ବାବୁସାନଙ୍କ ସ୍ତ୍ରା ତ୍ରୁପ୍ତି ସତ୍ୟପଥି ବିଷୟରେ 3ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯାହା ଆପଣ କେହି ଜାଣିନଥିବେ

0

ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁ ଚର୍ଚ୍ଚିତ ଚେହେରା ଅଛନ୍ତି। ଯେଉଁ ମାନଙ୍କୁ ଓଡିଶାର ବାସୀ ମାନେ ଢେର୍ ସାରା ଭଲ ପାଇବା ଏବଂ ସପୋଟ୍ ମଧ୍ୟ ଦେଇଛନ୍ତି। ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ମଧ୍ୟ ବଂଶଗତ ପରମ୍ପରା ଦେଖିବାକୁ ମିଳେ। ବଂଶଗତ ପରମ୍ପରା ମାନେ ବାପା ମାଆ ଯଦି ଫିଲ୍ମ ଲାଇନ୍ ରେ ଅଛନ୍ତି ତେବେ ତାଙ୍କ ପିଲା ମଧ୍ୟ ଫିଲ୍ମ ଲାଇନ୍ କୁ ଆସୁଛନ୍ତି ଏବଂ ବାପା ମାଆ ମାନଙ୍କ ପରି ନାମ କରୁଛନ୍ତି।

ଯଦି ଆମ ଇଣ୍ଡଷ୍ଟ୍ରି ରେ ସେହିପରି କଥା ଉଠେ ତେବେ ସମସ୍ତ ଙ୍କ ମୁହଁ ରେ ସର୍ବ ପ୍ରଥମେ ସୁପରଷ୍ଟାର ଉତ୍ତମ ମହାନ୍ତି, ଏଭର୍ ଗ୍ରୀନ୍ ଷ୍ଟାର୍ ତଥା ମୋଷ୍ଟ ଗୋରଜିଅସ୍ ଆକ୍ଟ୍ରେସ୍ ଅପରାଜିତା ମହାନ୍ତି ଏବଂ ଏବେର ଓଲିଉଡ୍ ର ମୋଷ୍ଟ ପପୁଲାର୍ ଏବଂ ସୁପରଷ୍ଟାର ବାବୁଶାନ୍ ମହାନ୍ତି ଙ୍କ କଥା ମୁହଁ ରେ ଆଗ ଆସିବ। ଉତ୍ତମ ମହାନ୍ତି ନିଜର ଆକ୍ଟିଙ୍ଗ୍ ତଥା ଡ୍ୟାନ୍ସ, ଷ୍ଟାଇଲ୍ ମାଧ୍ୟମ ରୃ ଲୋକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଗଢି ପାରିଥିଲେ ଏବଂ ସେହି ସମୟ ରେ ସେ ଓଲିଉଡ୍ ର ସୁପରଷ୍ଟାର ମଧ୍ୟ ହୋଇଥିଲେ। ଅପରାଜିତା ମହାନ୍ତି ତାଙ୍କ ର ନିଜର ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚିତ।

ଆଉ ସେମାନଙ୍କ ର ପୁଅ ତ ତାଙ୍କର ଅଭିନୟ, ନାଚ, ଗୀତ,ଷ୍ଟାଇଲ୍ ଆଦି ଦ୍ୱାରା ଓଡିଶାବାସୀ ଙ୍କ ଘରେ ଘରେ ଘରେ ପରିଚିତ ଏବଂ ସମସ୍ତଙ୍କ ମନରେ ଗୋଟେ ସ୍ୱତନ୍ତ୍ର ସ୍ଥାନ ତିଆରି କରି ସାରିଛନ୍ତି। ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ବାବୁଶାନ୍ ଙ୍କ ସ୍ତ୍ରୀ ଙ୍କ ସମ୍ପର୍କରେ କିଛି ଅଜଣା କଥା ସମ୍ପର୍କରେ କହିବୁ। ବାବୂଶାନ୍ ଙ୍କୁ ଯାହାଙ୍କୁ ବାହା ହୋଇଛନ୍ତି ତାଙ୍କ ନାମ ହେଉଛି ତୃପ୍ତି ଶତପଥୀ। ତୃପ୍ତୀ ଶତପଥୀ ତାଙ୍କର ବହୁ ଦିନ ର ବୟ୍ ଫ୍ରେଣ୍ଡ ତଥା ବାବୁଶାନ୍ ମହାନ୍ତି ଙ୍କୁ ବିବାହ କରିଥିଲେ ଏବଂ ଓଲିଉଡ୍ ର ସୁପରଷ୍ଟାର ଫ୍ୟାମେଲି ତଥା ମହାନ୍ତି ଫ୍ୟାମିଲି ର ବୋହୂ ହୋଇଥିଲେ। ସୁପରଷ୍ଟାର ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ହେଉଛନ୍ତି ଅପରାଜିତା ଙ୍କ ର ଶାଶୂ ଏବଂ ଶ୍ୱଶୁର।

