ସକାଳୁ ସକାଳୁ ସ୍ତ୍ରୀଙ୍କ ସହ କରନ୍ତୁ ଏହି 1 ଗୁପ୍ତ କାମ, ହୋଇଯିବ କୋଟିପତି – Chanakya NIti

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।

କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।
ଆମେ ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମ ରେ ଆମ ପୁରାଣ ରେ ବର୍ଣ୍ଣିତ ଥିବା କେତେକ ରୀତିନୀତି ବିଷୟରେ ଜଣେଇବୁ ।

ଯାହାକି ଆମର ପ୍ରତିଦିନ ଜିବନ ରେ କାର୍ଯ୍ୟ ରେ ଆସିବ ।କେବେକେବେ ଆମେ ଅଜାଣତରେ ଏମିତି କିଛି ଅଭ୍ୟାସ କରିନେଇଥାଉ ଯାହା ପାଇଁ ଆମ କୁ ବହୁତ ପସ୍ତେଇବାକୁ ପଡିଥାଏ ।ତେବେ ଆମେ ଆଜି ଆପଣଂକୁ ଜଣେଇବୁ ଯେ ସକାଳେ ଉଠିବା ପରେ କେଉଁ ସବୁ କାର୍ଯ୍ୟ କରିବା ଉଚିତ କଣ ନୁହେଁ ।

୧..ପ୍ରତିଦିନ ସକାଳେ ମୁହଁ ଧୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଜଳ ସେବନ କରନ୍ତୁ ।ଏହା ଆପଣଂକୁ ଅନେକ ପ୍ରକାରର ପେଟ ରୋଗ ରୁ ରକ୍ଷା କରିଥାଏ। ଏବଂ ଶରୀର ପାଇଁ ଉପକାରୀ ମଧ୍ୟ ହୋଇଥାଏ।

୨.ସକାଳେ ଉଠିବା ମାତ୍ର କେବେବି ନିଜର ମୁହଁକୁ ଆଇନା ରେ ଦେଖନ୍ତୁ ନାହିଁ ଏହା ଅଶୁଭ ଅଟେ ।ପ୍ରଥମେ ମୁହଁକୁ ଧୋଇନିଅନ୍ତୁ ଏବଂ କୌଣସି ଦେବା ଦେବୀ ବା ବାପା ମା ଙ୍କର ମୁଖ ଦର୍ଶନ କରନ୍ତୁ ।କିମ୍ବା ଆପଣଙ୍କ ଦୁଇ ହାତକୁ ଯୋଡ଼ି ତାହାକୁ ଦେଖନ୍ତୁ ବହୁତ ଶୁଭ ଅଟେ।

୩.ସକାଳେ ସକାଳେ ଉଠିବା ମାତ୍ରକେ ମନ୍ଦିର ର ଘଣ୍ଟି ଶବ୍ଦ କିମ୍ବା ଶଙ୍ଖ ର ଧ୍ୱନୀ ଶୁଣିବା ବହୁତ ଶୁଭ ହୋଇଥାଏ ।ଏହା ଆମ ମନକୁ ସକାରତ୍ମକ ଚିନ୍ତା ଧାରା ଆଣିଥାଏ ଏବଂ ଦିନ ସାରା ସତେଜ ରଖିବା ରେ ସାହଯ୍ୟ କରିଥାଏ।

୪.ସକାଳେ ଉଠିବା ମାତ୍ରେ ଶୃଙ୍ଗାର ତଥା ବିବାହିତ ସ୍ତ୍ରୀ ଲୋକଙ୍କୁ ଦେଖିବା ଶୁଭ ହୋଇଥାଏ।ଆଉ ଭୁଲରେ ବି ସକାଳେ ଉଠିବା ପରେ ଚରିତ୍ର ହୀନ ମହିଳା ଙ୍କୁ ଦେଖନ୍ତୁ ନାହିଁ ବହୁତ ଅଶୁଭ ହୋଇଥାଏ ।

୫.ସକାଳେ ଉଠିବା ପରେ ବେଡ଼ ରେ ମୁହଁ ନଧୋଇ ଚା ପିଇବା ର ଅଭ୍ୟାସ କେତେକ ଲୋକଙ୍କ ପାଖରେ ଦେଖାଯାଏ କିନ୍ତୁ ଶାସ୍ତ୍ର ଅନୁସାରେ ଏହା ଉଚିତ ନୁହେଁ ସକାଳୁ ଉଠି ସାଧା ପାଣି ପିଇବା ଶରୀର ପାଇଁ ଭଲ ହୋଇଥାଏ ।

୬.ସକାଳେ ଉଠିବା ପରେ କେବେ ବି ଆଜି ଖବର କାଗଜ କିମ୍ବା ନିୟୁଜ ଦେଖନ୍ତୁ ନାହିଁ ଏହା ଦ୍ବାରା ଆମ ମନକୁ ଭିନ୍ନ ଭିନ୍ନ ନକରତ୍ମକ ଚିନ୍ତାଧାର ଆସିଥାଏ। ଯାହାକି ଆମର ଦିନ ଉପରେ ବହୁତ ପ୍ରଭାବ ପକେଇଥାଏ ।

୭.ସକାଳେ ଉଠିବା ମାତ୍ର ପତ୍ନୀ ଙ୍କ ସହ ସମ୍ବନ୍ଧ ରଖିବା ଉଚିତ ହୋଇନଥାଏ। ଏହାର ନକରାତ୍ମକ ପ୍ରଭାବ ରହିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।