ଦେଖନ୍ତୁ ଚତ୍ମକାର ! ପୁରୀରେ ମନ୍ଦିର ଭାଙ୍ଗିବାରୁ ପ୍ରକଟ ହେଲେ ସ୍ୱୟଂ ଭଗବାନ, ଏବେ ଭକ୍ତ ଏବଂ ଭଗବାନଙ୍କ ହେବ ମିଳନ…..

0

ଆମ ରାଜ୍ୟ ରେ ଥିବା ଜଗନ୍ନାଥ ମନ୍ଦିର ହେଉଛି , ସାରା ପୃଥିବୀ ରେ ଏକ ଦର୍ଶନୀଯ ସ୍ଥାନ ଭାବେ ପରିଚିତ ହୋଇଛି।ତେବେ ଜଗନ୍ନାଥ ଙ୍କୁ ସାରା ରାଜ୍ୟ ପୂଜା କରି ଥାଏ ଓ ଭକ୍ତି କରି ଥାଏ।ତେବେ ଏହି ମନ୍ଦିର ବହୁତ ପୁରୁଣା ମନ୍ଦିର। ଅନେକ ବର୍ଷ କାଳ ରୁ ଏହି ମନ୍ଦିର ତିଆରି ହୋଇ ଥିଲା। ତେବେ ଯେତେବେଳେ ରାଜ୍ୟ ରେ ରାଜା ମାନଂକର ରାଜୁତି ରହି ଥିଲା ସେତେବେଳେ ଏହି ମନ୍ଦିର ପ୍ରସ୍ତୁତ ହୋଇ ଥିଲା।ଖାଲି ଏତିକି ନୁହଁ। ଆହୁରି ଅନେକ ମନ୍ଦିର ଆଗରୁ ତିଆରି ହୋଇ ଥିଲା। ତେବେ ଏହି ସବୁ ମନ୍ଦିର ପାଇଁ ଅନ ରାଜ୍ୟ ସବୁ ଆଡେ ପ୍ରସିଦ୍ଧ । ତେଣୁ ଆମ ରାଜ୍ୟ କୁ ମନ୍ଦିର ମାଳିନୀ ର ରାଜ୍ୟ ବୋଲି କୁହା ଯାଏ।ତେବେ ତାଙ୍କ ମନ୍ଦିର କୁ ବଡ଼ ମନ୍ଦିର ଆଉ ତାଙ୍କ ଦାଣ୍ଡ କୁ ବଡ଼ ଦାଣ୍ଡ ଏବଂ ତାଙ୍କୁ ବଡ଼ ଠାକୁର ବୋଲି କୁହା ଯାଏ।


ତେବେ ତାଙ୍କ ମନ୍ଦିର କୁ ସୁନ୍ଦର ଓ ବିଶ୍ୱରେ ସବୁଠୁ ସୁନ୍ଦର ଦର୍ସନିୟ ସ୍ଥାନ ରେ ପରିଣତ କରିବା ପାଇଁ ଆମ ରାଜ୍ୟ ସରକାର ଏହାର ଚତୁର୍ଦ୍ଦିଗ କୁ ସୁନ୍ଦର କରିବା ରେ ଲାଗିଛନ୍ତି। ତେଣୁ ଏଥି ପାଇଁ ମନ୍ଦିର ର ଆଖ ପାଖ କୁ ସଫା କରିବାକୁ ହେବ ,ଏହା ପାଇଁ ରାଜ୍ୟ ସରକାର ମନ୍ଦିର ର ଆଖ ପାଖ ରେ ଥିବା ସବୁ ଦୋକାନ , ବଜାର , ମଠ ଆଦି କୁ ଭଙ୍ଗା ଯାଉଛି। ତେବେ ଏଥିରେ ଅନେକ ଲୋକ ବହୁତ ଅସୁବିଧା ରେ ସମୁଖୀନ ହେଉଛନ୍ତି। ତେବେ ଆଗରୁ ମନ୍ଦିର ପାଖରେ ଅନେକ ମଠ ସ୍ଥାପନ ହୋଇ ଥିଲା,ଆଉ ପରି ସଫା କରିବାକୁ ଯାଇ ସେଠାକାର ପ୍ରାୟ ୮ ଟି ଘର ଯାତ୍ରୀ ଘର ଏବଂ ପ୍ରମୁଖ ମଠ ଆଦି ଭଙ୍ଗା ଯାଇଛି ,ଯାହାଦ୍ୱାରା ଶ୍ରୀ ମନ୍ଦିର ହୀରା ପରି ସୁନ୍ଦର ଦେଖା ଯିବ।

