ଜାଣନ୍ତୁ ସାଧୁ ବାବା ଙ୍କର ଭିନ୍ନ ପ୍ରେମ କାହାଣୀ ବିଷୟରେ ଯାହା ଜାଣିବା ପରେ ଆପଣ କହିବେ କିଏ ସେ ଝିଅ

0

ପ୍ରେମ ଏକ ଏମିତି ରୋଗ ଯାହା କେବେବି କାହାକୁ ବି ହୋଇପାରେ । ପ୍ରେମ ର କୌଣସି ରଙ୍ଗ ନାହିଁ , କି ଧନୀ ଗରିବ ର ଫରକ ନାହିଁ , ଏହା ଜାତି , ଧର୍ମ , ବର୍ଣ୍ଣ ,ଜନ୍ମ କିଛି ବି ଦେଖେ ନାହିଁ ବାସ ହୋଇଯାଇଥାଏ । ମାତ୍ର ଆମ ସାମଜ ଏହି ବର୍ଣ୍ଣହୀନ , ଜାତିହୀନ ଏବଂ ଧର୍ମହୀନ ପ୍ରେମ କୁ ବୁଝିନଥାଏ । ଏହି ସାମଜ ଏହାକୁ ଅତି ଘୃଣ୍ୟ ଦୁଷ୍ଟି ରେ ଦେଖିଥାଏ । ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଆଜିକାଲି ର ପ୍ରେମି ଯୁଗଳ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି ।ତେବେ ଆମେ ଆଜି ଆପଣଙ୍କୁ ଏକ ଭିନ୍ନ ତଥା ସ୍ୱତନ୍ତ୍ର ପ୍ରେମ କାହାଣୀ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ କାଣ୍ଡିଯିବେ ।


କାହାଣୀ ଟି ହେଉଛି ଏକ ଗ୍ରାମର ଜଣେ ସାଧୁ ବାବା ଏବଂ ଜଣେ ସୁନ୍ଦରୀ କନ୍ୟା ଙ୍କର ପ୍ରେମ କାହାଣୀ । ଉଲେଖଯୋଗ୍ୟ ଯେ ଗୋଟିଏ ଛୋଟ ଗ୍ରାମର ଏକ ନଦୀ ତଟରେ ଜଣେ ସାଧୁ ଏକ ଛୋଟ କୋଡ଼ିଆ ରେ ରହୁଥିଲେ । ସେ ସବୁଦିନ ସକାଳେ ସେହି ଗ୍ରାମ କୁ ଭିକ୍ଷା ମାଗିବାକୁ ଯାଉଥିଲେ ଏବଂ ସେଥିରେ ତାଙ୍କର ଜୀବନ କଟୁଥିଲା । ସବୁଦିନ ପରି ସେ ଦିନ ମଧ୍ୟ ସେ ଗ୍ରାମ କୁ ଭିକ୍ଷା ମାଗିବାକୁ ଯାଇଥିଲେ ଏବଂ ଗ୍ରାମର ଏକ ଘରୁ ଏକ ସୁନ୍ଦର କନ୍ୟା ଜଣେ ଆସି ତାଙ୍କୁ ଭିକ୍ଷା ଦେବା ସହ ତାଙ୍କୁ ଅଲଗା ନଜରରେ ଦେଖିଲେ । ଏହିପରି କିଛି ଦିନ ଚାଲିଲା ।ଏ ମଧ୍ୟରେ ସେହି କନ୍ୟା ଟି ସାଧୁ ବାବା ଙ୍କର ପ୍ରେମରେ ପଡିଯା


ତାପରେ ଦିନେ ରାତିରେ ସେହି ସୁନ୍ଦରୀ କନ୍ୟା ଜଣଙ୍କ ନିଜ ହାତରେ କିଛି ଫଳ ଧରି ବାବା ଙ୍କ କୋଠରୀ ରେ ପହଁଚିଲେ ।ଏବଂ ବାବା ଙ୍କୁ ନିଜର ମନ କଥା କହିଲେ ଏବଂ ବାବା ମଧ୍ୟ ଝିଅ ଟିର ପ୍ରେମ କୁ ଗ୍ରହଣ କଲେ ।ତେବେ ସେମାନେ ସବୁଦିନ ରାତିରେ ଲୁଚି ଲୁଚି ଦେଖାକରିବା ସହ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ମଧ୍ୟ ଗଢି ଉଠିଲା । ତେବେ ଏମିତି କିଛି ଦିନ ଚାଲିବା ପରେ ଝିଅ ଟିର ବିବାହ ଅନ୍ୟ ଜଣେ ଯୁବକ ଙ୍କ ସହ ହୋଇଗଲା । କିନ୍ତୁ ବିବାହ ପରେ ମଧ୍ୟ ଝିଅ ଟି ତାର ପ୍ରେମ କୁ ଭୁଲି ନଥିଲା ।


ତେଣୁ ବିବାହ ପରେ ଯେତେବେଳେ ଝିଅ ଟି ନିଜର ବାପ ଘରକୁ ଆସିଲା ସେତେବେଳେ ସେ ପୂର୍ବ ପରି ରାତିର ଅନ୍ଧାର ରେ ବାବା ଙ୍କୁ ଦେଖାକରିବା କୁ ଆସିଲା ।କିନ୍ତୁ ଦିନେ ରାତିରେ ସେ ଝିଅ ଟି ଆସିବା ସମୟରେ ତାର ସ୍ଵାମୀ ତାର ପଛେ ପଛେ ଆସିଲା ଆଉ ତାର ସ୍ତ୍ରୀ ବିଷୟରେ ସମସ୍ତ ଘଟଣା ଜାଣିପାରିଲା ଏବଂ ରାଗରେ ତା ପର ଦିନ ରାତିରେ ଆସି ସେହି ବାବା ଙ୍କୁ କଟୁରିରେ ହାଣି ହତ୍ୟା କଲା ଏବଂ ଯେତେବେଳେ ଏ ବିଷୟରେ ଯୁବତୀ ଜଣଙ୍କ ଜାଣିପାରିଲା ସେତେବେଳେ ସେ ନିଜର ସ୍ଵାମୀ କୁ ନମାରୀ ନିଜେ ଆତ୍ମହତ୍ୟା କରିଦେଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।