ବାବା ଆଖଣ୍ଡଳମଣି ମନ୍ଦିରର ଲୁଚି ରହିଛି କିଛି ଅଦ୍ଭୂତ ରହସ୍ୟ ଯାହା କେହି ବି ଜାଣିନଥିବେ

0

ଆମ ସମାଜରେ ପ୍ରତେକ ଲୋକ ଭଗବାନ୍ ଙ୍କୁ ପୂଜା କରନ୍ତି।ଆମ ଦେଶ ରେ ଅନେକ ଲୋକ ହିନ୍ଦୁ ଧର୍ମ ର ହେଇ ଥିବାରୁ ସେମାନେ ଭଗବାନ୍ ଙ୍କୁ ପୂଜା କରନ୍ତି।ତେବେ ହିନ୍ଦୁ ଧର୍ମ ର ଦେଖିବାକୁ ଗଲେ ଅନେକ ଦେବା ଦେବି ରହିଛନ୍ତି। ତେବେ ହିନ୍ଦୁ ମାନଂକର ପୁରାଣ ଅନୁଯାୟୀ ଦେବା ଦେବି ଙ୍କର ଅନେକ ଚମତ୍କାର ରହିଛି ଯାହା ଲୋକ ଙ୍କୁ ଉଦ୍ଧାର କରିଛି ,ଅନେକ ଲୋକ ଙ୍କୁ ବିପଦ ମୁଖ ରୁ ରକ୍ଷା କରିଛି । ତେବେ ଆମ ହିନ୍ଦୁ ସମାଜ ରେ ଅନେକ ଦେବା ଦେବି ରହି ଥାନ୍ତି । ତେବେ କୃଷ୍ଣ , ବିଷ୍ଣୁ , ଲକ୍ଷ୍ମୀ , ହନୁମାନ , ରାମ, ଗଣେଶ ଆଦି ଅନେକ ଦେବା ଦେବି ରହିଛନ୍ତି ,ଯାହା କୁ ହିନ୍ଦୁ ଲୋକ ମାନେ ପୂଜା କରନ୍ତି।


ତେବେ ଆମ ଦେଶ ରେ ଅନେକ ଦେବା ଦେବି ଙ୍କର ମନ୍ଦିର ରହିଛି। ଯେଉଁଥି ପାଇଁ ଆମ ଦେଶ କୁ ମନ୍ଦିର ର ଦେଶ ବୋଲି କୁହା ଯାଏ,ଆଉ ପ୍ରତେକ ଦେଶ ଭଗବାନ ଙ୍କୁ ଘର ରଖି ପୂଜା କରିବା ସହ ମନ୍ଦିର ରେ ରଖି ମଧ୍ୟ ପୂଜା କରା କରୁଛନ୍ତି। ତେବେ ଆଜି ଆମେ ସେମିତି ଏକ ଠାକୁର ଙ୍କର ଙ୍କ ବିଷୟ ରେ ଜାଣିବା ଆଉ ତାଙ୍କ ମନ୍ଦିର କେମିତି ପ୍ରସ୍ତୁତ ହୋଇଛି ସେ ବିଷୟ ରେ ମଧ୍ୟ ଜାଣିବା।


ଆମେ ସମସ୍ତେ ଆଖଣ୍ଡଳମଣୀଙ୍କ ମନ୍ଦିର ଙ୍କୁ ଯାଇଥିବା,ଯାହା ଭଦ୍ରକ ଜିଲ୍ଲା ରେ ବୈତରଣୀ ନଦୀ କୂଳ ରେ ଆରଡ଼ି ଠାରେ ଅବସ୍ତିତ। ତେବେ ପ୍ରାୟ ୩୦୦ ବର୍ଷ ତଳେ ଜଣେ ଜମିଦାର୍ ନୀଳାଦ୍ରି ଦିନେ ତାଙ୍କ ଜମି ରେ ହଲ କରିବା ପାଇ ଅନନ୍ତ ନାମକ ଲୋକ କୁ କହି ଥିଲେ। ତେବେ ସେ ସେ ହଲ କରୁ ଥିବା ସମୟ ରେ ହଲ ର ମୁନ ଟି ମାଟି ତଳେ କୌଣସି ଟାଣୁଆ ବସ୍ତୁ ରେ ବାଜି ଭାଙ୍ଗି ଗଲା, ଏହା ପରେ ଝଡ ଦେଖା ଦେଲା।ତେବେ ହଠାତ୍ ଏପରି ହବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଗଲା ଆଉ ଯେଉଁ ବସ୍ତୁ ଟି ବାଜି ହଲ ଟି ଭାଙ୍ଗି ଯାଇଥିଲା , ସେହି ଜିନିଷ ଟି କୁ ବାହାର କରିଲା।


ତେବେ ସେ ଦେଖିଲା ଏକ ପଥର ଦେହ ରୁ ରକ୍ତ ବାହାରି ନଦୀ ଆଡକୁ ବହି ଯାଉଛି। ତେବେ ଏହା ଦେଖି ସେ ସବୁ କଥା ଯାଇ ଜମି ଦାର ଙ୍କୁ ଜଣାଇଲା ,ଆଉ ତା ପରେ ଜମିଦାର୍ କିଛି ଗାଁ ଲୋକ ଙ୍କୁ ନେଇ ସେଠି ପହଁଚିଲେ। ତେବେ ସେ ପହଂଚିବା ମାତ୍ରେ ବାବା ଆଖଣ୍ଡଳମଣୀ ଆହା ଉଚ୍ଚାରଣ କରି ପୁରା ଶିବ ଲିଙ୍ଗ ରୂପ ଧାରଣ କରି ସାରି ଥିଲେ। ତେବେ ସେ ଆଃହା ଶବ୍ଦ ଉଚ୍ଚାରଣ କରି ଥିବାରୁ ସେ ସ୍ଥାନ ର ନାମ ଆରଡ଼ି ହୋଇଛି।ତେବେ ସେହି ଲିଙ୍ଗ ରେ କ୍ଷତ ହୋଇ ଯାଇଥିଲା ଆଉ କ୍ଷୀର ର ବର୍ଷା ହଉ ଥିଲା,ସେହି କ୍ଷୀର ରେ ଗୋଟେ ସାପ ଗାଧଉ ଥିଲା। ତେବେ ଦିନେ ରାତି ରେ ତଙ୍କ୍ ସ୍ବପ୍ନ ରେ ଆସି ତାଙ୍କର ସମସ୍ତ କାହାଣୀ କହିଲେ। ସେ ଦ୍ଵାପର୍ ଯୁଗ ରୁ ସେ ସେହି ମାଟି ତଳେ ପୋତି ହୋଇ ରହିଥିଲେ , ଆଉ ହଲ ବାଜି ବାରୁ ସେ ଲିଙ୍ଗ ରେ ପରିଣତ ହେଲେ। ତେବେ ସେହି ଦିନ ଠାରୁ ସେ ବାବା ଆଖଣ୍ଡଳମଣୀ ଙ୍କ ନାମ ରେ ସେଠାରେ ପୂଜା ପାଇଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।