ଜାଣନ୍ତୁ ଏଭଳି ପ୍ରଶ୍ନ ରଜପର୍ବ କେଉଁ ପିଠା ପାଇଁ ପ୍ରସିଦ୍ଧ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ଏଣ୍ଡୁରି

0

ଆମ ଦେଶ ହେଉଛି ଦେବାଦେବୀ ମନ୍ଦିର ଆଦି ରେ ଭରପୂର। ସାରା ରାଜ୍ୟ ରେ ଅନେକ ଦେବାଦେବୀ ଅନେକ ରୂପ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ରଥି ମହାରଥୀ ଙ୍କ ଠାରୁ ଆରମ୍ଭ କରି ଭଗବାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦେଶରେ ଜନ୍ମ ନେଇ ସେମାନଙ୍କ ର ଅନେକ ଲୀଳା ଖେଳ କରିଛନ୍ତି। ଆମ ଦେଶରେ ମଧ୍ୟ ଅନେକ ରାଜ୍ୟ ରେ ବିଭିନ୍ନ ଜାତିର ଲୋକ ମାନେ ବସବାସ କରନ୍ତି। ସମସ୍ତ ଙ୍କ ର ଚାଲିଚଳଣି, ରୀତିନୀତି, ପୂଜା ପଟା ସବୁ ଅଲଗା। ଆମ ମାନଙ୍କୁ ସେହି ସମ୍ପର୍କରେ ହୁଏତ ଜ୍ଞାନ ନଥିବା। ଆମେ ମାନେ ଆଜି ଆପଣ ମାନଙ୍କୁ ଭାରତର କିଛି ତ କଥା ଏବଂ ଆମ ରାଜ୍ୟ ମାନଙ୍କର କିଛି ତଥ୍ୟ ସମ୍ପର୍କରେ କହିବୁ।


୧) ରଜ କେଉଁ ପିଠା ପାଇଁ ପ୍ରସିଦ୍ଧ ?
ଉତ୍ତର :- ପୋଡ଼ ପିଠା

୨) ରଜ ପର୍ବ କେତେ ଦିନ ଧରି ପାଳନ କରା ଯାଏ ?
ଉତ୍ତର :- ୩ ଦିନ

୩) ରଜ୍ ପର୍ବ ର ଚାରି ଦିନ ର ନାମ କଣ କଣ ?
ଉତ୍ତର:- ପହିଲି ରଜ , ରଜ ସଂକ୍ରାନ୍ତି , ଭୂମି ଦାହ ବସୁମତି ସ୍ନାନ


୪)ମହାଭାରତ୍ ଅନୁସାରେ ଦୁର୍ଜ୍ୟାଧନ ଭଉଣୀ ଙ୍କ ନାମ କଣ ?
ଉତ୍ତର:-ଦୁସିଲା

୫) କୋଣାର୍କ ମନ୍ଦିର କିଏ ମନ୍ଦିର କିଏ ନିର୍ମାଣ କରିଥିଲେ ?
ଉତ୍ତର :- ଲଙ୍ଗୁଲା ନରସିଂହଦେବ

୬)ଶ୍ରୀ ରାମ ଚନ୍ଦ୍ର ପିତୃ ସତ୍ୟ ପାଳନ କରି କେତେ ବର୍ଷ ବନ ବାସ ଯାଇ ଥିଲେ ?
ଉତ୍ତର :- ୧୪ ବର୍ଷ

୭) ରାମ ଚନ୍ଦ୍ର ଦଶ ରଥ ଙ୍କର କଣ ଥିଲେ ?
ଉତ୍ତର:- ପୁତ୍ର

୮) କବି ସମ୍ରାଟ କାହାକୁ କୁହନ୍ତି ?
ଉତ୍ତର:- ଉପେନ୍ଦ୍ର ଭଞ୍ଜ

୯)ଉତ୍କଳ ମଣି ଭାବେ କିଏ ପରିଚିତ ?
ଉତ୍ତର :- ଗୋପବନ୍ଧୁ ଦାସ


୧୦) ଓଡିଶା ର ଗଦା କ୍ଷେତ୍ର ଭାବେ କେଉଁ ଜିଲ୍ଲା ପରିଚିତ ?
ଉତ୍ତର:- ଯାଜପୁର

୧୧) ମହାତ୍ମା ଗାନ୍ଧୀଙ୍କ ପତ୍ନୀ ଙ୍କ ନାମ କଣ ?
ଉତ୍ତର:- କସ୍ତୁରବା ଗାନ୍ଧୀ

୧୨) କିଏ ଗୋଟେ ବିଶ୍ବସ୍ତ ଗୃହ ପାଳିତ ପଶୁ ?
ଉତ୍ତର:- କୁକୁର

୧୩)ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର କେଉଁ ଜିଲ୍ଲା ରେ ଅବସ୍ତିତ ?
ଉତ୍ତର :- ପୁରୀ

୧୪) ଝିଅ ମାନଂକର କେଉଁ ଜିନିଷ ଦେଖିଲେ ପୁଅ ମାନେ ଖୁସି ରେ ପାଗଳ ହୋଇ ଯାନ୍ତି ?
ଉତ୍ତର:-ଝିଅ ମାନଂକର ଲାଜ

୧୫)ଝିଅ ମାନଂକର କେଉଁ ଅଙ୍ଗ କୁ ଦେଖିଲେ ପୁଅ ମାନେ ପାଗଳ ହୋଇ ଯାନ୍ତି ?
ଉତ୍ତର:- ଝିଅ ଙ୍କର ମୁଣ୍ଡ ର ବାଳ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।