କନ୍ୟା ର ମାଆ କୁ ଦେଖି ବିବାହ ମଣ୍ଡପ ରୁ ଉଠିଗଲା ବର କାରଣ ଶୁଣି ଚକିତ ହୋଇଗଲେ ଗାଁ ଲୋକ କହିଲେ କ’ଣ ସତରେ

0

ଆମ ଦେଶ ରେ ଅନେକ ପରମ୍ପରା ମଧ୍ୟ ରୁ ବିବାହ ହେଉଛି ସବୁଠୁ ସୁନ୍ଦର ପରମ୍ପରା । ତେବେ ବିବାହ ଏକ ଏପରି ପରମ୍ପରା , ଯାହା ସବୁ ପୁଅ ଓ ଝିଅ ପାଇଁ ପବିତ୍ର ହୋଇ ଥାଏ, ଏହା କୁ ମାନିବାକୁ ସମସ୍ତଙ୍କୁ ପଡିଥାଏ। ତେବେ ସବୁ ଝିଅ ଓ ପୁଅ ମାନେ ବିବାହ କରି ଥାନ୍ତି,ଏହା ଦ୍ୱାରା ସେମାନେ ଏ ସମାଜ କୁ ଆଗକୁ ନେଇ ପାରିବେ । ତେବେ ବିବାହ କରିବା ସବୁ ପୁଅ ଓ ଝିଅ ଙ୍କର ଗୋଟେ ସ୍ବପ୍ନ ଥାଏ , ଇଚ୍ଛା ଥାଏ , ଗୋଟେ ଖୁସି ଥାଏ। ତେବେ ବିବାହ ସମୟ ରେ ଏମିତ ଘଟଣା ଘଟି ଯାଏ ଯାହା କେହି କେବେ ଭାବି ନ ଥିବେ, ଆଉ ଏହି ଘଟଣା ପାଇଁ ଅନେକ ଲୋକ ବହୁତ ସମସ୍ୟା ର ସମୁଖୀନ ହୁଅନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ଦେଖିବାକୁ ମିଳିଛି ଗୋପିଗଞ୍ଜ୍ ରେ। ତେବେ ସେଠାରେ ଏକ ଶିବ ମନ୍ଦିର ରେ ଗୋଟେ ବିବାହ ହେବାର ଥିଲା, ବିବାହ ହେବା ପାଇଁ ବାର ଘର ଲୋକ ଓ କନ୍ୟା ଘର ଲୋକ ଆସି ସେଇ ମନ୍ଦିର ରେ ପହଁଚିଲେ। ତେବେ ବାର ଘର ଲୋକ ପୁରା ନାଚ ଗୀତ କରି ବହୁତ ଖୁସି ରେ ଯାଇ ସେହି ମନ୍ଦିର ରେ ପହଁଚିଲେ। ତେବେ ସେଠାରେ ପହଂଚି ସାରିବା ପରେ ବର ଗାଡି ରୁ ତଳ କୁ ଆସିଲା, ଆଉ ଆସିଲା ମାତ୍ରେ ସେ ରାଗିକି ବିବାହ କରିବନି ବୋଲି ମନା କରି ଦେଲା।ତେବେ ତାର ମନା କରିବାର କାରଣ ଥିଲା, କି ସେଠାରେ ସେ ଜଣେ ସ୍ତ୍ରୀ ଲୋକ କୁ ଦେଖିଲା , ଯେଉଁ ସ୍ତ୍ରୀ ଲୋକ ଟି ମୁହଁ ରେ ଧଳା ଦାଗ ରହି ଥିଲା,ତେବେ ଏହା ଦେଖି ବର ରାଗି ଗଲା।


ତେବେ ଏହା ପରେ ସେମାନେ ପୋଲିସ ରେ ଅଭିଯୋଗ କରିଲେ, ପୋଲିସ ମଧ୍ୟ ଆସିଲା ଆଉ ଯେଉଁ ମହିଳା ମୁହଁ ରେ ଏମିତି ଧଳା ଦାଗ ରହି ଥିଲା ବା ତାକୁ ଆମ ଓଡ଼ିଆ ଭାଷା ରେ ଛଉ ବୋଲି କୁହା ଯାଏ। ତେବେ ସେହି ସ୍ତ୍ରୀ ଲୋକ ଟି ସେହି କନ୍ୟା ର ମା ଥିଲା। ତେବେ ସେ ଭୁଲ ମାଗିଲେ, ତେବେ ବର ଟି କହିଲା ତାକୁ ଏହି କଥା କଣ ପାଇଁ ଜଣା ଯାଇ ନାହିଁ। ତେବେ ସେହି ସ୍ତ୍ରୀ ଲୋକ ଟି କହିଲା,ଏହା କୁ କୁହା ଯାଏ ନାହିଁ ଏହା ଏକ ଲଜ୍ୟାଜନକ ରୋଗ । ତେବେ ଏହା ପରେ ସେହି ବର ର ରାଗ କମିଲା ଓ ବିବାହ ରାଜି ହେଲା। ତେବେ ଆପଣ ଦେଖନ୍ତୁ ଲୋକ ଙ୍କ ଚିନ୍ତା ଧାରା କେମିତି ,କାହାକୁ ବିବାହ କରିବା ପାଇଁ ଆସିଛନ୍ତି , ଆଉ କାହାର ଦୋଷ ଦେଖୁଛନ୍ତି। ତେବେ ଏମିତି ମାନସିକତା ରଖୁ ଥିବା ଲୋକ ଦେଶ ରେ ଉନତି ରେ ବାଧା ସୃଷ୍ଟି କରେ। ତେବେ ଏହି ଭଳି ମାନସିକତା କୁ ଦୁରେଇ ଦିଅନ୍ତୁ।


ତେବେ ଆପଣ ମାନେ ଜାଣି ପାରୁ ଥିବେ,ଯେ ଲୋକ ଙ୍କ ଚିନ୍ତାଧରା କେତେ ତଳେ ରହିଛି। ଦେଶ ଏତେ ଆଗେଇଛି କିନ୍ତୁ ଲୋକ ଙ୍କ ଚିନ୍ତାଧାରା ସେମିତି ନୀଚ ରହିଛି। ତେବେ ବିବାହ ପାଇଁ ଆସିଛନ୍ତି ଝିଅ ଭିତରେ ଖରାପ ତାକୁ ଦେଖନ୍ତୁ ହେଲେ ଝିଅ ର ମା ର ଗୁଣ କୁ ଦେଖୁଛନ୍ତି। ତେବେ ଏହି ଭଳି ଚିନ୍ତାଧାରା ରହିଲେ ଦେଶ ରେ କିଛି ଉନତି ହୋଇ ପାରିବ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।