ପ୍ରଶ୍ନ – ଓଡିଶା ର କାଶ୍ମୀର ବୋଲି କାହାକୁ କୁହାଯାଏ ? ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମ ଦେଶ ଏବଂ ଆମ ରାଜ୍ୟ କୁ ନେଇ ଅନେକ ପୌରାଣିକ, ଏବଂ ଧନ ସମ୍ପତ୍ତି ଉପରେ ଅନେକ କଥା ରହିଛି ଯାହା ସମ୍ପର୍କ ରେ ହୁଏତ ଆମେ ମାନେ ଜାଣିନଥିବା। ଆମ ଦେଶ ରେ ବିଭିନ୍ନ ଜାତି ର ଲୋକ ବାସ କରନ୍ତି ସମସ୍ତ ଙ୍କ ର ଅଲଗା ଅଲଗା ରୀତି ନୀତି, ପୂଜା ପଟା ଥିବା ବେଳେ ଅଲଗା ଅଲଗା ରାଜ୍ୟ କୁ ନେଇ ମଧ୍ୟ ଅନେକ ପାର୍ଥକ୍ୟ ରହିଛି। ତେବେ ଆମେ ମାନେ ଆଜି ଆମ ଦେଶ ଏବଂ ଆମ ରାଜ୍ୟ ସମ୍ପର୍କ ରେ କିଛି ଅଜଣା ପ୍ରଶ୍ନ ସହ ତାର ଉତ୍ତର ମଧ୍ୟ କହିବୁ।

1 . ଓଡିଶା ର କାଶ୍ମୀର ବୋଲି କାହାକୁ କୁହାଯାଏ ?
ଉତ୍ତର :- କନ୍ଧମାଳ ଜିଲ୍ଲାରେ ଥିବା ଦାରିଙ୍ଗବାଡ଼ି କୁ ଓଡିଶାର କାଶ୍ମୀର ବୋଲି କୁହାଯାଏ।


2 . ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ଖଣିଜ ସମ୍ପଦ ଭରି ରହିଛି?
ଉତ୍ତର :- ଝାଡଖଣ୍ଡ

3 . କେଉଁ ମହାଦେଶ ମଧ୍ୟ ଦେଇ ବିଶୁଭ ରେଖା ଯାଇଛି?
ଉତ୍ତର :- ଆଫ୍ରିକା ମହାଦେଶ

4 . କେଉଁ ଦେଶରେ ୧୩ ହଜାର ରୁ ଅଧିକ ଦୀପ ରହିଛି?
ଉତ୍ତର :- ଇଣ୍ଡୋନେସିଆ

5 . ନୀତ ଜମିର ଦେଶ କେଉଁ ରାଜ୍ୟ କୁ କୁହାଯାଏ?
ଉତ୍ତର :- ହଲାଣ୍ଡ

6 . ଉତ୍ତାପର ଗନ୍ତାଘର କାହାକୁ କୁହାଯାଏ?
ଉତ୍ତର :- ମହାସାଗର କୁ

7 . ସିନ୍ଧୁ ନଦୀର ଦାନ ବୋଲି କାହାକୁ କୁହାଯାଏ?
ଉତ୍ତର :- ସିନ୍ଧୁ ପ୍ରଦେଶ କୁ

8 . କେଉଁ ମହାଦେଶ ର ନଦୀ ମାନଙ୍କ ରେ ଜଳହସ୍ତୀ ଦେଖାଯାଆନ୍ତି?
ଉତ୍ତର :- ଆଫ୍ରିକା

9 . ବତାସ ଘର କେଉଁ ମହାଦେଶ କୁ କୁହାଯାଏ?
ଉତ୍ତର :- ଆଣ୍ଟର୍କଟିକା

10 . ଦକ୍ଷିଣ ଭାରତର ଗଙ୍ଗା କେଉଁ ନଦୀ କୁ କୁହାଯାଏ?
ଉତ୍ତର :- କାବେରୀ କୁ


11 . ଅତୀତରେ ଥର୍ ମରୁଭୁମି ରେ କେଉଁ ନଦୀ ପ୍ରଭାବିତ ହେଉଥିଲା?
ଉତ୍ତର :- ସରସ୍ୱତୀ ନଦୀ

12 . ହିମାଳୟ ର ମାନସରୋବର ରୁ ବାହାରି ଥିବା ନଦୀ ର ନାମ କଣ?
ଉତ୍ତର :- ବ୍ରହ୍ମପୁତ୍ର

13 . ଭାରତ ମହାସାଗର ର ଗଭୀରତା କେତେ?
ଉତ୍ତର :- ୩୮୪୦ ମିଟର

14 . ପୁରା  ଯୁଗରେ ଗଙ୍ଗା ନଦୀ ର ନାମ କଣ ଥିଲା?
ଉତ୍ତର :- ଭାଗିରଥି

15 . ଭାରତର କେଉଁ ଜିଲ୍ଲା ସମ୍ପୂର୍ଣ୍ଣ ଶିକ୍ଷିତ ଅଟେ?
ଉତ୍ତର :- କେରଳ ରାଜ୍ୟର ଏର୍ଣ୍ଣାକୁଲମ୍ ଜିଲ୍ଲା

16 . କେଉଁ ରାଜ୍ୟ କୁ ପଞ୍ଚ ନଦୀ ର ଦେଶ ବୋଲି କୁହାଯାଏ?
ଉତ୍ତର :- ପଞ୍ଜାବ


17 . 2011 ମସିହା ସୁଦ୍ଧା ଭାରତର କେଉଁ ରାଜ୍ୟ ରେ ଶିକ୍ଷିତ ସଂଖ୍ୟା ସବୁଠାରୁ କମ୍ ଥିଲା?
ଉତ୍ତର :- ବିହାର

18 . ଭାରତର ବୃହତ୍ତମ ହୀରାର ନାମ କଣ?
ଉତ୍ତର :- ଗ୍ରେଟ୍ ମୋଗଲ୍

19 . ବିହାର ରାଜ୍ୟ ର ଦୁଃଖ କାହାକୁ କୁହାଯାଏ?
ଉତ୍ତର :- କୋଷୀ ନଦୀକୁ

20 . ଅଯୋଧ୍ୟା କେଉଁ ନଦୀ କୂଳରେ ଅବସ୍ଥିତ?
ଉତ୍ତର :- ସରଜୁ

21 . ଭାରତର ଗଭୀରତମ କୂଅ କେଉଁ ଠାରେ ଅଛି?
ଉତ୍ତର :- ସୁରିନ୍ ସର୍ କୂଅ, ଜାମ୍ମୁ ରେ

22 . ଭାରତର ପ୍ରଥମ ସିଗାରେଟ୍ କମ୍ପାନୀ ର ନାମ କଣ?
ଉତ୍ତର :- ଇମ୍ଫେରିଆଲ୍ ଟବାକୋ କମ୍ପାନୀ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।