ଦେଖନ୍ତୁ ଭିଡିଓ – IAS ପରୀକ୍ଷା ରେ ଟପ୍ପର ହୋଇଥିବା ଓଡିଆ ଝିଅ ନିଜେ କହିଲେ ତାଙ୍କ ସଫଳତାର ପଛର କାହାଣୀ

0

ଆମ ଦେଶ ଯେତେ ଆଗକୁ ଯାଉଛି , ଲୋକ ମାନେ ବହୁତ ଶିକ୍ଷିତ ହୋଇ ଯାଇ ଛନ୍ତି। ଲୋକ ମାନେ ଆଗକୁ ବଢ଼ିବା ସହ ଦେଶ କୁ ମଧ୍ୟ ଅଗକୁ ବଢା଼ଉଛନ୍ତି। ତେବେ ଆଜି ଲୋକ ଶିକ୍ଷିତ ହେଉଛନ୍ତି ବୋଲି ଆଜି ସମାଜ ରେ ଅନେକ ଉନତି ଦେଖିବାକୁ ମିଳୁଛି। ଲୋକ ମାନେ ନିଜ ପରିଚୟ ତିଆରି କରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି। ଏବେ ସମାଜ ରେ ସବୁ ଲୋକ ଶିକ୍ଷିତ ହୋଇ ଗଲେଣି, ଆଉ ସମାଜ ରେ କେହି ଲୋକ ଅଶିକ୍ଷିତ ହୋଇ ନାହାନ୍ତି।ସମସ୍ତେ ନିଜ ଗୋଡ଼ ରେ ଛିଡା ହେବା ପାଇଁ ବହୁତ ପରିଶ୍ରମ କରୁଛନ୍ତି। ତେବେ ଆଗରୁ ଏମିତି ହେଉ ନଥିଲା । ଲୋକ ମାନେ ଆଗରୁ ପାଠ କଣ ଜାଣି ନଥିଲେ,ଆଉ ଅଧିକ ଲୋକ ଅଶିକ୍ଷିତ ରହୁଥିଲେ।


ତେବେ ଆଜି ସମାଜ ରେ ଅନେକ ଛୁଆ ପାଠ ପଢି ବହୁତ ଉଚ୍ଚ ସ୍ଥାନ ହାସଲ କରୁଛନ୍ତି,ଆଉ ସବୁ ଆଡେ ଚର୍ଚ୍ଚିତ ହେଉଛନ୍ତି। ତେବେ ସେମାନେ ଏହା ପାଇଁ ବହୁତ ପରିଶ୍ରମ କରିଛନ୍ତି, ଅନେକ ପ୍ରକାର ବହି ପଢୁଛନ୍ତି, ବିଭିନ ସ୍ଥାନ ରୁ ତଥ୍ୟ ସଂଗ୍ରହ କରି ପଢୁଛନ୍ତି। ଏହା ପାଇଁ ଅନେକ ଶିକ୍ଷା ଅନୁଷ୍ଠାନ ମଧ୍ୟ ଗଢିଛନ୍ତି। ତେବେ ସେଠାରେ ମଧ୍ୟ ପଢି ଅନେକ ପରୀକ୍ଷା ରେ ଉଚ୍ଚ ସ୍ଥାନ ହାସଲ କରୁଛନ୍ତି।ତେବେ ଇଉପିଏସ୍ ପରୀକ୍ଷା ଏକ ବଡ଼ ପରୀକ୍ଷା,ଏହି ପରୀକ୍ଷା ରେ ଉତୀର୍ଣ୍ଣ ହେଲେ ଆପଣ ଆଇ ଏସ୍ ହୋଇ ପାରିବେ। ତେବେ ପ୍ରତି ବର୍ଷ ଏହି ପରୀକ୍ଷା ଅନେକ ପିଲା ମାନେ ଦିଅନ୍ତି, ତେବେ ଏହି ବର୍ଷ ଜଣେ ଝିଅ ବହୁତ ଭଲ ରେଙ୍କ୍ ରେ ରହିଛନ୍ତି। ତେବେ ଆଜି ଆମେ ତାଙ୍କ ବିଷୟ ରେ ଜାଣିବା ।

ତେବେ ଏ ବର୍ଷ ଟପର୍ ହେଇଛନ୍ତି ସଙ୍ଗିତା ମହାପାତ୍ର । ତେବେ ତାଙ୍କର ବହୁତ ଭଲ ରେଙ୍କ୍ ରେ ରହି ଥିଲା, ତେବେ ତାଙ୍କର ଏତେ ଭଲ ମାର୍କ ରହିବ ବୋଲି ସେ କେବେ ଭାବି ନ ଥିଲେ। ତେବେ ଏଥି ପାଇଁ ସେ ବହୁତ୍ ଚେଷ୍ଟା କରି ଥିଲେ ,ବହୁତ କଠିନ ପରିଶ୍ରମ କରି ଥିଲେ। ସେ ପ୍ରତି ଦିନ ନିଜର ରୁଟିନ ପ୍ରସ୍ତୁତ କରି ପଢୁ ଥିଲେ,ଶୋଇବା ଆଗରୁ ସବୁ ପଢି ଶୋଇବାକୁ ଯାଇ ଥିଲେ,ଆଉ ସେ ଏହା ପାଇଁ ବହୁତ ପରିଶ୍ରମ କରି ଥିଲେ। ତେବେ ସେ ପରୀକ୍ଷା ଦେଲେ ଆଉ ଏହି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ଥିଲେ। ତେବେ ଏହା ପରେ ତାଙ୍କର ଇନ୍ତର୍ଭିୟୁ ନିଆ ଯାଇ ଥିଲା। ତେବେ ତାଙ୍କୁ ଏଥିରେ ଅନେକ ପ୍ରକାର ପ୍ରଶ୍ନ ପଚାର ଯାଇ ଥିଲା। ତେବେ ତାଙ୍କୁ ନାରୀ ର ଉନତି ଉପରେ ପଚାର ଯାଉ ଥିଲା , ଯାହାର ଉତ୍ତର ରେ ସେ କହି ଥିଲେ କି ନାରୀ ମାନଂକୁ ଅଧିକ ସୁରକ୍ଷା ଦିଆ ଯାଉ।


ତେବେ ଏହା ପରେ ତାଙ୍କୁ ଛୋଟ ପିଲା ମାନଙ୍କୁ କାମ କରାଉଛନ୍ତି,ସେ ବିଷୟ ରେ ପଚାରୁ ଥିଲେ,ତେବେ ସେ ଏଥିରେ ମଧ୍ୟ ଉତୀର୍ଣ୍ଣ ହୋଇ ଥିଲେ।ତେବେ ସେ ଏହା ପରେ କାହା ଉପରେ କାମ କରିବେ ସେ ଭାବି ନାହାନ୍ତି। ତେବେ ସେ ଯେଉଁ ମାନେ ଏହା ପାଇଁ ପଢୁଛନ୍ତି , ସେମାନେ ନିଜର ଲକ୍ଷରେ ପହଂଚିବା ପାଇଁ ପରିଶ୍ରମ କରିବା ଦରକାର ,ଦେଲେ ଯାଇ ତମେ ଉଚ୍ଚ ସ୍ଥାନ ରେ ପଂହଁଚି ପାରିବ।