୍ଟ ଇଣ୍ଟର୍ଭ୍ୟୁ ଦେବାକୁ ପଡିବ। ଏହାର ଆପ୍ଲିକେସନ୍ ଫିସ୍ କାହାରି ପାଇଁ ନାହିଁ। ସମସ୍ତେ ବିନା ଫିସ୍ ରେ ଏଥିପାଇଁ ଆପ୍ଲାଏ କରିପାରିବେ। ଏହି ଜବ୍ ଟି ର ସିଲେକ୍ସନ୍ ଇଣ୍ଟର୍ଭ୍ୟୁ ବେସିସ୍ ରେ ସିଲେକ୍ସନ କରାଯିବ। ଏହି ଜବ୍ ଟି କୁ ଆପ୍ଲାଏ କରିବା ପାଇଁ ଶେଷ ତାରିଖ ହେଉଛି ୨୫ ନଭେମ୍ବର ୨୦୨୦ ରହିଛି।


ଠିକଣା:-
NCDC permises, Ground floor
Alok bharati. Complex,sahid nagar
Bhubaneswar,pin:-751007

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।