ଦେଖନ୍ତୁ Live ଭିଡିଓ – ବିଚ ରାସ୍ତାରେ ଟ୍ରାଫିକ ପୋଲିସକୁ କାର ଧକ୍କାର ଭାଇରାଲ ଦୃଶ୍ୟ

0

ଆଜି କାଲି ତ ଲୋକ ମାନେ ଅନେକ ବିଜି ହୋଇଗଲେଣି ନିଜ ନିଜ ର ଦୈନନ୍ଦିନ କାମ ସବୁ କୁ ନେଇ। ଲୋକ ମାନଙ୍କୁ ତ ଆଜି କାଲି ନିଜ ନିଜର ଘର ଲୋକ ମାନଙ୍କ ସହ ବସି ଦୁଇ ପଦ କଥା ହେବା ପାଇଁ ବି ସମୟ ନାହିଁ। ସମସ୍ତେ ପଇସା ପଛରେ ଗୋଡ଼ଉଛନ୍ତି। ସକାଳୁ ଉଠି ସମସ୍ତେ ନିଜ ନିଜର କାମ କୁ ବାହାରି ଗଲେ ରାତିରେ ଆସି ଟିକେ ସମୟ ରେଷ୍ଟ ନେଇ ଖାଇ ପିଇ ଶୋଇପଡିଲେ। ଆମ ଦେଶରେ ଲୋକ ସଂଖ୍ୟା ମଧ୍ୟ ଦିନ କୁ ଦିନ ବୃଦ୍ଧି ପାଉଛି। ଲୋକ ମାନେ ନିଜ ଘର ର ଲୋକ ମାନଙ୍କ ଖୁସି ପାଇଁ ପଇସା ପଛରେ ଧାଉଁ ଛନ୍ତି।


ତେବେ ଯେହେତୁ ଲୋକ ସଂଖ୍ୟା ବୃଦ୍ଧି ହେଉଛି, ସେହି ପରିମାଣ ରେ ଲୋକ ମାନଙ୍କ ର ଆବଶ୍ୟକତା ମଧ୍ୟ ବଢୁଛି। ଲୋକ ମାନେ ନିଜର ଏହି ବ୍ୟସ୍ତ ବହୁଳ ଜୀବନରେ ଚାହୁଁଛନ୍ତି ସବୁ ଜିନିଷ କିପରି ସେମାନଙ୍କ ର ଜଲ୍ଦି ଜଲ୍ଦି ହୋଇଯିବ। ସମୟ କୁ ବଞ୍ଚେଇବା ପାଇଁ ଲୋକ ମାନେ ଆଉ ଆଜି କାଲି ବାଇକ୍, ସ୍କୁଟି ଠାରୁ କାର୍ କୁ ପ୍ରିଫେର୍ କରୁଛନ୍ତି। କାର୍ ରେ ସମୟ ମଧ୍ୟ ବଞ୍ଚିବ ଲୋକ ମାନେ ନିଜ ସମୟ ଅନୁସାରେ ନିଜ କାମ ରେ ମଧ୍ୟ ପହଁଞ୍ଚି ପାରିବେ।

ଯେହେତୁ ଲୋକ ସଂଖ୍ୟା ବୃଦ୍ଧି ହେଲା ଏହି କାର୍ ର ପରିମାଣ ମଧ୍ୟ ବୃଦ୍ଧି ହେଲା। ଲୋକ ମାନେ ନିଜ ନିଜ ର ସମୟ ଅନୁସାରେ କାମ କରିବା ପାଇଁ ସ୍ପିଡ୍ ଡ୍ରାଇଭ୍ ମଧ୍ୟ କରିଲେ। ଏହି ସ୍ପିଡ୍ ଡ୍ରାଇଭ୍ ଦ୍ୱାରା ଅନେକ ଲୋକ ମାନଙ୍କ ର ଅକାଳ ରେ ଜୀବନ ମଧ୍ୟ ଗଲା। ଏହି ସବୁ ଏକ୍ସିଡେଣ୍ଟ ଏବଂ ଏୟାର୍ ପଲ୍ୟୁସନ୍ କୁ ରୋକିବା ପାଇଁ ସରକାର ଟ୍ରାଫିକ୍ ନିୟମ କୂ କଢା କଢି କରିଲେ। ଟ୍ରାଫିକ୍ ନିୟମ ଅନୁସାରେ ଲୋକ ମାନେ ଟ୍ରାଫିକ୍ ପୋଲିସ୍ ଙ୍କ କଥା ଅନୁସାରେ ରାସ୍ତା ରେ ଗାଡି ଚଳାଇବେ।

ଆମେ ମାନେ ଦେଖିଥିବା ଟ୍ରାଫିକ୍ ଲାଇଟ୍ ଜଳିଥିଲେ ବି, ଏବଂ ନ ଜଳିଥିଲେ ବି ଟ୍ରାଫିକ୍ ପୋଲିସ୍ ରାସ୍ତା ରେ ଠିଆ ହୋଇ ଲୋକ ମାନଙ୍କୁ ଡାଇରେକ୍ସନ୍ ଦେଇଥାନ୍ତି। କିନ୍ତୁ ଆଜି କାଲି ଦେଖିବାକୁ ମିଳୁଛି ଲୋକ ମାନେ ଗାଡି ଜୋରରେ ଡ୍ରାଇଭ୍ କରୁଛନ୍ତି ଟ୍ରାଫିକ୍ ପୋଲିସ୍ ତାଙ୍କୁ ସେଥିରୁ ରୋକିବା ପାଇଁ ସେମାନଙ୍କ ଗାଡ଼ି ଆଗରେ ଠିଆ ହେଲା ବେଳକୁ, ସେମାନେ ନିଜ ଗାଡିକୁ ରୋକିବା ବଦଳରେ ଟ୍ରାଫିକ୍ ପୋଲିସ୍ ଙ୍କୁ ହିଁ ଧକ୍କା ଦେଇ ଚାଲି ଯାଉଛନ୍ତି।


ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମ ଦେଶର ସବୁଠାରୁ ବ୍ୟସ୍ତ ବହୁଳ ସହର ଆମ ଦେଶର କ୍ୟାପିଟାଲ୍ ନୂଆଦିଲ୍ଲୀରେ। ଧଉଲାକୁଲା ଅଞ୍ଚଳ ରେ ଜଣେ ଟ୍ରାଫିକ୍ ପୋଲିସ ଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲେ ଜଣେ କାର୍ ଚାଳକ। ବେପରୱା ଗାଡି ଚଳାଉଥିବାରୁ କାର୍ ଟି କୁ ଅଟକାଇବାକୁ ଚେଷ୍ଟା କରୁଥିଲେ ଟ୍ରାଫିକ୍ ପୋଲିସ୍ ଜଣକ। ଚାଳକ ଜଣକ ଗାଡି କୁ ଅଟକାଇବା ବଦଳ ରେ ପୋଲିସ୍ ଜଣକ ଙ୍କୁ ଧକ୍କା ଦେଇ କିଛି ବାଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ। ସେଠାରେ ଥିବା ଲୋକ ମାନେ ପୋଲିସ୍ ଜଣକ ଙ୍କୁ ଉଦ୍ଧାର କରିଥିଲେ। ପରେ ସେହି ଚାଳକ ଜଣକ ଙ୍କୁ ପୋଲିସ୍ ଥାନା ରେ ଅଟକ ରଖିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।