ପୁରୀ ଜିଲ୍ଲା ଛଡା ବାହାର ଲୋକଙ୍କୁ ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ମନା ଜାଣନ୍ତୁ କାହିଁକି

0

ଆମ ରାଜ୍ୟ ରେ ଥିବା ଜଗନ୍ନାଥ ମନ୍ଦିର ହେଉଛି , ସାରା ପୃଥିବୀ ରେ ଏକ ଦର୍ଶନୀଯ ସ୍ଥାନ ଭାବେ ପରିଚିତ ହୋଇଛି।ତେବେ ଜଗନ୍ନାଥ ଙ୍କୁ ସାରା ରାଜ୍ୟ ପୂଜା କରି ଥାଏ ଓ ଭକ୍ତି କରି ଥାଏ।ତେବେ ଏହି ମନ୍ଦିର ବହୁତ ପୁରୁଣା ମନ୍ଦିର, ଅନେକ ବର୍ଷ କାଳ ରୁ ଏହି ମନ୍ଦିର ତିଆରି ହୋଇ ଥିଲା। ତେବେ ଯେତେବେଳେ ରାଜ୍ୟ ରେ ରାଜା ମାନଂକର ରାଜୁତି ରହି ଥିଲା ସେତେବେଳେ ଏହି ମନ୍ଦିର ପ୍ରସ୍ତୁତ ହୋଇ ଥିଲା।ଖାଲି ଏତିକି ନୁହଁ, ଆହୁରି ଅନେକ ମନ୍ଦିର ଆଗରୁ ତିଆରି ହୋଇ ଥିଲା। ତେବେ ଏହି ସବୁ ମନ୍ଦିର ପାଇଁ ଅନ ରାଜ୍ୟ ସବୁ ଆଡେ ପ୍ରସିଦ୍ଧ । ତେଣୁ ଆମ ରାଜ୍ୟ କୁ ମନ୍ଦିର ମାଳିନୀ ର ରାଜ୍ୟ ବୋଲି କୁହା ଯାଏ।


ତେବେ ମନ୍ଦିରେ ରହିଛି ଅନେକ ଜିନିଷ ଯାହା ଦେଖିବା କୁ ବହୁତ ସୁନ୍ଦର ।ପୁରୁଣା ମନ୍ଦିର ହୋଇ ଥିବାରୁ ସେଥିରେ ଦେଖିବାକୁ ମିଳେ ଅନେକ ରହସ୍ୟମୟ୍ ଜିନିଷ,ଯାହା କେହି କେବେ ଆଗରୁ ଦେଖି ନ୍ ଥିବେ।ତେବେ ଆପଣ ମାନେ ଜାଣି ଥିବେ ମନ୍ଦିର ପରିସର ରେ ଅନେକ ଛୋଟ ବଡ଼ ମନ୍ଦିର ରହିଛନ୍ତି,ବିଭିନ୍ନ କାର୍ଯ୍ୟ ପାଇଁ ମଣ୍ଡପ ପ୍ରସ୍ତୁତ ହୋଇଛି। ତେବେ ତା ସହ ଲୋକ ମାନେ ମୁକ୍ତି ପାଇବା ପାଇଁ ଲୋକ ମାନେ ମରି ଗଲା ପରେ ତାଙ୍କୁ ସ୍ୱର୍ଗ ଦ୍ୱାର ରେ ପୁଡା ଯାଏ,ଯାହା ଦ୍ୱାରା ସେମାନଙ୍କ ଆତ୍ମା ମୁକ୍ତି ପାଇ ଯିବ । ତେବେ ଏଥି ପାଇଁ ସମୁଦ୍ର କୂଳ ରେ ସ୍ୱର୍ଗ ଦ୍ୱାର ସ୍ଥାପନ ହୋଇ ଥିଲା।


ତେବେ ଏହି କିଛି ମାସ ହେବ କୋରୋନ ଯୋଗୁ ସବୁ କିଛି ବନ୍ଦ ରହି ଥିଲା,ଆଉ ମନ୍ଦିର ଗୁଡିକ ମଧ୍ୟ ବନ୍ଦ ରହିଛି। ତେବେ ବାହାର ଜିଲ୍ଲା ରୁ ଲୋକ ମାନେ ଆସି ପାରୁ ନ ଥିଲେ,ତେଣୁ ସବୁ କିଛି କୋରୋନ କଟକଣା କୁ ଆଖିରେ ରଖି ବନ୍ଦ ରଖା ଯାଇ ଥିଲା। ତେବେ ଆଜି ଯାଏ ମଧ୍ୟ କୋରୋନ ଏ ପୃଥିବୀ ରୁ ଯାଇ ନାହିଁ । ତେବେ ଆଜି ଯାଏ ମଧ୍ୟ ବଡ଼ ବଡ଼ ମନ୍ଦିର ଗୁଡିକ ଖୋଲା ହେଇ ପାରି ନାହିଁ।ତେଣୁ ଭକ୍ତ ମାନେ ନିଜ ବଡ଼ ଠାକୁର କୁ ଦର୍ଶନ କରିବା ପାଇଁ ଆକୁଳ ହେଉଛନ୍ତି। ତେବେ ଏଥି ସହ ପ୍ରଭୁ ଙ୍କ ସ୍ୱର୍ଗ ଦ୍ୱାର ମଧ୍ୟ୍ ବନ୍ଦ ରହି ଥିଲା।


ତେବେ ପୁଣି ଥରେ ସରକାର ଙ୍କର ଗାଇଡ଼ଲାଇନ୍ ଅନୁସାରେ ସ୍ୱର୍ଗ ଦ୍ୱାର କୁ ଅକ୍ଟୋବର ୩୧ ଯାଏ ବନ୍ଦ ରହିବ। ତେବେ ଏଥି ସହ ବାହାର ଜିଲ୍ଲା ରୁ କୌଣସି ଲୋକ ଏଠାକୁ ଆସି ପାରିବେ ନାହିଁ କି ସବ ଦାହ କରି ପାରିବେ ନାହିଁ,ତେଣୁ ଏହା ଉପରେ ଅଧିକ କଟକଣା ରହିଛି। ରାଜ୍ୟ ସରକାର ପୁରୀ ର ଜିଲ୍ଲା ପାଳ ଙ୍କୁ ଏଥି ପ୍ରତି ଅଧିକ ନଜର ଦେବା କୁ କହିଛନ୍ତି, ତା ସହ ସମୁଦ୍ର କୁ ମଧ୍ୟ କେହି ଯେମିତି ଅସ୍ତି ବିସର୍ଜନ ପାଇଁ ନ୍ ଆସନ୍ତି ସେଥି ପ୍ରତି ଅଧିକ ଧ୍ୟାନ ଦେବାକୁ ମଧ୍ୟ କହିଛନ୍ତି। ତେବେ ସ୍ୱର୍ଗ ଦ୍ୱାର ରେ ପଡିବା ସମୟ ରେ ଅଧିକ ଭିଡ଼ ହେଲେ ଅଧିକ ଅସୁଵିଧା ହୋଇ ପାରେ ,ତେଣୁ ଏହାକୁ ନଜର ରେ ରଖି ଏପରି ନିଷ୍ପତି ନେଇଛନ୍ତି।ତେବେ ସରକାର ନେଇ ଥିବା ନିଷ୍ପତି କୁ ସବୁ ମାନିବା ଉଚିତ ,ଆଉ ସବୁ ଗାଇଡ଼ଲାଇନ୍ ମାନି ରହିଲେ ସବୁ କିଛି ଆଗ ଭଳି ହୋଇ ଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।