ଅନୁଭବ ମହାନ୍ତି ସେୟାର କଲେ ହିଲ୍ଲୀ ସାମ୍ବାଦିକ ଜାଗୃତିଙ୍କର ଫଟୋ ତା ପରେ ଯାହା ହେଲା , ଜାଣିଲେ ଆପଣ ଅନୁଭବ ଙ୍କୁ ଘ଼ୃଣା କରିବସିବେ….

0

ଓଲିଉଡ଼ ର ସୁପର ଷ୍ଟାର ଭାବେ ଜଣା ଶୁଣା କଳାକାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ। ତେବେ ଏମାନଙ୍କ ଫିଲ୍ମ ଲୋକ ମାନେ ଦେଖିବାକୁ ବହୁତ ପସନ୍ଦ କରନ୍ତି। ସେମାନେ ଓଲିଉଡ଼ ରେ ସବୁଠୁ ସୁନ୍ଦର ଯୋଡି ,ତାଙ୍କର ପ୍ରୟ୍ତ୍ ଫିଲ୍ମ ସୁପର୍ ହିଟ ହୁଏ।ତେବେ ସେମାନେ ମିଳିମିଶି ଅନେକ ଫିଲ୍ମ କରିଛନ୍ତି। ତେବେ ଗତ ୬ ବର୍ଷ ଆଗରୁ ସେମାନେ ପରସ୍ପର ବିବାହ କରିଥିଲେ। ହେଲେ ଏବେ ତାଙ୍କର ବୈବାହିକ ଜୀବନ ରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଛି। ତେବେ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ଅନୁଭବ ଙ୍କ ନାମ ରେ କିଛି ଅଭିଯୋଗ ଆଣିଥିଲେ, କି ଅନୁଭବ ତାଙ୍କୁ ଶାରୀରିକ ଓ ମାନସିକ ୟନ୍ତ୍ରଣା ଦେଉଥିଲେ। ଅନୁଭବ ଜଣେ ମଦ୍ଯପ ଥିଲେ, ଯାହା ପାଇଁ ସେ ବହୁତ ଚିନ୍ତା ରେ ରହୁ ଥିଲେ। ତେବେ ଏଭଳି ଅଭିଯୋଗ ଦୁଇ ଜଣ ବହୁତ ଭାଇରଲ ହୋଇ ଥିଲେ।


ତେବେ ଏହା ପରେ ତାଙ୍କ ବିବାଦ ଥମି ନ୍ ଥିଲା । ଗୋଟେ ପରେ ଗୋଟେ ପରେ ଅଭିଯୋଗ ଲାଗି ରହି ଥିଲା । ତେବେ ଅନୁଭବ ମଧ୍ୟ ଏହି ଗୋଟେ ଅଭିଯୋଗ କରି ସେ ରହି ଯାଇ ନ୍ ଥିଲେ। ଅନେକ ଅଭିଯୋଗ କରି ଥିଲେ ବର୍ଷା ଙ୍କ ନାମ ରେ। ତେବେ ବର୍ଷା ଏହା କୁ ଖାତିର ନ୍ କରି। ସେ ନିଜ ର୍ ଖୁସି ଖୋଜିବା ପାଇ ବାହାରେ ଗୋଟେ ମିଶନ ପ୍ରସ୍ତୁତ କରି , ସେହି ମିଶନ ମାଧ୍ୟମ ରେ ସେ ଗରିବ ଲୋକ ଙ୍କୁ ସାହାଯ୍ୟ କରୁ ଥିଲେ। ବାହାରେ ଲୋକ ଙ୍କ ଦୁଃଖ କଥା ବୁଝୁ ଥିଲେ ହେଲେ ଅନୁଭବ ଅନେକ ଅସୁବିଧା ରେ ସମୁଖିନ୍ ହୋଇ ଥିଲେ। ସ୍ତ୍ରୀ ଭଲ କାମ କରି ପ୍ରଶଂସା ପାଉ ଥିଲା ବେଳେ ସ୍ୱାମୀ ଅନେକ ଖରାପ କାମ କରି ନିନ୍ଦା ର ଶିକାର ହୋଇ ଥିଲେ। ତେବେ ପୁଣି ଥରେ ଅନୁଭବ ଙ୍କ ନାମ ରେ ଖବର ଶୁଣିବାକୁ ମିଳିଛି।ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ଯେତେବେଳେ ଅନୁଭବ ଓ ବର୍ଷା ଙ୍କ ବିବାଦ ଚାଲି ଥିଲା । ସେହି ସମୟ ରେ ଗୋଟେ ଝିଅ ର କଥା ଆଗକୁ ଆସି ଥିଲା। ତେବେ ସେହି ଝିଅ ଟି ହେଉଛି ଦିଲ୍ଲୀ ରେ ଜଣେ ସାମ୍ବାଦିକା ଜାଗୃତି ସୁକ୍ଲା , ତେବେ ଏଇ ହେଉଛନ୍ତି ଅନୁଭବ ଙ୍କ ପ୍ରେମିକା । ସେ ଦିଲ୍ଲୀ ରେ ରହିଲା ବେଳେ ଜାଗୃତି ସହ ସମ୍ପର୍କ ରହି ଥିଲା ବୋଲି କିଛି ତଥ୍ୟ ରୁ ଜଣା ପଡି ଥିଲା। ତେବେ ପୁଣି ଥରେ ଜାଗୃତି କୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳିଛି,ଯେ ଜାଗୃତି ଏକ ସମ୍ବଳପୁରୀ ଶାଢ଼ୀ ପିନ୍ଧି ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରି ଥିଲେ। ତେବେ ଏହି ଫୋଟୋ କୁ ଅନୁଭବ ତାଙ୍କ ଆକାଉଣ୍ଟ ରେ ସେୟାର କରି , ତାଙ୍କୁ ଧନ୍ୟଵାଦ ଜଣାଇଛନ୍ତି। ତେବେ ଏହି ଖବର ଏବେ ସବୁ ଆଡେ ଭାଇରଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।