ପ୍ରେମରେ ପାଗଳ ହୋଇ ସମଲିଙ୍ଗୀ ବିବାହ କରିଲେ ଦୁଇଜଣ ଝିଅ ତାପରେ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ଯାହା କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ସମାଜରେ ଉଭୟ ଝିଅ ମାନେ ମଧ୍ୟ ପରସ୍ପର ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହୋଇ ଥିବାର ମଧ୍ୟ ଦେଖିବାକୁ ମିଳୁଛି । ଘଟଣାଟି ଉତ୍ତର ପ୍ରଦେଶର ଦୁଇ ଯୁବତୀ ଅଚାନକ ମିଳୁନଥିବାର ପରିବାର ଲୋକମାନେ ଥାନାରେ କମ୍ପ୍ଲେନ କରିଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତିକି ଏକ ସପ୍ତାହ ପର୍ଯ୍ୟନ୍ତ ସେମାନଙ୍କର ଖବର ପାଇନାହାନ୍ତି । ସମସ୍ତ କଥା ଜାଣିବା ପରେ ପୋଲିସ ଦୁଇ ଯୁବତୀଙ୍କ ବିଷୟରେ ଜାଣିବା ପରେ ପୋଲିସ ସେମାନଙ୍କର ପରିବାର ଲୋକମାନଙ୍କୁ ଜଣାଇଥିଲେ ।


ପରିବାରର ଲୋକମାନେ ଜାଣିବା ପରେ ଥାନାରେ ପହଞ୍ଚିଥିଲେ ଏବଂ ସେଠାରେ ଦୁଇ ଝିଅଙ୍କୁ ଦେଖି ଆଚମ୍ୱିତ ହୋଇଯାଇଛନ୍ତି ।କାନପୁରରେ ରହିଥିବା ଏହି ଦୁଇ ଜଣ ଯୁବତୀ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତି କି ଗୋଟିଏ ବର୍ଷ ପୂର୍ବରୁ ତଥା 25 ଅଗଷ୍ଟ 2019 ମସିହାରେ ସେ ଦୁହେଁ ଏକ ମନ୍ଦିରରେ ବିବାହ କରିଥିଲେ । ଏ ସମ୍ପର୍କରେ ପରିବାର ଲୋକମାନେ ଜାଣିବା ପରେ ବିବାହ କରିବା ପାଇ ସମ୍ମତି ଦେଲେ ନାହିଁ ଏବଂ ପୋଲିସକୁ ମଧ୍ୟ ସେମାନେ ସାହାର୍ଯ୍ୟ ମାଗିଥିଲେ।


କିନ୍ତୁ ସୁପ୍ରିମକୋର୍ଟର ଗାଇଡ ଲାଇନ ଅନୁସାରେ କୌଣସି ଆକ୍ସନ ନେବା ପାଇ ମନା କରିଥିଲେ । ପରିବାର ଲୋକମାନଙ୍କର ସମସ୍ୟା ଥିଲା ସେ ଦୁହେଁ ନିଜ ମରଜିରେ ବିବାହ କରିଥିଲେ ସେଥିପାଇ ପରିବାରର ଲୋକମାନେ ନିଜ ବନ୍ଧୁବର୍ଗ ମାନଙ୍କୁ ନେଇ ହାଙ୍ଗାମା କ୍ରିଏଟ କରିଥିଲେ ।
ଜଣାଯାଉଛି କି ଗୁଞ୍ଜନ ବିହାର ଜଣେ ମହିଳା ଏ ଘଟଣା ବିଷୟରେ କହିଛନ୍ତି କି ତାଙ୍କ ପଡୀଶା ଘରର ଯୁବତୀ ଜଣକ ତାଙ୍କ ନାବାଳିକା ଝିଅକୁ ଫୁସଲେଇ ତାଙ୍କ ସହିତ କୁଆଡେ ନେଇ ଯାଇଛନ୍ତି । ଘରୁ ବାହିବା ସମୟରେ ସମସ୍ତ ସୁନା ଗହଣା ଓ ଟଙ୍କା ସାଥିରେ ନେଇଯାଇଛନ୍ତି ଏବଂ ଏହି ଘଟଣାର ତଦନ୍ତ କରୁଥିବା ସତ୍ୟପାଲ ସିଂହ ଯୁବତୀଙ୍କୁ ମୋବାଇଲରେ ଫୋନକରି ସେଠାକୁ ଆସିବା ପାଇ କହିଥିଲେ ।


ସେ ଦୁହେଁ ସମବାର ଦିନ ଚୌକିରେ ପହଞ୍ଚିଥିଲେ ଏବଂ ତାଙ୍କ ବେକରେ ବରଣ ମାଳା ମଧ୍ୟ ପିନ୍ଧିଥିଲେ । ପୋଲିସ ପଚାରିବାରୁ ସେ ଦୁହଁ ପରସ୍ପରକୁ ଭଲ ପାଉଥିଲେ ଏବଂ ସେମାନେ ଗୋଟିଏ ବର୍ଷ ପୂର୍ବରୁ ମନ୍ଦିରରେ ବିବାହ ମଧ୍ୟ କରିଥିଲେ । ପରିବାର ଲୋକମାନେ ଏ ସମସ୍ତ ଘଟଣା ବିଷୟରେ ଜାଣିବା ପରେ ଦୁଇ ପରିବାର ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । 20 ସେପ୍ଟେମ୍ୱର ଦିନ ସେମାନେ ଦୁହେଁ ଘର ଛାଡି ଚାଲିଯାଇଥିଲେ ଏବଂ ସେମାନେ 2 -3 ଦିନ ବିଠୁର ସହରରେ ରହିଥିଲେ ।

କାନପୁରରେ ଜଣେ ପରିଚିତ ଲୋକର ଘରେ ରହିଥିଲେ ଏବେ ସେମାନେ ଘଟଘର ଏକ ହଟେଲରେ ଅଛନ୍ତି । ଯୁବତୀଙ୍କ ପରିବାର ଲୋକେ ସେମାନଙ୍କୁ ଅପମାନ ଦେଇ ଘରକୁ ଆସିବା ପାଇ ମନାକରିଛନ୍ତି ଏବଂ ନିଜ ସମ୍ପତ୍ତିରୁ ବେଦଖଲ ମଧ୍ୟ କରିଛନ୍ତି । ପୋଲିସର କହିବା ଅନୁସାରେ ଉଭୟ ଯୁବତୀଙ୍କର 18 ବର୍ଷ ହୋଇଛି ତେଣୁ ସେମାନେ ନିଜ ଇଚ୍ଛାରେ ବିବାହ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।