test

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଆମ ସମାଜରେ ଏମିତି ବି ମହିଳା ଅଛନ୍ତି ଯେଉଁ ମାନଙ୍କର ମା ହେବା ତାଙ୍କ ବ୍ୟବହାର ଏବଂ ଖୁସି କୁ ବଦଳି ନଥାଏ ବରଂ ତାର ପୁରା ଜୀବନ କୁ ବଦଳିଦେଇଥାଏ ।


ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଆପଣ ଗର୍ଭବତୀ ହେଇଛନ୍ତି ବୋଲି ଯେମିତି ଜାଣିବେ। ସାଧାରଣ ଭାବରେ ମହିଳା ମାନେ ଯଦି ଟିକିଏ ବି ସୂଚନା ପାଇଥାନ୍ତି କି ସେମାନେ ଗର୍ଭବତୀ ହେବାକୁ ଯାଉଛନ୍ତି ତ ସେମାନେ ପାଖରେ ଥିବା ଡାକ୍ତର ଙ୍କ ପାଖକୁ ଯାଇ ଏକ ପ୍ରେଗନେଟସି ପରୀକ୍ଷା କରିବା ପାଇଁ ଛୋଟ ଯନ୍ତ୍ର ଟେ ଆଣିଥାନ୍ତି । ଏବଂ ଏଥିରେ ପରୀକ୍ଷା କରି ଜାଣିପାରିଥାନ୍ତି ।କିନ୍ତୁ ବେଳେବେଳେ ସେହି ଯନ୍ତ୍ର ରେ ଯାହା ଆସିଥାଏ ତାହାକୁ ଦେଖି ଆମେ ଦ୍ୱନ୍ଦ ରେ ପଡିଯାଇଥାଉ ।

ସାଧାରଣ ଭାବରେ ଯେତେବେଳେ ଜଣେ ମହିଳା ନିଜର ପ୍ରେଗନେଟସି ଜାଣିବା ପାଇଁ ପରୀକ୍ଷା କରିଥାନ୍ତି ସେତେବେଳେ ସେହି ସେହି ପରୀକ୍ଷା କରୁଥିବା ଜିନିଷ ରେ ଦୁଇ ଟି ଲାଲ ରଙ୍ଗର ଗାର ଆସିଥାଏ। ତା ମଧ୍ୟରୁ ଗୋଟିଏ ପୁରା ଗାଢ଼ ଆସିଥିବା ବେଳେ ଅନ୍ୟଟି ପିକା ଲାଲ ବା ଗୋଲାପୀ ରଙ୍ଗ ର ଆସିଥାଏ। ତେଣୁ ଆମେ କୌଣସି ସିଦ୍ଧାନ୍ତ ରେ ପହଞ୍ଚି ପାରୁ ନାହିଁ ।ତେଣୁ ଏହି ଗୋଲାପି ରଙ୍ଗର ଗାର ଆସିବାର କାରଣ ବିଷୟରେ ଆମେ ଆଜି ଆପଣ ଙ୍କୁ ଜାଣେଇବୁ ।


ବିଜ୍ଞାନ ଅନୁସାରେ ଯେତେବେଳେ ମହିଳା ଜଣେ ଗର୍ଭବତୀ ହୋଇଥାନ୍ତି ସେତେବେଳେ ତାଙ୍କର ଶରୀରରେ ଏସିଜି ନାମକ ଏକ ହରମୋନ କ୍ଷରଣ ହୋଇଥାଏ । ଏହା କ୍ଷରଣ ହେବା ଯୋଗୁଁ ହିଁ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି ଆଉ ଯାହାର ଏହା ନେଗେଟିଭ ଆସିଥାଏ ସେ ଗର୍ଭବତୀ ନଥାନ୍ତି। ତେବେ ଏହି ଟେଷ୍ଟ ରେ ଯଦି କିଟ ଟରେ ଗୋଟିଏ ଲାଲ ରଙ୍ଗର ଗାର ଆସିଥାଏ ତ ଆପଣ ଜାଣିବେ କି ଆପଣ ଗର୍ଭବତୀ ନାହାନ୍ତି ଆଉ ଆପଣଙ୍କ ଶରୀରର ଏହି ଏସିଜି ହରମୋନ କ୍ଷରଣ ହୋଇନାହିଁ ।

କିନ୍ତୁ ଯଦି ଆପଣ ନିଜର ୟୁରିନ ନେଇ ପରୀକ୍ଷା କରିବା ପରେ କିଟ ରେ ଦୁଇ ଟି ଗାର ତଥା ଗୋଟିଏ ଗାଢ଼ ଏବଂ ଅନ୍ୟଟି ଫିକା ଲାଲ ରହିଛି ତେବେ ଆପଣ ଜାଣିରଖନ୍ତୁ ଯେ ଆପଣଙ୍କ ଶରୀରରେ ଏସିଜି ହରମୋନ କ୍ଷରଣ ହେଉଛି ଏବଂ ଆପଣ ଗର୍ଭବତୀ ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।