ଜାଣନ୍ତୁ କାହିଁକି ଦଶହରାର ୨୧ ଦିନ ପରେ କାହିଁକି ପଡେ ଦୀପାବଳୀ ପ୍ରମାଣ କଲା ଗୁଗଲ୍ କେହି ବି ଜାଣି ନଥିବେ

0

ଆମ ଦେଶ ରେ ପ୍ରତି ବର୍ଷ ଅନେକ ପର୍ବ ପର୍ବାଣି ପାଳନ ହୁଏ। ଲୋକ ମାନେ ମଧ୍ୟ ଏହି ପର୍ବ ଗୁଡିକୁ ଖୁବ ଆନନ୍ଦ ର ସହ ପାଳନ କରନ୍ତି, ଆଉ ବହୁତ୍ ମଜା ମସ୍ତି ବି କରନ୍ତି।ତେବେ ଏହି ଦିନ ଗୁଡିକ ରେ ଘରେ ଘରେ ସବୁ ଲୋକ ବହୁତ ଖୁସି ରେ ଥାନ୍ତି,ଆଉ ସମସ୍ତଙ୍କ ସହ ଏହି ପର୍ବ କୁ ପାଳନ କରନ୍ତି।ତେବେ ଦେଖିବାକୁ ଗଲେ ଆମ ହିନ୍ଦୁ ମାନେ ଏହି ପର୍ବ ଗୁଡିକୁ ଅତି ସୁନ୍ଦର ଭାବେ ପାଳନ କରନ୍ତି। ତେବେ ଦେଖିବାକୁ ଗଲେ ହିନ୍ଦୁ ମାନଂକର ଅନେକ ପର୍ବ ରହି ଥାଏ କିନ୍ତୁ କିଛି ପର୍ବ କୁ ସମସ୍ତେ ଅତି ଆଦର ରେ ପାଳନ କରନ୍ତି ଯେମିତି କି ଗଣେଶ ପୂଜା , ସରସ୍ବତୀ ପୂଜା , ଦୁର୍ଗା ପୂଜା , କାଲି ପୂଜା , ଦୀପାବଳି ଆଦି ଅନେକ ପର୍ବ ପାଳନ କରିବା ରେ ଦେଖିବା କୁ ମିଳେ।


ତେବେ ଆସୁଛି ଦୀପାବଳି , ଦୀପାବଳି କୁ ଆଲୋକ ର ବୋଲି କୁହା ଯାଏ। ଘରେ ଘରେ ପ୍ରତେକ ଲୋକ ଏହି ପର୍ବ କୁ ବହୁତ୍ ଆନନ୍ଦ ର ସହ ପାଳନ କରନ୍ତି। ଗାଁ ଠୁ ସହର ଯାଏ ସମସ୍ତଙ୍କ ଘରେ ଆଲୋକ ରେ ସଜେଇ ହୋଇ ଥାଏ। ବିଭିନ୍ନ ପ୍ରକାର ବାଣ ଫୁଟିବା ରେ ଦେଖିବାକୁ ମିଳେ। ତେବେ ଲୋକ ମାନେ ନିଜ ଘର କୁ ଦୀପ ରେ ସଜେଇ ଥାନ୍ତି। ତେବେ ଲୋକେ କୁହନ୍ତି , ଦଶହରା ର ଠିକ ୨୧ ଦିନ ପରେ ଦୀପାବଳି ପଡି ଥାଏ। ଆଉ ଏକ ଫୋଟ ବହୁତ ଭାଇରାଲ ହୋଇ ଥାଏ। ତେବେ ଏହା ପଛରେ ରହସ୍ୟ କଣ ,ଆଜି ଆମେ ଜାଣିବା।


ତେବେ ଆମ ହିନ୍ଦୁ ଧର୍ମ ଗ୍ରନ୍ଥରେ ଅନେକ କାହାଣୀ ରହିଛି,ଯାହା ଆମେ ବିଶ୍ୱାସ କରୁ। ତେବେ ଆପଣ ମାନେ ଜାଣି ଥିବେ କି ରାମ ରାବଣ କୁ ମାରି ଥିଲେ। ତେବେ ଏହି କଥା କୁ ଅନେକ ବିଶ୍ୱାସ କରନ୍ତି ନାହିଁ। ତେବେ ଦୀପାବଳି ପାଳନ ଏଥି ପାଇଁ କରାଯାଏ କି , ରାମ ଯେତେବେଳେ ରାବଣ କୁ ମାରି ଫେରି ଥିଲେ। ସେତେବେଳେ ଅଯୋଧ୍ୟା ବାସି ଦୀପ ଜାଳି ତାଙ୍କୁ ସ୍ୱାଗତ କରି ଥିଲେ। ତେଣୁ ସେହି ଦିନ ଠାରୁ ଏହାକୁ ଦୀପାବଳି ବୋଲି କୁହା ଯାଏ,ହେଲେ ଆଜି କାଲି ଦୁନିଆ ରେ ଲୋକ ମାନେ ପୁରାଣ କୁ ବିଶ୍ୱାସ ନକରି ପାରନ୍ତି,କିନ୍ତୁ ଗୁଗୁଲକୁ ବିଶ୍ୱାସ କରନ୍ତି।
ତେବେ ଗୁଗୁଲ ରେ ଏକ ମେପ ସବୁ ଆଡେ ଭାଇରାଲ ହେଉଛି। ଯେ ସେହି ମେପ୍ ରେ ଦେଖିବାକୁ ମିଳୁଛି କି ଶ୍ରୀ ଲଙ୍କା ରୁ ଅଯୋଧ୍ୟା କୁ ରାସ୍ତା ଦେଖା ଯାଉଛି , ଆଉ ୩୧୪୦ କିଲୋଲିଟର ରାସ୍ତା ରହିଛି।ଆଉ ଚାଲି ଚାଲି ଆସିଲେ ୨୦ ଦିନ ୧୧୩ ଘଣ୍ଟା ସମୟ ଦେଖାଉଚି।ତେବେ ଗୁଗୁଲ ଏହି ପୁରାଣ ର କଥା କୁ ପ୍ରମାଣ କରି ଦେଇଛି। ତେବେ ଆପଣ କୌଣସି ବି କଥା କୁ ବିଶ୍ୱାସ କରନ୍ତୁ। ଗୁଗୁଲ କୁ ହେଉ ବା ପୁରାଣ କୁ ।ତେବେ ଯେଉଁ ଲୋକ ମାନେ ପୂରଣ କୁ ବିଶ୍ୱାସ କରନ୍ତି ନାହିଁ ଆଉ ଏହା ମିଛ ବୋଲି କୁହନ୍ତି, ଏଥି ପାଇଁ ଗୁଗୁଲ ଏହାର ପ୍ରମାଣ କରିଛି ଯେ ରାମ ରାବଣ କୁ ମାରି ଆସି ଥିଲା ବେଳେ ୨୦ଦିନ୍ ସମୟ ଲାଗି ଥିଲା। ଆଉ ଏହି କଥା ସତ୍ୟ ଅଟେ। ତେଣୁ ସେ ଆସିବ ଦିନ କୁ ବିଜୟ ର ଉତ୍ସବ ଭାବେ ଦୀପାବଳି ଦିନ କୁ ପାଳନ କରା ଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।