କେଉଁ କାରଣ ପାଇଁ ଅଲଗା ହେଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ରଚନା , କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ଏହି ବ୍ୟସ୍ତବହୁଳ ଜୀବନ ରେ ମଣିଷ ମାନେ ଟିକେ ଖୁସି ପାଇ ପାରୁ ନାହାନ୍ତି,ଲୋକ ମାନେ ନିଜର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବକୁ ପସନ୍ଦ କରନ୍ତି। ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି। ଏହି ଫିଲ୍ମ ବା ଚଲଚିତ୍ର ଟି ଅନେକ ଭାଷା ରେ ଦେଖିବାକୁ ମିଳେ, ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷା ରେ । ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚହିଦା ରହିଛି,ତେଣୁ ଏହା ଅଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି। ଛୋଟ ଠୁ ବଡ଼ ଯାଏ ସମସ୍ତେ ଏହା କୁ ଦେଖନ୍ତି।


ତେବେ ଏହି ଚଳଚିତ୍ର ଜଗତ ରେ ଓଡ଼ିଆ ଚଳଚିତ୍ର ର ମଧ୍ୟ କିଛି ଟା ଲୋକପ୍ରିୟତା ରହିଛି। ତେବେ ଓଡ଼ିଆ ଚଳଚିତ୍ର ସହିତ ହିନ୍ଦୀ ଚଳଚ୍ଚିତ୍ର ର ମଧ୍ୟ ବହୁତ ଲୋକପ୍ରିୟତା ରହିଛି,ଆଉ ଅନେକ କଳାକାର ଓଡ଼ିଆ ରୁ ଯାଇ ହିନ୍ଦୀ ରେ ଅଭିନୟ କରୁଛନ୍ତି,ଆଉ ସଫଳତା ର ପାହାଚ ଚଢ଼ି ଯାଇଛନ୍ତି। ତେବେ ଆଉ କିଛି ସଫଳତା ର ପାହାଚ ଚଢ଼ି ମଧ୍ୟ ଏବେ ଆଉ ତାଙ୍କର ଲୋକପ୍ରିୟତା ନାହିଁ,ତେବେ ଆସନ୍ତୁ ଜାଣିବା ସେହି ଭଳି ଜଣେ କଳାକାର ଙ୍କ ବିଷୟରେ ।


ତେବେ ଆପଣ ରଚନା ବାନାର୍ଜୀ ଙ୍କୁ ଜାଣି ଥିବେ,ତେବେ ଆଜି ଆମେ ତାଙ୍କ ଜୀବନ ଶୈଳୀ ବିଷୟ ରେ ଜାଣିବା । ତେବେ ରଚନା ଅକ୍ଟୋବର ୨ ତାରିଖ ୧୯୬୪ ମସିହା ରେ କଲିକତା ରେ ଜନ୍ମ ହୋଇ ଥିଲେ। ତେବେ ସେ ପ୍ରଥମ ରୁ ଏକ ବଙ୍ଗଳା ଚଳଚିତ୍ର ରେ ନିଜର ଭବିଷ୍ୟତ ଆରମ୍ଭ କରି ଥିଲେ ଓ ଏଥିରେ ସେ ଅନେକ ସଫଳତା ହାସଲ କରିଥିଲେ। ତେବେ ଏହା ପରେ ତାଙ୍କୁ ଅନେକ ଚଳଚିତ୍ର ପାଇଁ ଅଫର୍ ଆସିଥିଲା। ଆଉ. ସେ ଏହା କୁ ସ୍ୱୀକାର କରି ଥିଲେ। ଆଉ ଆଗକୁ ବଢ଼ି ଥିଲେ। ଏବେ ସେ ଦାନବ , ଲକ୍ଷ୍ମୀ ପ୍ରତିମା , ମୋହିନୀ , ପୁତ୍ର ପ୍ରତିମା ଭଳି ବଙ୍ଗଳା ଭାଷାରେ ଅନେକ ଫିଲ୍ମ କରିଥିଲେ। ତେବେ ସେ ଏହା ପରେ ହିନ୍ଦୀ ଚଳଚ୍ଚିତ୍ର ଆଡକୁ ନିଜର ପାଦ ବଢ଼ାଇ ଥିଲେ। ତେବେ ସେ ଅମିତାଭ ବଚନ ଙ୍କ ଫିଲ୍ମ ସୂର୍ଯ୍ୟବଂଶମ୍ ଚଲଚିତ୍ର ରେ ଅଭିନୟ କରିଥିଲେ।


ତେବେ ଏହି ଫିଲ୍ମ ଏତେ ଲୋକପ୍ରିୟତା ହାସଲ କରି ପରି ନ ଥିଲା,ତେବେ ଏହା ପରେ ସେ ହିନ୍ଦୀ ଫିଲ୍ମ ଛାଡି ଦେଲେ କାରଣ ତାଙ୍କୁ ହିନ୍ଦୀ ଫିଲ୍ମ ର ଶୈଳୀ ପସନ୍ଦ ନ ଥିଲା। ତେବେ ସେ ଏହା ଆଗରୁ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିଲେ,ଓଡ଼ିଆରେ ସିଦ୍ଧାନ୍ତ ଓ ରଚନା ଙ୍କ ଯୋଡି କୁ ଲୋକେ ବହୁତ ପସନ୍ଦ କରୁଥିଲେ। ତେବେ ସେମାନେ ଦୁହେଁ ମିଶି ଏକ ହିଟ ଫିଲ୍ମ ଦେଇ ଥିଲେ। ଆଉ ଏହା ପରେ ସେମାନେ ପରସ୍ପର ବିବାହ କରିବେ ବୋଲି କଥା ଦେଇ ଥିଲେ,ହେଲେ ବିବାହ ନ କରିବାର କାରଣ ଏତେ ଯାଏ ଜଣା ପଡି ନାହିଁ। ଏବେ ସେ ନିଜର ପରିବାର ସହ ଖୁସି ରେ ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ । ସତରେ କଣ ରଚନା ଙ୍କୁ ଛାଡପତ୍ର ଦେଇଥିଲେ ସିଦ୍ଧାନ୍ତ     ଜାଣନ୍ତୁ ଲୁଚି ରହିଥିବା ସତ୍ୟତା