ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ – ଆପଣଙ୍କର କେତୋଟି ” ଛୁଆ ” ହେବ |

0

ଆମ ଜୀବନ ର ଜ୍ୟୋତିଷ ଶାସ୍ତ୍ର ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। କାରଣ ଏହା ଆମର ଭାଗ୍ୟ ଏବଂ ଆଗାମୀ ଦିନର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାର ଭୂମିକା ଗ୍ରହଣ କରିଥାଏ। ଆମ ମାନଙ୍କର ନାମ ର ପ୍ରଥମ ଅକ୍ଷର ଅନେକ କିଛି ବାର୍ତା ଆମକୁ ଦେଇଥାଏ। ଏହାର ଅନେକ କିଛି ମହତ୍ତ୍ୱ ମଧ୍ୟ ଆମ ଜୀବନରେ ଥାଏ। ଆମେ ଯେତେ ମାତ୍ରା ରେ ଅତ୍ୟାଧୁନିକ ହେଲେ ମଧ୍ୟ ଆମ ପାଇଁ ଜ୍ୟୋତିଷ ଶାସ୍ତ୍ର ସବୁ କାର୍ଯ୍ୟ କୁ ସରଳ ଏବଂ ସୁବିଧା କରିଦିଏ। ତେବେ ଅନେକ ବ୍ୟକ୍ତି ନିଜର ଭାଗ୍ୟ ରେଖା କୁ ଦେଖିବାକୁ ଚାହାଁନ୍ତି କାରଣ ଏହା ଦ୍ୱାରା ସେମାନେ ନିଜର ଭବିଷ୍ୟତ କୁ ଶୃଙ୍ଖଳିତ କରି ପାରନ୍ତି।


ଦମ୍ପତି ମାନେ ବିବାହ ପରେ ତାଙ୍କର ପିଲା ପିଲି କୁ ନେଇ ସର୍ବଦା ଚିନ୍ତିତ ଥାନ୍ତି। ମହିଳା ମାନେ ବିଶେଷ କରି କେତୋଟି ପିଲା ହେବ ବୋଲି ପ୍ରତିଦିନ ମନରେ କଳ୍ପନା କରନ୍ତି। ତେବେ ଆପଣ ବି ଯଦି ନିଜ ଭବିଷ୍ୟତ ର ପିଲା କେତୋଟି ହେବେ ନେଇ।ଚିନ୍ତିତ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ। ଆପଣଙ୍କ ନାମର ପ୍ରଥମ ଅକ୍ଷରରେ ଜାଣିହେବ କେତେଟି ପିଲା ହେବ ଆପଣଙ୍କ ର।


A, S, M, D , ନାମ ର ପ୍ରଥମ ଅକ୍ଷର ଥିବା ବ୍ୟକ୍ତି ମାନେ ପାରିବାରିକ କ୍ଷେତ୍ରରେ ଅଧିକ କ୍ରିୟାଶୀଳ ହୋଇଥାନ୍ତି। ଏହା।ସହିତ ଏହି ବ୍ୟକ୍ତି ମାନଙ୍କର ଦୁଇଟି ସନ୍ତାନ ହେବାର ଯୋଗ ରହିଛି। ଏହି ନାମ ଥିବା ବ୍ୟକ୍ତି ମାନେ ପ୍ରେମ ବିବାହ କରିବାକୁ ପସନ୍ଦ କରନ୍ତି। ଏହା ସହିତ ମନରେ ସର୍ବଦା ରୋମାଣ୍ଟିକ ଭାବନା ଆଣିଥାନ୍ତି। ଏହି ଲୋକେ ମାନେ ନିଜ କ୍ୟାରିଅର କୁ ନେଇ ସର୍ବଦା ବ୍ୟଗ୍ରତା ପ୍ରକାଶ କରନ୍ତି।


I, G, j, k ଅକ୍ଷର ରେ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କର ନାମର ଆସନ୍ତୁ ଜାଣିବା ।ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ମଜଳିଆ ହୋଇଥାନ୍ତି। ଚାକିରୀ ବିଷୟରେ ଏମାନେ କେବେ ଚିନ୍ତିତ ନୁହଁନ୍ତି। ଏହି ବ୍ୟକ୍ତି ମାନଙ୍କ ର ଭାଗ୍ୟରେ ତିନିଟି ପିଲା ହେବାର ଯୋଗ ରହିଥାଏ। ଏମାନେ ସାମାଜିକ ଲୋକ ମାନଙ୍କ କଥା ସର୍ବଦା ଭାବନ୍ତି। ଅନ୍ୟର ହିତ ସାଧନା ପାଇଁ ସର୍ବଦା ଚେଷ୍ଟା କରନ୍ତି। ଏହା ସହିତ ଏହି ବ୍ୟକ୍ତି ମାନେ ପ୍ରେମ ସମ୍ପର୍କ ରଖିବାକୁ ପ୍ରୟାସ କରନ୍ତି।


P,B,N,C, ଅକ୍ଷର ରେ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କର ନାମର ଆସନ୍ତୁ ଜାଣିବା । ଏହି ବ୍ୟକ୍ତି ମାନେ ଦେଖିବାକୁ ଖୁବ ଆକର୍ଷଣ ହୋଇଥାନ୍ତି। ଏମାନେ ହୃଦୟରେ ମଧ୍ୟ ଅନେକ ସ୍ନେହ ଭରି ରହିଥାଏ। ଏହି ପିଲା ମାନେ ସର୍ବଦା ଖୁସି ରହିବା ସହିତ ଅନ୍ୟର ମନ ଖୁସି କରିଥାନ୍ତି। ତେବେ ଏହି ବ୍ୟକ୍ତି ମାନଙ୍କର ଭାଗ୍ୟରେ ଦୁଇଟି ସନ୍ତାନ ହେବାର ଯୋଗ ରହିଥାଏ। ତେଣୁ ଏହି ବ୍ୟକ୍ତି ମାନେ ଆଗାମୀ ଭବିଷ୍ୟତ ବିଷୟରେ ଚିନ୍ତାଧାରା ପ୍ରସ୍ତୁତ କରନ୍ତି। ଏହା ସହିତ ଏମାନେ ଅଧିକ ଡେୟରିଂ ମଧ୍ୟ ହୋଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।