ତେବେ ଏଥି ପାଇଁ ସରକାର ବହୁତ ଚେଷ୍ଟା କରୁଛନ୍ତି।ତେବେ ଜଗନ୍ନାଥ ଙ୍କ ମନ୍ଦିର ପାଖରେ ଅନେକ ମଠ ରହି ଥିଲା । ସେଠାରେ ଏକ ଲଙ୍ଗୁଲି ମଠ ରହି ଥିଲା,ଆଉ ସେହି ମଠ କୁ ଏବେ ଭଙ୍ଗା ଯାଉଛି।ଏହି ଲଙ୍ଗୁଳୀ ମଠ ରେ ଜଗନ୍ନାଥ ବଳରାମ ଏବଂ ଭଉଣୀ ଶୁଭଦ୍ରା ଙ୍କର ଦାରୁ ମୂରତି କୁ ଉଦ୍ଧାର କରାଯାଇଛି । ଏଠାରେ ଭଗବାନ ଙ୍କର ଏକ ମନ୍ଦିରରେ ପୂଜା ପାଉଥିଲେ କିନ୍ତୁ ପୁରୀ ରେ ଲୋକେ ଜଗନ୍ନାଥ ସଂସ୍କୃତି ରେ ଆଦର୍ଶ ରେ ଅନୁପ୍ରାଣିତ ହେଉଥିଲେ ମଧ୍ୟ ଟଙ୍କା ଲୋଭରେ ଲଙ୍ଗୁଳୀ ମଠରେ ଥିବା ଜଗନ୍ନାଥ ମନ୍ଦିର ର ଧ୍ୟାନ ନଦେଇ ଦୋକାନ କରିଛନ୍ତି ।


ତେବେ ଲୋକ ମାନେ ନିଜର ଜୀବିକା ପାଇଁ ଏହି ସବୁ ପୁରୁଣା ମଠ ଗୁଡିକ ରେ ନିଜର ଦୋକାନ କରି ବସୁ ଛନ୍ତି। ଯେତେ ବେଳେ ପୁରୀରେ ମୁଖ୍ୟ ଦ୍ୱାର ସଫା କରିବା ପାଇଁ ଜେସିପି ଦ୍ୱାରା ସବୁ ଦୋକାନ ଭଙ୍ଗା ଯାଇଛି । ଏହା ସହିତ ଲଙ୍ଗୁଳୀ ମଠ କୁ ଭାଂଗିଲା ସମୟରେ ବହୁପ୍ରାଚୀନ ଜଗନ୍ନାଥ ମନ୍ଦିର କୁ ଉଦ୍ଧାର କରାଯାଇଛି । ବର୍ତମାନ ଏହି ମନ୍ଦିରରେ ଭଗବାନ ଙ୍କର ଦାରୁ ମୂରତି ପୂଜା ପାଉଛି ,ଆଉ ଭକ୍ତ ଏବଂ ଭଗବାନ ଦୁହେଁ ଦୁହିଁଙ୍କ ଭିତରେ ଦର୍ଶନ କରୁଛନ୍ତି । ତେବେ ଏମିତି ଲାଗୁଚି ଭଗବାନ ବହୁତ ଦିନ ଯାଏ ଧ୍ୟାନ ରେ ବସିଛନ୍ତି।ତେବେ ଲୋକମାନେ ଏହକୁ ଦର୍ଶନ କରି ପାରୁ ନଥିଲେ, କାରଣ ଲୋକ ମାନେ ମନ୍ଦିର ରେ ଆଗରେ ଦୋକାନ କରି ବସୁ ଥିଲେ।ତେବେ ଏହାକୁ କେହି ନଜର ଦେଇ ନଥିଲେ।ତେବେ ଯାହା ହଉ ଏତେ ଦିନ ପରେ ଏହି ପ୍ରାଚୀନ ମନ୍ଦିର ଉଦ୍ଧାର ହୋଇଛି ଆଉ ପ୍ରଭୁ ଙ୍କ ଦିବ୍ୟ ରୂପ ଦର୍ଶନ କରିବାକୁ ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।