Sadhubani Anuchinta – ଯଦି କନ୍ୟାର ନାକ ଭିତରେ କେଶ ରହେ ଉଠେ ତେବେ କଣ ସୂଚନା ମିଳେ ? ଜାଣନ୍ତୁ ଆଜିର କିଛି ଖାସ କଥା

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।

ଆମେ ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଆମ ପୁରାଣ ରେ ବର୍ଣ୍ଣିତ ଥିବା କେତେକ ରୀତିନୀତି ବିଷୟରେ ଜଣେଇବୁ ।ଯାହାକି ଆମର ପ୍ରତିଦିନ ଜିବନ ରେ କାର୍ଯ୍ୟ ରେ ଆସିବ ।କେବେକେବେ ଆମେ ଅଜାଣତରେ ଏମିତି କିଛି ଅଭ୍ୟାସ କରିନେଇଥାଉ ଯାହା ପାଇଁ ଆମ କୁ ବହୁତ ପସ୍ତେଇବାକୁ ପଡିଥାଏ ।ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡ଼ିକ ବିଷୟରେ ଯାହାକି ଆମ ପୁରାଣ ଶାସ୍ତ୍ର ରେ ଲିଖିତ ଅଟେ।

୧.ସାଧାରଣତ୍ୱ ଅନେକ ବ୍ୟକ୍ତି ଖାଇବା ସମୟରେ ଗାଲ ରେ , ମୁଣ୍ଡ ରେ ଏବଂ ପାଦ ରେ ହାତ ଦେଇଥାନ୍ତି ।କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ ।ଏପରି କରନ୍ତୁ ନାହିଁ ନଚେତ ଦାରିଦ୍ର୍ୟ ର ପ୍ରେବେଶ ହୋଇଥାଏ ଘରକୁ ।

୨.ପ୍ରତିଦିନ ସକାଳେ ଦୁଇଟି ନିମ୍ବପତ୍ର କୁ ମୁଣ୍ଡ ରେ ଲଗାଇ ତାହାକୁ ସେବନ କରନ୍ତୁ ।ଏପରି କରିବା ଦ୍ଵାରା ମୁହଁରେ ଚମକ ଆସିବା ସହ ମୁହଁରେ ଥିବା ଦାଗ ଗୁଡ଼ିକ ଭଲ ହୋଇଯାଇଥାଏ।

୩.ପ୍ରତିଦିନ ସକାଳେ ମୁହଁ ଧୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଜଳ ସେବନ କରନ୍ତୁ ।ଏହା ଆପଣଂକୁ ଅନେକ ପ୍ରକାରର ପେଟ ରୋଗ ରୁ ରକ୍ଷା କରିଥାଏ। ଏବଂ ଶରୀର ପାଇଁ ଉପକାରୀ ହୋଇଥାଏ।

୪.ଗାଧେଇବା ସମୟରେ କେବେ ବି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଧେଇବା ଉଚିତ ନୁହେଁ ।କାରଣ ଏହି ସମୟରେ ଆପଣ ଙ୍କର ପିତୃପୁରୁଷ ମାନେ ପାଖେ ପାଖେ ରହିଥାନ୍ତି ଆଉ ଗାଧେଇବା ଓଦା ଲୁଗା ପାଣି ରେ ସନ୍ତୁଷ୍ଟ ଲାଭ କରନ୍ତି।

୫.ବିବାହିତ ମହିଳା ମାନେ ଭୁଲ ରେ ବି ଆଙ୍ଗୁଳି ରେ ସିନ୍ଦୂର ପିନ୍ଧନ୍ତୁ ନାହିଁ ଏହା ସ୍ୱାମୀ ଙ୍କ ଉପରେ ବିପଦ ଆଣିଥାଏ। ତେଣୁ ରୁପା କଣ୍ଟା ବା କାଠି ରେ ସିନ୍ଦୂର ଲଗେଇବା ମଙ୍ଗଳ ଅଟେ।

୬.ସନ୍ଧ୍ୟା ସମୟରେ କେବେ ବି ଖାଇବା , ଶୋଇବା ଭଳି କାର୍ଯ୍ୟ କରନ୍ତୁ ନାହିଁ ଏହା ଅମଙ୍ଗଲ ହୋଇଥାଏ ।

୭.ଯଦି ଆପଣଙ୍କ ଘରେ କେବେ ଧଳା ପେଚା ଆସି ବସୁଛି ବା ଘର କୁ ପ୍ରବେଶ କରୁଛି ତାହା ଶୁଭ ଅଟେ କିନ୍ତୁ କଳା ପେଚା ଘରେ ବସିଲେ ଅଶୁଭ ତଥା ଧନ କ୍ଷୟ ହୋଇଥାଏ।

୮.ସକାଳେ ଉଠିବା ମାତ୍ର କେବେବି ନିଜର ମୁହଁକୁ ଆଇନା ରେ ଦେଖନ୍ତୁ ନାହିଁ ଏହା ଅଶୁଭ ଅଟେ ।ପ୍ରଥମେ ମୁହଁକୁ ଧୋଇନିଅନ୍ତୁ ଏବଂ କୌଣସି ଦେବା ଦେବୀ ବା ବାପା ମା ଙ୍କର ମୁଖ ଦର୍ଶନ କରନ୍ତୁ ।ଏହା ବହୁତ ଶୁଭ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।