Family Tips – ଶାରୀରିକ ସମ୍ପର୍କ ପରେ ପରିସ୍ରା ଲାଗିଲେ କ’ଣ ଇଛା ହୁଏ ମହିଳା ମାନଙ୍କର ଜାଣନ୍ତୁ

0

ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା। ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ।

ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇବା ପାଇଁ ଏବଂ ଶରୀର ମଧ୍ୟରେ ଥିବା ସମସ୍ୟା କୁ ଦୁରେଇବା କୁ ହେଲେ ଅନେକ ପ୍ରକାର ଅଭ୍ୟାସ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ।ତେବେ ଆପଣ ମାନଙ୍କ ମଧ୍ୟରେ ଅନେକ ଲୋକ ଥିବେ, ଯେଉଁ ମାନେ କି ଅନେକ ସମୟ ପର୍ଯ୍ୟନ୍ତ ନିଜର ପରିସ୍ରା କୁ ନିୟନ୍ତ୍ରଣ କରିଥାନ୍ତି। କିନ୍ତୁ ଆମେ ଆପଣଂକୁ ଜଣେଇ ଦେଉଛୁ ଯେ,

ପରିସ୍ରା ହେବା ଦ୍ବାରା ଆମ ଶରୀର ରୁ ଅଦରକାରୀ ପଦାର୍ଥ ସବୁ ବାହାରକୁ ବାହାରି ଯାଏ କିନ୍ତୁ ଯେତେବେଳେ ଆପଣ ଏହାକୁ ନିୟନ୍ତ୍ରଣ କରିଥାନ୍ତି ତାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।ତେବେ ଆସନ୍ତୁ ଜାଣିବା ପରିସ୍ରା ବନ୍ଦ କରି ରଖିବାକୁ ଦ୍ବାରା କଣ ସବୁ ସମସ୍ୟା ଦେଖାଯାଇଥାଏ।

୧.ନିୟମିତ ଭାବରେ ପରିସ୍ରା କୁ ବନ୍ଦ କରିବା ଦ୍ବାରା କିମ୍ବା ଦୀର୍ଘ ସମୟ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ଦ୍ବାରା ଆମ ମୂତ୍ରନଳୀ ରେ ସଂକ୍ରମଣ ହୋଇଥାଏ ଯାହା ସିଧାସଳଖ ଭାବରେ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।

୨.ଯେଉଁ ବ୍ୟକ୍ତି ମାନେ ବାରମ୍ବାର ନିଜର ପରିସ୍ରା କୁ ବନ୍ଦ କରିଥାନ୍ତି ଏବଂ ପରେ ପରିସ୍ରା କରିଥାନ୍ତି ସେତେବେଳେ ତାଙ୍କର ମୂତ୍ରାଶୟ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ ଏବଂ ଏହା ସଙ୍କୁଚିତ ହୋଇଥାଏ।
୩.ନିୟମିତ ଭାବରେ ପରିସ୍ରା କୁ ଅଟକି ରଖିବା ଦ୍ବାରା ଆମ କିଡନୀ ଏବଂ ମୂତ୍ରନଳୀ ଉପରେ ଏହାର ଖରାପ ପ୍ରଭାବ ପକେଇ ଥାଏ ଏବଂ ସେହି ସ୍ଥାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

୪.ପରିସ୍ରା କୁ ଠିକ ସମୟରେ ପରିତ୍ୟାଗ ନକରିବା ଦ୍ବାରା ମୂତ୍ରାଶୟ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ ଏବଂ ପରିସ୍ରା କରିବା ପରେ ସେହି ଅଂଶ ସଙ୍କୁଚିତ ହୋଇଥାଏ। ଯାହା କାରଣରୁ ପେଲଭିକ ଅଂଶ ର ମାଂସପେଶୀ ଗୁଡ଼ିକ ଖରାପ ହୋଇଯାଇଥାଏ ଏବଂ ଭବିଷ୍ୟତରେ ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ ।

୫.ପରିସ୍ରା ଦ୍ବାରା ଆମ ଶରୀର ରେ ଥିବା ସମସ୍ତ ଅଦରକାରୀ ଖଦଡା ପଦାର୍ଥ ଗୁଡ଼ିକ ବାହାରକୁ ବାହାରି ଯାଏ ମାତ୍ର ଯେତେବେଳେ ଏହା ଶରୀର ମଧ୍ୟରେ ରହିଥାଏ ସେତେବେଳେ ଶରୀର ମଧ୍ୟରେ ସଂକ୍ରମଣ ହୋଇ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ।

୬.ପରିସ୍ରା କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ଏହା ଆମ କିଡନୀ , ମୂତ୍ରନଳୀ ଏବଂ ମୂତ୍ରାଶୟ ର ଉତେଜନା ବା ପ୍ରଦାହ ରେ ବାଧା ସୃଷ୍ଟି କରିଥାଏ ଯାହା ଆମ ଶରୀରର ଅନେକ ପ୍ରକାରର ସମସ୍ୟା ଦେଖାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।