OMG ! ନା ଝଡ଼ିବ ନା ଛିଡିବ ୨ ସପ୍ତାହରେ କେଶ ହେବ ଏତେ ଲାମ୍ବା କି ବିଶ୍ବାସ ହେବନି – Dr. Seema Garg

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ ।କିନ୍ତୁ ଆମେ ଆପଣଙ୍କୁ କହିରଖୁଚୁ ଯେ ଜଣେ ନାରୀ ର ସୁନ୍ଦର କେଶ କେବଳ ତାର ସୁନ୍ଦରତା କୁ ବୃଦ୍ଧି କରେ ନାହିଁ ବରଂ ଏହା ଏକ ପରିବାର ର ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ କରିଥାଏ ।

ଯେପରି କି ଯେଉଁ ଝିଅ ମାନଙ୍କର ସୁନ୍ଦର ,ଲମ୍ବା ଏବଂ ଘନ କେଶ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଏମାନେ ନିଜର କର୍ମ ଦ୍ବାରା ନିଜର ପରିବାରର ସୁଖ ଆଣିଦେଇଥାଏ ସେହିପରି ଯେଉଁ ଝିଅ ର ଛୋଟ ଓ କୁଞ୍ଚିକୁଞ୍ଚି ବାଳ ହୋଇଥାଏ ସେମାନେ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି ।
ତେବେ ବର୍ତ୍ତମାନ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି ଲୋକଙ୍କ ପାଇଁ ।ଏବଂ ଏହି କେଶ ଝଡ଼ିବା କୁ ରୋକିବା ପାଇଁ ବହୁତ ପ୍ରକାରର କସମେଟିକ ଜିନିଷ ବ୍ୟବହାର କରିଥାଉ ଏବଂ ଫେସନ ପଲର ର ସାହାଯ୍ୟ ମଧ୍ୟ ନେଇଥାଉ ।କିନ୍ତୁ ଏହିପରି ସବୁ କେସମେଟିକ ବ୍ୟବହାର କରିବା ଦ୍ୱାରା ଆମ କେଶ ଝଡ଼ିବା ଅଧିକ ହୋଇଥାଏ ଏବଂ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଦେଇଥାଏ ।କିନ୍ତୁ ଆମେ ଆଜି ଆପଣଂକୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା କରିବା ଦ୍ବାରା ଆପଣ ନିଜର ଝଦୁଯାଇଥିବା କେଶ କୁ ଫେରିପାଇବେ ସହ କେଶ ସୁନ୍ଦର ଘନ ଓ ମଜବୁତ ହୋଇଥାଏ ।ତେବେ ଆସନ୍ତୁ ଜଣିବା ଉପୟା ଟି ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

ଏହି ପ୍ରାକୃତିକ ଉପାୟ ଟିକୁ କରିବାକୁ ହେଲେ ଆପଣଙ୍କୁ ଏହି ସବୁ ସାମଗ୍ରୀ ର ଆବଶ୍ୟକତା ରହିଛି ।ସେଗୁଡିକ ହେଉଛି
୧.ଚାଉଳ (ଘରେ ବ୍ୟବହାର କରୁଥିବା ଚାଉଳ)
୨.ମେଥି ଦାନା
୩.ଗ୍ରିନ ଟି

ପ୍ରସ୍ତୁତ ପ୍ରଣାଳୀ:-

ବନ୍ଧୁଗଣ ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ। ତେବେ ପ୍ରଥମେ ଏକ ବାଉଲ ରେ ୫୦ ଗ୍ରାମ ଚାଉଳ, ଅଳ୍ପ ମେଥି ଦାନା କୁ ଗୋଟିଏ ଗ୍ଲାସ ପାଣିରେ ଭିଯାଇ ରଖନ୍ତୁ ଏବଂ ସେଥିରେ ଗୋଟିଏ ପ୍ୟାକେଟ ଗ୍ରିନ ଟି ପକାଇ ରାତି ସାରା ତାକୁ ସେମିତି ଛାଡିଦିଅନ୍ତୁ।ତା ପର ଦିନ ସକାଳେ ଏଥିରେ ପକାଇଥିବା ଗ୍ରିନ ଟି କୁ ବାହାର କରିନିଅନ୍ତୁ ଏବଂ ସେହି ପାଣି ସହ ମେଥି ଓ ଚାଉଳ କୁ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ। ବର୍ତ୍ତମାନ ଆମର ରିମେଡି ଟି ପ୍ରସ୍ତୁତ ହୋଇଗଲା।

ବ୍ୟବହାର କିପରି କରିବେ:-

ଏହି ରିମେଡି ଟିକୁ ଆପଣ ହାତରେ ନେଇ ନିଜ କେଶ ର ମୂଳ ଠାରୁ ଅଗ ପର୍ଯ୍ୟନ୍ତ ଭଲ ଭାବରେ ଲଗାଇ ଦିଅନ୍ତୁ ଏବଂ ଏହାକୁ ମାସାଜ ମଧ୍ୟ କରିନିଅନ୍ତୁ। ଏବଂ ଲଗେଇ ସାରିବା ପରେ ୧-୨ ଘଂଟା ସେହିପରି ଛାଡି ଦିଅନ୍ତୁ ମାତ୍ର ଧ୍ୟାନ ରଖିବେ ଯେପରି ଏହା ମୁଣ୍ଡରେ ଶୁଖିବ ନାହିଁ। ତେବେ ଲଗେଇବାର ୧-୨ ଘଂଟା ପରେ ସାଂପୁ ଦେଇ ଭଲ ଭାବରେ ସଫା କରିନିଅନ୍ତୁ।

ଏହିପରି ଭାବରେ ମାସ କୁ ଦୁଇ ଥର ଅର୍ଥାତ ୧୫ ଦିନ ବ୍ୟବଧାନ ରେ ଥରେ କରନ୍ତୁ ଦେଖିବେ ଆପଣଙ୍କ ସମସ୍ତ ପ୍ରକାର କେଶ ସମସ୍ୟା ଦୂର ହେବା ସହ କେଶ ଘନ, କଳା, ସୁନ୍ଦର ଏବଂ ଲମ୍ବା ହୋଇଯିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।