ଏକା ସାଥିରେ ଦୁଇଟି ଝିଅର ମଥାରେ ଭରିଲେ ସିନ୍ଦୂର ତା ପରେ ଚତୁର୍ଥୀ ରାତିରେ ଯାହା ଘଟିଲା ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ବିବାହ ବିଷୟରେ ଜଣେଇବାକୁ ଯାଉଛୁ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ପାଗଳ ହୋଇଯିବେ ।


ଉଲ୍ଲେଖଯୋଗ୍ୟ ଯେ , ଉତ୍ତରପ୍ରଦେଶ ର କେରିଆ ଗ୍ରାମରେ ଏକ ଏମିତି ଘଟଣା ଘଟିଛି ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେବରେ ଲାଗିଛି । ତେବେ ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ର କେରିଆ ଗ୍ରାମରେ ସନ୍ଦୀପ ନାମକ ଜଣାଏ ଯୁବକ ଏକା ସାଙ୍ଗରେ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି । କଥା ଟା ଆଶ୍ଚର୍ଯ୍ୟ ଜନକ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ ।


ସୂଚନା ଅନୁସାରେ ,ଏହି ବ୍ୟକ୍ତି ଜଣଙ୍କ ନିଜର ପ୍ରେମିକା ଙ୍କ ସହ ଏକ ମନ୍ଦିର ରେ ପ୍ରେମ ବିବାହ କରିଥିଲେ ଠିକ ସେହି ସମୟରେ ସେହି ଯୁବକ ଙ୍କର ପୂର୍ବତନ ପ୍ରେମିକା ସେହି ସ୍ଥାନରେ ପହଞ୍ଚି ଥିଲେ ଏବଂ ବହୁତ ପାଟିତୁଣ୍ଡ କରିଥିଲେ ଫଳରେ ଯୁବକ ଜଣଙ୍କ ଦୁଇ ଜଣ ଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ଏବଂ ସେହି ମନ୍ଦିର ରେ ଦୁଇ ଜଣ ଯୁବତୀ ଙ୍କର ମୁଣ୍ଡ ରେ ସିନ୍ଦୂର ଭରିଥିଲେ । ଖାଲି ଏତିକି ନୁହେଁ ବରଂ ସେ ଦୁଇ ଜଣ ମହିଳା ଙ୍କ ସହ ନିଜର ଚତୁର୍ଥୀ ରାତି ମଧ୍ୟ ପାଳନ କରୁଥିବା ର ଫୋଟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।


କିନ୍ତୁ ନିଜର ଚତୁର୍ଥୀ ରାତି ପରେ ସକାଳେ ଯେତେବେଳେ ତାଙ୍କର ପୁରାତନ ପ୍ରେମିକା ଦେଖିଥିଲେ କି ତାଙ୍କର ସ୍ୱାମୀ ତାଙ୍କର ନୂଆ ପ୍ରେମିକା ଙ୍କ ସହ କୁଆଡେ ପଳେଇଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ତାଙ୍କୁ ଖୋଜି ନପାଇବାରୁ ପୋଲିସ ରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଙ୍କର କହିବା ଅନୁସାରେ ସେହି ଯୁବକଙ୍କ ଉପରେ ଆଗରୁ ମଧ୍ୟ ଏକ କେସ ଫାଇଲ ହୋଇଥିଲା ।ତାଙ୍କ ନାମରେ ଜଣେ ମହିଳା ଅଭିଯୋଗ କରିଥିଲେ କି ସେହି ଯୁବକ ଜଣଙ୍କ ତାଙ୍କୁ ଚାପୁଡ଼ା ମାରିଥିବା ର ।ତେଣୁ ସେ କିଛି ଦିନ ତଳେ ଜଣେ ଯୁବତୀ ଙ୍କ ଉପରକୁ ହାତ ଉଠିବା ଅଭିଯୋଗ ରେ ଗିରଫ ମଧ୍ୟ ହୋଇଥିଲେ। ତେବେ ବର୍ତ୍ତମାନ ତାଙ୍କର ପତ୍ନୀ ଙ୍କର ଅଭିଯୋଗ କ୍ରମେ ପୋଲିସ ସେମାନ ଙ୍କୁ ଖୋଜିବା କୁ ପ୍ରୟାସ ଚଳେଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।