ତୁ ମୋ ଜୀବନ ସାଥୀ ସିରିଏଲ୍ ର ହିରୋଇନ୍ ଜେସି ଓରଫ୍ ଭକ୍ତି ଙ୍କ ର ପରିବାର ସମ୍ପର୍କରେ କିଛି ଅଜଣା କଥା ସମ୍ପର୍କରେ।

0

ପ୍ରତେକ ମଣିଷ ଜୀବନ ରେ ବଂଚିବା ପାଇଁ ଟିକେ ଖୁସି ର ଟିକେ ଆନନ୍ଦ ର ସାହରା ନେଇ ଥାଏ,ଆଉ ଖୁସି କୁ ପାଇବା ପାଇଁ ଅନେକ ଚେଷ୍ଟା କରି ଥାଏ। ଲୋକ ମାନେ ନିଜର ଖୁସି ପାଇଁ ନିଜର୍ ମନରଞ୍ଜନ ପାଇଁ ଫିଲ୍ମ ଦେଖିବକୁ ପସନ୍ଦ କରନ୍ତି,ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି।ପ୍ରତେକ ଲୋକ ଏହାକୁ ଅଧିକ ମତ୍ରା ରେ ପସନ୍ଦ କରନ୍ତି, ଚଲଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି। ତେବେ ଏହି ଫିଲ୍ମ ବା ଚଲଚିତ୍ର ଟି ଅନେକ ଭାଷା ରେ ଦେଖିବାକୁ ମିଳେ। ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷା ରେ । ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚହିଦା ରହିଛି।


ତେବେ ଏହି ଚଳଚିତ୍ର ଜଗତ ରେ ଓଡ଼ିଆ ଚଳଚିତ୍ର ର ମଧ୍ୟ କିଛି ଟା ଲୋକପ୍ରିୟତା ରହିଛି। ତେବେ ଅନେକ ଲୋକ ମଧ୍ୟ ଓଡ଼ିଆ ଫିଲ୍ମ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି,ଆଗରୁ ଲୋକ ମାନେ ଓଡ଼ିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ। ଓଡ଼ିଆ ଫିଲ୍ମ ର ଲୋକପ୍ରିୟତା ଅଧିକ ଥିଲା,ତେଣୁ ଆଜିବି ଓଡ଼ିଆ ଫିଲ୍ମ ର ଅନେକ ଚହିଦା ରହିଛି।ତେବେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କ ଚଳଚିତ୍ର ପରି ଅନେକ ଲୋକ ଙ୍କ ପାଖରେ ଲୋକପ୍ରିୟ୍, ଅନେକ ଲୋକ ଙ୍କର ପ୍ରିୟ କଳାକାର ଭାବେ ରହି ଥାନ୍ତି।ତେବେ ତାଙ୍କ ଭିତରୁ ଅନେକ କଳାକାର ଙ୍କୁ ଆମେ ସିରିଏଲ କରୁ ଥିବରେ ଦେଖି ଥିବେ। ତେବେ ଏହି ସିରିଏଲ ଗୁଡିକ ଘରେ ଘରେ ପ୍ରସିଦ୍ଧ ହୋଇ ସାରିଛି, ଅନେକ ଲୋକ ସିରିଏଲ୍ ଦେଖିବାକୁ ପସନ୍ଦ କରୁଛନ୍ତି,ଆଉ ସିରିଏଲ କରୁ ଥିବା କଳାକାର ମାନଂକୁ ମଧ୍ୟ ଅନେକ ପସନ୍ଦ କରୁଛନ୍ତି।


ତେବେ ଆପଣ ସମସ୍ତେ ସିରିଏଲ ଦେଖୁ ଥିବେ,ତେବେ ସିରିଏଲ ଘରେ ଘରେ ସବୁ ଦେଖୁ ଥିବେ। ତେବେ ଆପଣ ମାନେ ଜେସି ଙ୍କୁ ଭଲ ଭାବେ ଜାଣି ଥିବେ। ତେବେ ସେ ଅନେକ ଅଭିନେତା ମାନଙ୍କ ଠୁ ଅଧିକ ଚର୍ଚ୍ଚିତ ,ତେବେ ସିଏ ବର୍ତମାନ ରେ ଜୀବନ ସାଥି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୁପରେ କାମ କରୁଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି କଣ ଆପଣ ଏହା ଜାଣିଛନ୍ତି ଜେସୀ ବହୁତ ସାମାନ୍ଯ ଘର ଝିଅ ଅଟନ୍ତି କିନ୍ତୁ ତାଙ୍କ ଅଭିନୟ କରିବା ଇଛା ତାଙ୍କୁ ଓଲିଉଡ଼ ଦୁନିଆକୁ ନେଇ ଆସିଲା ଓ ତାଙ୍କର ପ୍ରଥମ ସିରିଏଲ ତୁଳସୀରେ ତାଙ୍କୁ ମୁଖ୍ୟ ଅଭିନେତ୍ରୀ ଅଭିନୟ ପ୍ରାପ୍ତ ହେଲା ।


ତେବେ ଏହା ପରେ ସେ ଦର୍ଶକ ମାନଙ୍କ ଉପରେ ରାଜ କରିଲେ ଏବଂ ଲୋକ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁ ଥିଲେ। ତେବେ ସେହି ସିରିଏଲ ର ଟିଆରପି ମଧ୍ୟ ବହୁତ ବଢ଼ି ଯାଇ ଥିଲା। ତେବେ ତୁଳସୀ ସିରିଏଲ ସରିଲା ପରେ ତାଙ୍କୁ ଜୀବନ ସାଥି ସିରିଏଲ ଟି ମିଳି ଯାଇ ଥିଲା।ତେବେ ଯାହା ତାଙ୍କ ପାଇଁ ବହୁତ ଶୁଭମୟ୍ ହୋଇ ଥିଲା,ଆଉ ଦର୍ଶକ ମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରୁଛନ୍ତି।ତେବେ ସେ ତାଙ୍କ ଜୀବନ ରେ ସଫଳତା ପାଇବା ପାଇଁ ବହୁତ୍ କଷ୍ଟ କରି ଥିଲେ ଆଉ ପରିଶ୍ରମ କରି ଥିଲେ।ତେବେ ଜେସି ଏବେ ତାଙ୍କ ମା ଓ ଭଉଣୀ ସହ ଭୁବନେଶ୍ଵର ରେ ରହୁଛନ୍ତି।ଆଉ ସେ ତାଙ୍କ ସଫଳତା ପାଇଁ ବହୁତ ଖୁସି ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।