ବାବୁଶାନ୍ ଏବଂ ତୃପ୍ତି ବହୁତ ପ୍ରାଇଭେଟ୍ ଲି ମେରେଜ୍ କରିଥିଲେ। ସେମାନେ 2014 ମସିହା ଜୁଲାଇ 6 ତାରିଖ ରବିବାର ଦିନ ଭୁବନେଶ୍ୱରର ମେ ଫେୟାର୍ ହୋଟେଲ୍ ରେ ଏକ ପାର୍ଟି ଦେଇଥିଲେ। ସେମାନେ ଏହି ପାର୍ଟି ଟିକୁ ମିଡିଆ ଠାରୁ ଦୂର ରେ ରହି ସମ୍ପୂର୍ଣ୍ଣ ପ୍ରାଇଭେଟ୍ ଭାବରେ ଦେଇଥିଲେ। ତୃପ୍ତଗ ହେଉଛନ୍ତି ବିଜିନେସ୍ ମ୍ୟାନ୍ ଲଳିତ ଶତପଥୀ ଙ୍କ ର ଏକ ମାତ୍ର ଝିଅ।

ପ୍ରକୃତରେ ତୃପ୍ତି ଭୁବନେଶ୍ବର ଡିଏଭି ପବ୍ଲିକ୍ ସ୍କୁଲ୍ ରେ ବାବୁଶାନ୍ ଙ୍କ ସହ ପଢୁଥିଲେ। ସେହିଠାରୁ ସେମାନଙ୍କ ଲଭ୍ ଷ୍ଟାର୍ଟ ହୋଇଥିଲା। ସେବେଠାରୁ ହିଁ ଦୁଇ ଜଣ ପରସ୍ପରକୁ ଭଲପାଉଥିଲେ। ପ୍ରେମର ଏକ ଲମ୍ବା ଜର୍ନି ପରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେମାନେ 2014 ମସିହା ଜୁଲାଇ 4 ତାରିଖ ଦିନ ବହୁତ ପ୍ରାଇଭେଟ୍ ର ସହିତ ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ରେ କୋର୍ଟ ମେରେଜ୍ କରିଥିଲେ। ସେମାନେ ବହୁତ ସିମ୍ପୁଲ୍ ୱେ ରେ ମେରେଜ୍ କରିଥିଲେ। ସେମାନେ ନିଜ ବାହାଘର କୁ ସମ୍ପୂର୍ଣ୍ଣ ଭାବେ ପ୍ରାଇଭେଟ୍ ରଖିଥିଲେ।

ବିବାହ ପରେ ବାବୁଶାନ୍ ଙ୍କ ସ୍ତ୍ରୀ ସବୁବେଳେ ମିଡିଆ ଠାରୁ ଦୂରେଇ ରୁହନ୍ତି। ସେ ସବୁବେଳେ ନିଜ କାମ ରେ ବ୍ୟସ୍ତ ଥାଆନ୍ତି। ନିଜ ବାପ ଘର ଏବଂ ଶାଶୂଘର ପ୍ରତି ସେ ସମାନ ପ୍ରାରିଟି ଦିଅନ୍ତି। ବାବୁଶାନ୍ ଏତେ ହିରୋଇନ୍ ମାନଙ୍କ ସହ ଫିଲ୍ମ କରନ୍ତି କିନ୍ତୁ ସେ ସବୁକୁ ନେଇ କେବେବି କିଛି କୁହନ୍ତିନି କି ସେ ସବୁ କୁ ନେଇ କେବେ କିଛି ଇସୁ ମଧ୍ୟ କରନ୍ତି ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।