ଏକ ମିନିଟରେ ବିନା ଆଇରନରେ ଦୂର କରିପାରିବେ ନିଜ କପଡାର ଭାଙ୍ଗ।ଆସନ୍ତୁ ଜାଣିବା ଏହାର ସହଜ ଉପାୟ ବିଷୟରେ…..

0

ଏବେ ସବୁ ଲୋକ ସବୁେବେଳ ନିଜ ନିଜ କାର୍ଯ୍ୟ ରେ ସବୁେବେଳ ବ୍ୟସ୍ତ ରହୁଛନ୍ତି।ସମୟ ବଦଳିବା ସହ ଲୋକ ଙ୍କ ରହିବା , ଖାଇବା , ପିନ୍ଧିବା , କଥା କହିବାର ଶୈଳୀ ମଧ୍ୟ ବଦଳି ଯାଇଛି।ଲୋକ ମାନେ ଏବେ ସବୁ କିଛି ଆଧୁନିକ ପ୍ରକ୍ରିୟା ରେ କରିବାକୁ ପସନ୍ଦ କରୁଛନ୍ତି।ଆଉ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରିବାକୁ ତାଙ୍କ ପାଖରେ ସମୟ ନଥାଏ। ତେବେ ଦେଶ ଏତେ ଆଗେଇଛି। ଅନେକ କାର୍ଯ୍ୟ ଯନ୍ତ୍ର ଦ୍ୱାରା କରା ଯାଉଛି। ହେଲେ ଏହି ମଣିଷ ମାନଙ୍କ ପାଖରେ ତାକୁ କରିବାକୁ ସମୟ ନାହିଁ।

ତେବେ ଲୋକ ଙ୍କ ପ୍ରତିଦିନ କାର୍ଯ୍ୟ ରେ ଖାଇବା , ଶୋଇବା ସହ ଲୁଗା ସଫା କରିବା , ଲୁଗା କୁ ପ୍ରେସ କରିବା ଆଦି କାର୍ଯ୍ୟ ରହି ଥାଏ।ତେବେ ଏହି ବ୍ୟସ୍ତବହୁଳ ଜୀବନର ଲୋକ ମାନେ କୌଣସି କାମ କୁ ଠିକ ଭାବେ କରି ପାରନ୍ତି ନାହିଁ। ତେବେ ଲୋକ ମାନଙ୍କ ପାଇଁ ଏହି ବ୍ୟସ୍ତ ସମୟ ରେ ଲୁଗା ପ୍ରେସ କରିବା ଏକ ମୁଣ୍ଡ ବ୍ୟଥା ର କାରଣ ହୋଇ ଥାଏ।

ତେବେ ବେଳେ ବେଳେ ବ୍ୟସ୍ତ ଥିବା ସମୟ ରେ ଯେମିତି ସେମିତି ଲୁଗା ପ୍ରେସ କରି ପିନ୍ଧି କି ଯିବା କୁ ପଡେ। ତେବେ ଏମିତି ଆପଣ କେତେ ଥର କରିବେ, ତେବେ ଆସନ୍ତୁ ଜାଣିବା ଲୁଗା କୁ ପ୍ରେସ ନ କରି , କେମିତି ସେଥିରୁ ଭାଙ୍ଗ କୁ ଦୂର କରା ଯାଇ ପାରିବ।  ତେବେ ଏହି କଥା ଆପଣକୁ ଆଶ୍ଚର୍ଯ୍ୟ ଲଗିପାରେ, ବିନା ପ୍ରେସ ରେ ଲୁଗା ରୁ କେମିତି ଭାଙ୍ଗ ଦୂର କରି ହେବ। ତେବେ ଆସନ୍ତୁ ଜାଣିବା।

ତେବେ ଆପଣ କପଡା ଉପରେ ପଡ଼ିଥିବା ଭାଙ୍ଗ କୁ ବହୁତ କମ ସମୟ ରେ ୱସିଙ୍ଗ୍ ମେସିନ ଡ୍ରୟର୍ କମପାର୍ଟମେନ୍ତ ବ୍ୟବହାର ଦୂର କରି ପାରିବେ। ତେବେ ଆପଣ ଯଦି ବ୍ୟସ୍ତ ଅଛନ୍ତି ଆଉ ଭାଙ୍ଗ ଦୂର କରିବା କୁ ଚାଁହାନ୍ତି , ତାହାଲେ ଲୁଗା କୁ କିଛି ସମୟ ପାଇଁ ଡ୍ରାୟର୍ ରେ ରଖି ଦିଅନ୍ତୁ ଆଉ ସେଥିରେ କିଛି ବରଫ ପକାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣ ଙ୍କ କପଡା ର ଭାଙ୍ଗ ଦୂର ହୋଇ ଯିବ ତେବେ ଏହା କିଭଳି ସମ୍ଭବ ହୁଏ।


ଯେତେବେଳେ ଆପଣ କପଡା କୁ ଡ୍ରାୟର୍ ରେ ପକାନ୍ତି ସେତେବେଳେ ସେଥିରୁ ହିଟ ବାହାରେ ଏବଂ ସେଥିରେ କିଛି ବରଫ ପକାଇଲେ , ସେ ଷ୍ଟିମ୍ ର କାର୍ଯ୍ୟ କରି ଥାଏ। ତେଣୁ ସେଥିରେ ପଡି ଥିବା କପଡା ର ଭାଙ୍ଗ ଦୂର ହୋଇ ଯାଏ। ତେବେ ଏହା କୁ ତୁରନ୍ତ କାଢ଼ ହ୍ୟାଙ୍ଗର୍ ରେ ନେଇ ବାହାରେ ଖରା ରେ ସୁଖାନ୍ତୁ। ନହେଲେ ଏହା ବେଶୀ ସମୟ ଡ୍ରାୟର୍ ରେ ରହିଲେ , ପୁଣି ଥରେ ଭାଙ୍ଗ ପଡି ଯିବାର ସମ୍ଭାବନା

ରହିଛି,ଆଉ କପଡା କୁ କାଢି କୌଣସି ତାର ରେ ସୁଖନ୍ତୁ ନାହିଁ, ତାର ରେ ସୁଖେଇବା ଦ୍ୱାରା ମଧ୍ୟ ପୁଣି ଥରେ କପଡା ରେ ଭାଙ୍ଗ ପଡି ଯାଏ। ତେବେ ଏହା ବହୁତ ସହଜ ଉପାୟ ରହିଛି। ଯେଉଁମାନେ ଅଧିକ ବ୍ୟସ୍ତ ଅଛନ୍ତି ସେମାନଙ୍କ ପାଇଁ ଏହି ଉପାୟ ଭଲ କାମ ରେ ଆସିବ ଏବଂ ଏହା କରିବା ଦ୍ୱାରା କମ ସମୟ ରେ ମଧ୍ୟ କାର୍ଯ୍ୟ ରି ସଂମ୍ପୁର୍ଣ୍ଣ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।