ମହିଳା ଜଣକ 9 ମାସ ନୁହେଁ 1 ମାସରେ ଗୋଟିଏ ସନ୍ତାନ ଜନ୍ମ କରିଥାନ୍ତି କିପରି ଏସବୁ ସମ୍ଭବ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ

0

ସମାଜରେ ଏପରି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ରହିଥାଏ ଯାହାକୁଦେଖିବା ପରେ ସମସ୍ତ ଲୋକମାନେ ସତ୍ୟ ବୋଲି ଗ୍ରହଣ କରିଥାନ୍ତି । କାରଣ ଆଜିର ବିଜ୍ଞାନ ଜଗତରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ନୁହେଁ ତେଣୁ କୌଣସି ଚମତ୍କାରିତା ଘଟଣା ଦେଖିଲେ ଏହା ସତ୍ୟ ବୋଲି ମାନି ନେଇଥାନ୍ତି । ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଜଣେ କାନାଡୀୟ 79 ବର୍ଷିୟ ମହିଳା ପ୍ରମାଣ କରିଛନ୍ତି ।


ସେହି ଆଶ୍ଚର୍ଯ୍ୟ ଘଟଣାଟି ହେଉଛି 1 ମାସରେ ଗୋଟିଏ ପିଲା ଅର୍ଥାତ 9 ମାସରେ 9 ଟି ସନ୍ତାନ ଦିଅନ୍ତି । ସତରେ 9 ମାସରେ 9 ଟି ସନ୍ତାନ କିପରି ଜନ୍ମ ଦେଇପାରେ ? ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟ ତଥ୍ୟ । ଏହା ସେହି କାନାଡୀୟ ମହିଳା ଏହି ତଥ୍ୟକୁ ବାସ୍ତବରେ ପରିଣତ କରିବା ପାଇ କାର୍ଯ୍ୟ କରିଛନ୍ତି । ବାସ୍ତବତା ଏହା ହେଉଛି ସେହି ମହିଳା ମାତ୍ର ଏକ ମାସ ମଧ୍ୟରେ 1 ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ସେ 9 ମାସରେ ମୋଟ 9ଟି ସନ୍ତାନ ଜନ୍ମ ଦିଅନ୍ତି ।


ଆସନ୍ତୁ ଜାଣିବା ଏହାର ପ୍ରକୃତ ରହସ୍ୟ ବାସ୍ତବରେ ଏହି ମହିଳା ଜଣକ ଜଣେ ଆର୍ଟିଷ୍ଟ ଅଟନ୍ତି ଏବଂ ସେ ସିଲିକନ୍ ରେ ଡଲ୍ ପ୍ରସ୍ତୁତ କରନ୍ତି । ଆଶ୍ଚର୍ଯ୍ୟର କଥା ଏହା କି ସେ ମହିଳା ଜଣକ ଏପରି ଡଲ୍ ତିଆରି କରନ୍ତି , ଯାହା ମନୁଷ୍ୟ ପିଲା ପରି ଦେଖାଯାଆନ୍ତି । ଏହି ଡଲ୍ ଗୁଡିକ ଯଦି ଆପଣ ମାନେ ଦେଖିଲେ ଆଖି ପ୍ରତାରିତ ହେବ ଏବଂ ଆପଣ ଅନୁଭବ କରିବେ ଯେ ଏହା ଠିକ ମଣିଷ ପିଲା ମାନଙ୍କ ପରି ଏମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ସେମାନେ ଠିକ ମଣିଷ ପିଲା ମାନଙ୍କ ପରି ଦେଖାଯାଆନ୍ତି ।


ଏହି ଡଲ୍ ଗୁଡିକ ସେହି ମହିଳା ଜଣକ ହିଁ ପ୍ରସ୍ତୁତ କରିଥାନ୍ତି ଏବଂ ସେ ଏହି ଡଲ୍ ଗୁଡିକୁ ବହୁତ ଭଲ ମଧ୍ୟ ପାଆନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଏହି ପିଲା ମାନଙ୍କୁ ବହୁତ ସ୍ନେହପୂର୍ଣ୍ଣ ଭଲ ପାଇବା ଦେଇଥାନ୍ତି । ଯେତେବେଳେ ସେ ଏହି ଡଲ୍ ଗୁଡିକୁ ବିକ୍ରି କରନ୍ତି ସେତେବେଳେ ସେ ବହୁତ ଦୁଃଖ ଅନୁଭବ କରନ୍ତି ଏବଂ ଏହା ମଧ୍ୟ ସେ ଅନଲାଇନରେ ବିକ୍ରି କରନ୍ତି । ଏହି ଡଲ ଗୁଡିକର ଚାହିଦା ବହୁତ ରହିଛି ଏବଂ ଏହାକୁ ବହୁତ ଲୋକମାନେ ପସନ୍ଦ ମଧ୍ୟ କରିଛନ୍ତି । ସେଥିପାଇ କୁହାଯାଇଛି ଆଜିର ବିଜ୍ଞାନ ଜଗତରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ନୁହେଁ  , ସବୁ କାର୍ଯ୍ୟ କରିବା ସମ୍ଭବ ହୋଇଥାଏ । ଏହା ମଧ୍ୟ ଜଣେ କାନାଡୀୟ ମହିଳାଙ୍କ ପାଖରେ ସମ୍ଭବ ହୋଇଛି ଯାହାକି ଅନ୍ୟ ମାନଙ୍କୁ ଡଲଟି ମଣିଷ ଛୁଆ ପରି ଦେଖାଯାଇଛି । ଏହି ଡଲ୍ ଗୁଡିକୁ ବିକ୍ରି କରିବା ସମୟରେ ସେ ବହୁତ ଦୁଃଖ ଅନୁଭବ କରନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।