ସିନ୍ଦୁର ବିନ୍ଦୁ ସିରିଏଲ୍ ର ଅଭିନେତ୍ରୀ ନିଲୁ ଙ୍କ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା ସ୍ବମୀ କୁ ଦେଖିଲେ ଆପଣ ଆଚ୍ଚର୍ଯ୍ୟ ହେବ

0

ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଅଭିନୟ କୁ ନେଇ ନିଜର କ୍ୟାରିୟର ଗଢିବା କୁ ଚାହାଁନ୍ତି,ସେଥିପାଇଁ ସେ ଅନେକ ପରିଶ୍ରମ ମଧ୍ୟ କରନ୍ତି ନିଜର ଲକ୍ଷ୍ୟ ସ୍ଥଳ ରେ ପହଞ୍ଚିବା ପାଇଁ। ସେହି ପରି ଅନେକ ଜଣ ଅଭିନେତା ଏବଂ ଅଭିନେତ୍ରୀ ଆମ ସିରିଏଲ୍ ଇଣ୍ଡଷ୍ଟ୍ରି ରେ ଅଛନ୍ତି ଯେଉଁମାନେ କି ଅଭିନୟ ଦୁନିଆର ପାଦ ଦେଇଛନ୍ତି। ଅନେକ ଅଭିନୟ କରି ଲୋକ ପ୍ରିୟତା ହାସଲ କରିଛନ୍ତି ଏବଂ ତା ପରେ ନିଜର ରିଏଲ୍ ଲାଇଫ୍ ରେ ବିଜି ରହିଯାଇଛନ୍ତି।


ତେବେ ସେହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ନିଲୁ,ଯିଏ କି ସାର୍ଥକ ର ଏକ ସିରିଏଲ୍ ରେ ଯାହାର ନାମ ଥିଲା ସିନ୍ଦୂର ବିନ୍ଦୁ, ସେ ସେଥିରେ ହିରୋଇନ୍ ଭାବେ ନଜର ଆସିଥିଲେ। ଏହି ସିରିଏଲ୍ ଟି ସରିବା ପରେ ସେ ଏହି ଲାଇନ୍ ରୁ ଦୂରେଇ ଯାଇଛନ୍ତି ଏବଂ ନିଜର ରିଏଲ୍ ଲାଇଫ୍ ଉପରେ ଫୋକସ୍ ରଖିଛନ୍ତି।

ନିଲୁ ପ୍ରଥମ ଥର ପାଇଁ ଏହି ସିରିଏଲ୍ ମାଧ୍ୟମ ରେ ଅଭିନୟ ଜଗତ ରେ ପାଦ ରଖିଥିଲେ। ସେ ପ୍ରଥମ ରୁ ହିଁ ବହୁତ ସଫଳତା ପାଇ ସାରିଥିଲେ, ଲୋକ ମାନେ ତାଙ୍କର ଅଭିନୟ କୁ ବହୁତ ପସନ୍ଦ କରିଥିଲେ। ଏଠାରେ ନିଲୁ ପ୍ରଥମେ ଏକ ଚୋର, ଡକାୟତ ର କାମ କରୁଥିଲେ। ପୁରା ପୁଅ ପିଲା ଙ୍କ ପରି ସେ ଅଭିନୟ କରୁଥିଲେ। ତାଙ୍କର ସେହି ଅଭିନୟ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା। ପରେ ସେ ସେହି ସିରିଏଲ୍ ରେ ବାହା ହେବା ପରେ ଏକ ଭଲ ବୋହୂ ପରି ଅଭିନୟ କରିଥିଲେ ଏବଂ ପୋଲିସ୍ ଅଫିସର୍ ମଧ୍ୟ ହୋଇଥିଲେ।


ସିନ୍ଦୂର ବିନ୍ଦୁ ସିଦିଏଲ୍ ସରିବା ପରେ ସେ ଅଭିନୟ ଜଗତ ରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। ସେ ଏବେ ବର୍ଷେ ପାଖା ପାଖି ହେବ ବିବାହ ମଧ୍ୟ କରି ସାରିଲେଣି। ସେ ନିଜର ବୈବାହିକ ଜୀବନରେ ବହୁତ ଖୁସି ରେ ଅଛନ୍ତି। ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର, ତାଙ୍କର ହାଇଟ୍, ଫିଗର୍ ସବୁ ବଢିଆ। ସେଥିପାଇଁ ମଧ୍ୟ ସେ ବହୁତ ଫେମସ୍ ହୋଇଯାଇଥିଲେ। ତେବେ ଏବେ ଯାହା ଶୁଣିବାକୁ ମିଳୁଛି ସେ ଆଗକୁ ଏକ ସିରିଏଲ୍ ରେ ହିରୋଇନ୍ ଭାବେ କାମ କରିବାକୁ ଯାଉଛନ୍ତି ଏବଂ ନିକଟ ଅତୀତ ରେ ସେହି ସିରିଏଲ୍ ର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି।


ନିଲୁ ତାଙ୍କ ର ଏହି ଆଗମୀ ସିରିଏଲ୍ କୁ ନେଇ ଅନେକ ଆଶା ରଖିଛନ୍ତି। ସେ ଭାବୁଛନ୍ତି କି ଯେପରି ଲୋକ ମାନେ ସିନ୍ଦୁର ର ବିନ୍ଦୁ ରେ ତାଙ୍କୁ ଏବଂ ତାଙ୍କ ର ଅଭିନୟ କୁ ଖୁବ୍ ସପୋର୍ଟ କରିଥିଲେ। ଅନେକ ଭଲପାଇବା ଦେଇଥିଲେ, ସେପରି ଲୋକ ମାନେ ତାଙ୍କ ର ଆଗାମୀ ସିରିଏଲ୍ କୁ ସପୋର୍ଟ କରିବେ ଏବଂ ଭଲ ପାଇବା ମଧ୍ୟ ଦେବେ। ନିଲୁ ଙ୍କ ର ସିନ୍ଦୁର ବିନ୍ଦୁ ସିରିଏଲ୍ ର ରୋଲ୍ କୁ ଲୋକ ମାନେ ଖୁବ୍ ପସନ୍ଦ କରିଥିଲେ। ସେ ସେଥିରେ ପ୍ରଥମେ ଏକ ଚୋର ର ଏବଂ ଏକ ପୁଅ ପିଲା ପରି ଆକ୍ଟିଙ୍ଗ୍ କରୁଥିଲେ। ପରେ ତାଙ୍କର ବାହାଘର ହୋଇଥିଲା ଏହାପରେ ସେ ଧିରେ ଧିରେ ଚେନ୍ଜ୍ ହୋଇଥିଲେ ଏକ ଘର ର ବୋହୂ ରୂପ କୁ। ଏହିପରି ନିଲୁ ଆକ୍ଟିଙ୍ଗ୍ କରିଥିଲେ। ନିଲୁ ନିଜର ଫାଷ୍ଟ ସିରିଏଲ୍ ରୁ ହିଁ ଖୁବ୍ ଫେମସ୍ ହୋଇଯାଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।