ନିଆଁ ଭଳି ଭାଇରାଲ ହେଉଛି ବିଦ୍ୟାର୍ଶୀ ଙ୍କ ର ଏହି ଭିଡିଓ – ବିଦ୍ୟାଶ୍ରୀ ଙ୍କ ବାହାଘର ରେ ଖୁସି ନଥିଲେ କି ପରିବାର ଲୋକ ଭିଡିଓ ଦେଖିଲେ ଜାଣିପାରିବେ

0

ଏହି କିଛି ଦିନ ତଳେ ସମାଜ ସେବୀ ଆଦିତ୍ୟ ଦାସ ଙ୍କ ର ମୃତ୍ୟୁ ଘଟଣା ସାରା ଓଡିଶା ରେ ଏକ ହଲଚଲ ମଚେଇ ଦେଇଥିଲା। ଏବେ ମଧ୍ୟ ଆଦିତ୍ୟ ଙ୍କ ମୃତ୍ୟୁ ମାମଲା କଥା ସବୁଆଡେ ଶୁଣିବାକୁ ମିଳୁଛି। ଓଡିଶା ବାସୀ ମାନଙ୍କ ର ମୁହଁ ରେ କେବଳ ସେଇ ଗୋଟିଏ କଥା ଥିଲା ଆଦିତ୍ୟ ଦାସ ଙ୍କ ର ମୃତ୍ୟୁ ମାମଲା। ଏକ ଟ୍ରେନ୍ ଲାଇନ୍ ପାଖରୁ ଆଦିତ୍ୟ ଙ୍କ ର ମୃତ୍ୟୁ ଶରୀର ମିଳିଥିଲା।

ସମସ୍ତେ ଏବଂ ପୋଲିସ୍ ମଧ୍ୟ କହିଥିଲେ କି ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି କିନ୍ତୁ ଏହି କଥା କୁ ସହଜ ରେ ଗ୍ରହଣ କରି ପାରୁନଥିଲେ ଆଦିତ୍ୟ ଙ୍କ ର ପରିବାର ଲୋକ ଏବଂ ଆଦିତ୍ୟ ଙ୍କ ର କେତେଜଣ ଘନିଷ୍ଠ ବନ୍ଧୁ ଏବଂ ଆଶ୍ରମ ଲୋକ। ସେମାନେ କହୁଥିଲେ କି ଆଦିତ୍ୟ ଆତ୍ମହତ୍ୟା କରିବା ବୋଲି ପିଲା ନୁହଁନ୍ତି, ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କୟାଯାଇଛି। ଏହି ଘଟଣା ର କ୍ରାଇମବ୍ରାଞ୍ଚ ତଦନ୍ତ ହେଉ ଏବଂ ପ୍ରକୃତ ଦୋଷୀ ସାମ୍ନା କୁ ଆସୁ।

ପରେ ସେଇଆ ହିଁ ହୋଇଥିଲା, ଏହି ଘଟଣା ର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲା। ଅନେକ ଲୋକ ଆଦିତ୍ୟ ଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କୁ ଦୋଷୀ ବୋଲି କହୁଥିଲେ। ସେମାନେ କହୁଥିଲେ ବିଦ୍ୟାଶ୍ରୀ ହିଁ ଯୋଜନା ବଦ୍ଧ ଭାବରେ ଆଦିତ୍ୟ ଙ୍କ ହତ୍ୟା କରିଛନ୍ତି ବୋଲି। କ୍ରାଇମବ୍ରାଞ୍ଚ ମଧ୍ୟ ପ୍ରଥମେ ବିଦ୍ୟାଶ୍ରୀ ଙ୍କୁ ପଚରା ଉଚରା କରିଥିଲା। ବିଦ୍ୟାଶ୍ରୀ ଙ୍କ କଥା ରୁ ସତ୍ୟତା ଜାଣିବା ଧରିବା ପାଇଁ କ୍ରାଇମବ୍ରାଞ୍ଚ ତାଙ୍କ ର ଲାଏଡିଟେକ୍ସନ୍ ଟେଷ୍ଟ ମଧ୍ୟ କରିଥିଲା। ଏ ପର୍ଯ୍ୟନ୍ତ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ର ପ୍ରକୃତ ଅପରାଧୀ ଧରା ପଡ଼ି ପାରୁନାହିଁ ।ଏହାପରେ ଅନେକ କଥା ସାମ୍ନା କୁ ଆସିଥିଲା ଏବେ ସୋସିଆଲ୍ ମିଡିଆ ରେ ବିଦ୍ୟାଶ୍ରୀ ଏବଂ ଆଦିତ୍ୟ ଙ୍କ ବିବାହ କୁ ନେଇ ଅନେକ କଥା ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆମେ ମାନେ ଆଜି ସେମାନଙ୍କ ର ବାହାଘର ର କିଛି ଫଟୋ ଏବଂ ଭିଡିଓ ଉପରେ ନଜର ପକାଇବା।

ଆଦିତ୍ୟ ଙ୍କ ର ଏବଂ ବିଦ୍ୟାଶ୍ରୀ ଙ୍କ ର ବାହାଘର କେନ୍ଦ୍ରାପଡ଼ା ର ଏକ ଶିବ ମନ୍ଦିର ରେ ହୋଇଥିଲା କିନ୍ତୁ ବାହାଘର ର ପୂର୍ବ ପ୍ରସ୍ତୁତି ବିଦ୍ୟାଶ୍ରୀ ଙ୍କ ନିଜ ଘର କଟକ ରେ ହୋଇଥିଲା ଏବଂ ଆଦିତ୍ୟ ଙ୍କ ର ନିଜ ଘର ଭୁବନେଶ୍ବର ରେ ହୋଇଥିଲା। ସୋସିଆଲ ମିଡ଼ିଆରେ ରେ କଥା ଶୁଣିବାକୁ ମିଳୁଛି କି ସେମାନଙ୍କ ବାହାଘର ରେ ସେମାନଙ୍କ ଘର ଲୋକ ଖୁସି ନଥିଲେ ଏବଂ ଅନୁପସ୍ଥିତ ଥିଲେ। ସେମାନଙ୍କ ବାହାଘର ର ଭିଡିଓ ଏବଂ ଫଟୋ ଦେଖି ଯାହା ଜଣା ପଡୁଛି, ଯେହେତୁ ସେମାନଙ୍କ ର ବାହାଘର ର ପୂର୍ବ ପ୍ରସ୍ତୁତି ନିଜ ନିଜ ଘରେ ହୋଇଥିଲା ଘର ର ସବୁ ଲୋକ ସେଠାରେ ଉପସ୍ଥିତ ଥିଲେ ଏବଂ ସମସ୍ତେ ବହୁତ ଖୁସି ମଧ୍ୟ ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।