ଜାଣନ୍ତୁ ସମସ୍ତଙ୍କର ଅତିପ୍ରିୟ ଅସୀମା ପଣ୍ଡାଙ୍କର ଜୀବନର କିଛି ଅଜଣା କଥା ସମ୍ପର୍କରେ ଯାହା ଏଭଳି କଥା ଜାଣିଲେ କାନ୍ଦି ପକେଇବେ

0

ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଅନେକ ଆକ୍ଟର୍, ଆକ୍ଟ୍ରେସ୍, ସିଙ୍ଗର୍ ଓ ଡ୍ୟାନ୍ସର୍ ମାନେ ଅଛନ୍ତି ଯେଉଁମାନେ କି ଆମ ଓଲିଉଡ୍ ରେ ନିଜର ଅନେକ ସଫଳତା ହାସଲ କରିଛନ୍ତି। ତେବେ ଦେଖିବାକୁ ଗଲେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି , ଯେଉଁ ମାନେ କି ଓଲିଉଡ଼ ସହ ଅନେକ ଭାଷା ରେ ମଧ୍ୟ ଅଭିନୟ କରି ଚର୍ଚ୍ଚିତ ହୋଇଛନ୍ତି। ଯି। ଆଉ ଲୋକ ମାନେ ମଧ୍ୟ ଅଭିନୟ୍ କରି ଚର୍ଚ୍ଚିତ ହେଉ ନାହାନ୍ତି। ବରଂ ଅନେକ ଗିତିକର୍ ମାନେ ରହିଛନ୍ତି।

ଯେଉଁ ମାନେ ଓଲିଉଡ଼ ସହ ଅନ୍ୟ ଭାଷା ରେ ମଧ୍ୟ ଗୀତ ଗାଇ ଅନେକ ସଫଳତା ହାସଲ କରିଛନ୍ତି।ଆଉ ଖୁବ୍ ସାରା ଭଲପାଇବା ଓଡିଶା ରୁ ପାଇ ସାରିଛନ୍ତି। ତେବେ ଲୋକ ମାନେ ମଧ୍ୟ ଆମ ଓଡିଶା ର ସିଙ୍ଗର ମାନଂକ ଗୀତ ଶୁଣିବାକୁ ବହୁତ ଭଲ ପାଉଛନ୍ତି। ଯାହା ଦ୍ୱାରା ଆମ ଓଲିଉଡ଼ ର ସିଙ୍ଗର ମାନେ ଭିନ୍ନ ଭିନ୍ନ ଭାଷା ରେ ଗୀତ ଗାଇ ଲୋକ ଙ୍କ କୁ ଜିତି ପାରୁଛନ୍ତି।ଆଉ ଲୋକ ଙ୍କ ପ୍ରଶଂସା ଓ ଭଲ ପାଇବା ହାସଲ କରିପରୁଛନ୍ତି। ଆଉ ଅନେକ ଉଚ୍ଚ କୁ ମଧ୍ୟ ଯାଇ ପାରୁଛନ୍ତି।


ସେହିପରି ଆମ ଓଲିଉଡ୍ ରେ ଜଣେ ସିଙ୍ଗର୍ ଅଛନ୍ତି ଯିଏ କି ଅନେକ ଗୁଡିଏ ଫିଲ୍ମ ରେ ରୋମାଣ୍ଟିକ୍ ସଙ୍ଗ୍, ସ୍ୟାଡ୍ ସଙ୍ଗ, ଆଇଟମ୍ ସଙ୍ଗ୍ ଆଦି ଗାଇସାରିଛନ୍ତି। ଲୋକ ମାନେ ତାଙ୍କ ଗୀତ କୁ ବହୁତ ଭଲ ମଧ୍ୟ ପାଆନ୍ତି, ସେ ଯେକୌଣସି ବି ଗୀତ କୁ ଅତି ସୁନ୍ଦର ଭାବେ ଗାଇଥାନ୍ତି। ସେ ହେଉଛନ୍ତି ଅସୀମା ପଣ୍ଡା। ଯାହାଙ୍କୁ ଆମ ଓଡିଆ ଏବଂ ସମ୍ବଲପୁରୀ ର ଚଲବୁଲି ସିଙ୍ଗର୍ ବୋଲି କୁହାଯାଏ। ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା କହିବୁ।

ଅସୀମା ପଣ୍ଡା ୧୯୮୨ ମସିହା ଅକ୍ଟୋବର ୨୫ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ସେ ଓଡିଶା ର ଢେଙ୍କାନାଳ ଜିଲ୍ଲାରେ ଏକ ବାବନ୍ ପରିବାର ରେ ଜନ୍ମଗ୍ରହଣ କରିଥିଲେ। ଅସୀମା ଙ୍କ ଘରେ ତାଙ୍କ ବାପା, ତାଙ୍କ ମାଆ ଏବଂ ତାଙ୍କ ର ଜଣେ ବଡ ଭାଇ ଅଛନ୍ତି ଯାହାଙ୍କ ନାମ ହେଉଛି ଆକାଶ ପଣ୍ଡା। ଅସୀମା ବାହା ହୋଇଥିଲେ କିନ୍ତୁ କୌଣସି କାରଣ ଦୃଷ୍ଟି ରୁ ତାଙ୍କ ର ଡିଭର୍ସ ହୋଇ ଯାଇଛି। ଏବେ ସେ ସିଙ୍ଗଲ୍ ଅଛନ୍ତି।


ଯଦି ଆମେ ଦେଖିବା ତେବେ ତାଙ୍କ ର ହାଇଟ୍ ହେଉଛି ପାଞ୍ଚ ଫୁଟ୍ ସାତ ଇଞ୍ଚ୍। ତାଙ୍କର ହବି ହେଉଛି ମ୍ୟୁଜିକ୍ ଏବଂ ଡ୍ୟାନ୍ସିଂ। ଅସୀମା ପଣ୍ଡା ସମ୍ବଲପୁରୀ ଗୀତ ଗାଇ ନିଜର ଏକ ସ୍ୱତନ୍ତ୍ର ଜାଗା ତିଆରି କରି ସାରିଛନ୍ତି।ଅସୀମା ପଣ୍ଡା ଙ୍କ ର ଅନେକ ଗୀତ ସବୁଠାରୁ ସୁପରହିଟ୍ ହୋଇଛି, ସେଗୁଡିକ ମଧ୍ୟରୁ ହଳଦୀ ଗିନା, ଜିଗର୍ ୱାଲା, ନଡିଆ ତେଲ, ଦେଶୀ ପିଲା ଆଦି ଗୀତ ବେଶୀ ଜଣାଶୁଣା। ସେ ଓଡିଶା ର ଅନେକ ବଡ ବଡ ସିଙ୍ଗର୍ ମାନଙ୍କ ସହ ଗୀତ ଗାଇସାରିଛନ୍ତି ଯେପରି କି ହ୍ୟୁମନ୍ ସାଗର, ସ୍ୱୟମ୍ ପାଢୀ ଇତ୍ୟାଦି। ସେ ଅନେକ ଷ୍ଟେଜ୍ ସୋ ମଧ୍ୟ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।