ସବୁଦିନ ଦେହ ଦରଜ କହି ସ୍ଵାମୀଙ୍କ ଠାରୁ ଦୁରେଇ ଯାଉଥିଲେ ସ୍ତ୍ରୀ, ଆଉ ସ୍ଵାମୀ ପଦାକୁ ଗଲା ପରେ ବାରିପଟକୁ ଯାଇ ପ୍ରେମିକ ସହ କରୁଥିଲେ ଖରାପ କାମ, ଦିନେ ସ୍ୱାମୀ…

0

ଆଜିର ସମାଜରେ ପତି ଓ ପତ୍ନୀ ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ବିଶ୍ୱାସ ମାତ୍ରା କମିବାରେ ଲାଗିଛି କାରଣ ଜଣେ ଜଣଙ୍କୁ ବିଶ୍ୱାସ ଘତକ କାର୍ଯ୍ୟ କରୁଛନ୍ତି । ସେହିପରି ଏକ ଘଟଣା ଯାହାକି ଜଣେ ବ୍ୟକ୍ତିର ହତ୍ୟାକାରୀ ଭାବରେ ଧରାଯାଇଛି । ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଜଣେ ବ୍ୟକ୍ତି ବିଗତ ସପ୍ତାହରେ ପୋଲିସ ପାଖରେ ଅଭିଯୋଗ କରିଥିଲେ କି ତାଙ୍କର 20 ବର୍ଷର ପୁଅ କୁଆଡେ ନିଖୋଜ ହୋଇଯାଇଛି । ଏହା ଜାଣିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ଓ ତଦନ୍ତରୁ ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।


ପୋଲିସର ତଦନ୍ତରୁ ଜଣାପଡିଥିଲା କି ବ୍ୟକ୍ତି ଜଣଙ୍କର ପୁଅ ନିଖୋଜ ହୋଇନାହାନ୍ତି ବରଂ ତାଙ୍କର ହତ୍ୟା କରାଯାଇଛି । ପୋଲିସ ଏହାର ସୁରାଗ ପାଇବା ପରେ ଆରୋପୀ ପାଖରେ ପହଞ୍ଚିଥିଲା ଏବଂ ଆରୋପୀ ମଧ୍ୟ ତାଙ୍କର ଦୋଷ ସ୍ୱୀକାର କରିଥିଲେ । ପୋଲିସର ତଦନ୍ତ ରିପୋର୍ଟରୁ ଜଣାଯାଇଛି କି ଏହି ବ୍ୟକ୍ତିଙ୍କର ପତ୍ନୀଙ୍କ ସହ ଅନେକ ଦିନ ଧରି ଜଣେ ଯୁବକ ଅନୈତିକ ପ୍ରେମ ସମ୍ୱନ୍ଧ ଯୋଡି ହୋଇ ରହିଥିଲେ । ସେହି ବ୍ୟକ୍ତି ଜଣଙ୍କର ପତ୍ନୀ ଅନେକ ଦିନରୁ ଲୁଚି ଲୁଚି ସେହି ଯୁବକଙ୍କୁ ଦେଖା କରୁଥିଲେ ।

ଚୋର ମାନଙ୍କର ସବୁଦିନ ଚୋରୀ କରିବା ସହଜ ହୋଇନଏ ଓ ସେମାନେ ଦିନେ ନା ଦିନେ ନା ଚୋରୀ କରିବା ସମୟରେ ଧରା ପଡିଥାନ୍ତି । ସେହିପରି ଦିନେ 11 ଘଟିକା ସମୟରେ ପତି ଘରକୁ ଫେରିଥିଲେ ଓ ତାଙ୍କର ପତ୍ନୀଙ୍କୁ ଘରେ ପାଇନଥିଲେ । ସେ ତାଙ୍କର ମାଙ୍କୁ ପଚାରିବାରୁ ମାଆ କହିଥିଲେ କି ବହୁ ଶୌଚ କରିବା ପାଇ ବାହାରକୁ ଯାଇଛି । ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାରୁ ତାଙ୍କ ପତ୍ନୀ ନିଶା ଘରକୁ ଫେରି ନଥିଲେ ଏବଂ ଏହି ବ୍ୟକ୍ତି ଜଣକ ସନ୍ଦେହ କରିଥିଲେ ।


ବ୍ୟକ୍ତି ଜଣକ ଖେତରେ ଯାଇ ଦେଖିଲେ ତାଙ୍କ ପତ୍ନୀ ନିଜ ପ୍ରେମୀକଙ୍କ ସହ ଖେତରେ ଅଛନ୍ତି । ସେହି ସମୟରେ ବ୍ୟକ୍ତି ଜଣକ ରାଗି ଯାଇ ତାଙ୍କ ପତ୍ନୀଙ୍କ ପ୍ରେମୀକୁ ଏକ କୁରାଢିରେ ହାଣି ଦେଇଥିଲେ ଏବଂ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ସେହି ବ୍ୟକ୍ତି ଜଣକର ମୃତ୍ୟୁ ହେବା ପରେ ଏକ ପ୍ଲାଷ୍ଟିକ ଜରି ଆଣି ସେଥିରେ ପୁରାଇ ସବ ଟିକୁ ସେହି ଖେତରେ ଏକ ଗାତ ଖୋଳି ପୋତି ଦେଇଥିଲେ ସେହି ବ୍ୟକ୍ତି ଜଣକ ।

ବ୍ୟକ୍ତି ଜଣକର ପତ୍ନୀ ସର୍ବଦା ପେଟ ଯନ୍ତ୍ରଣାର ବାହାନା କରି ନିଜ ପତୀଙ୍କ ଠାରୁ ଦୂରେଇ ରହୁଥିଲେ । ପୋଲିସ ର ରିପୋର୍ଟ ଅନୁସାରେ ଉକ୍ତ ପ୍ରେମୀଙ୍କୁ ଅନୈତିକ ସମ୍ୱନ୍ଧକୁ ନେଇ ଆକ୍ରମଣ କରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା । ଆରୋପୀ ତାଙ୍କର ଦୋଷ ମଧ୍ୟ ସ୍ୱାକାର କରିଛନ୍ତି । ସମାଜରେ ଏହି ପରି ଅନୈତିକ ଘଟଣା ଅନେକ ସଂଖ୍ୟାରେ ଦେଖାବାକୁ ମିଳୁଛି ଏହାର ସମାଧାନ ମଧ୍ୟ ତୁରନ୍ତ କରାଯିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ । Inspire Post From – odiatoday