ପ୍ରତ୍ୟେକ ଦିନ ସକାଳେ ଏହି ମନ୍ତ୍ର କୁ ୩ ଥର ଉଚ୍ଚାରଣ କରନ୍ତୁ ଆପଣଙ୍କର ଉପକାରିତା କ’ଣ ହେଉଛି ଜାଣନ୍ତୁ

0

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ କି ଆମ ଜୀବନ ରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ର କଣ ଉପଯୋଗୀତା ରହିଛି ବୋଲି ।


ଆମର ପୁରାଣ ଶାସ୍ତ୍ର ଅନୁସାରେ , ମହାମୃତ୍ୟୁଞ୍ଜୟ ମନ୍ତ୍ର ଟି ହେଉଛି ଭଗବାନ ଶିବ ଙ୍କର ପ୍ରିୟ ମନ୍ତ୍ର ଅଟେ ।ଏହି ମନ୍ତ୍ର କୁ ଜୋପ କରିବା ଦ୍ଵାରା ଆମର ଶରୀର , ମନ ଓ ପ୍ରାଣ ପବିତ୍ର ହୋଇଥାଏ । ଏହି ମନ୍ତ୍ର ଟୀକୁ ପ୍ରତି ଦିନ ଜୋପ କରିବା ଫଳରେ ଆପଣ ଙ୍କ ଉପରେ ଥିବା ସମସ୍ତ ଅଶୁଭ ଏବଂ ନକରାତ୍ମକ ଦୃଷ୍ଟି ର ବିନାଶ ହୋଇଥାଏ । ପ୍ରତି ଦିନ ସକାଳେ ଏହି ମନ୍ତ୍ର କୁ ତିନି ଥର ସମ୍ପୂର୍ଣ୍ଣ ଧ୍ୟାନ ର ସହ ଜୋପ କରୁନ୍ତୁ । ଏହି ମନ୍ତ୍ର କୁ ପ୍ରତ୍ୟେକ ଦିନ ସକାଳେ ଜୋପ କରିବା ଫଳରେ ଆପଣ ଙ୍କର ସବୁକିଛି ଶୁଭ ହୋଇଥାଏ ।


ଏହି ମନ୍ତ୍ର କୁ ପ୍ରତ୍ୟେକ ଦିନ ନିଜର ମନରେ ବା ଉଚ୍ଚାରଣ ରେ ଧ୍ୟାନ କରିବା ଫଳରେ ଆପଣଙ୍କ ର ମୃତ୍ୟୁ ଆପଣଙ୍କ ଠାରୁ ଦୂରେଇ ଯାଇଥାଏ ।ଏହା ଆପଣ ଙ୍କୁ ଅକାଳ ବିୟୋଗ ରୁ ସବୁବେଳେ ରକ୍ଷା କରିଥାଏ ।ଏହି ମନ୍ତ୍ର କୁ ସବୁଦିନ ସକାଳେ ତିନି ଥର ଜୋପ କରିବା ଦ୍ବାରା ଆପଣଙ୍କ ଚାରି ପାଖରେ ଏକ ଅଦୃଶ୍ୟ ବଳୟ ସୃଷ୍ଟି ହୋଇଥାଏ ଯାହା କି ଆପଣଙ୍କୁ ସବୁବେଳେ ସମସ୍ତ ପ୍ରକାରର ଦୁର୍ଘଟଣା ରୁ ବା ଅନର୍ଥ ରୁ ରକ୍ଷା କରିଥାଏ ।ଏହା ସବୁବେଳେ ଆପଣ ଙ୍କୁ ଅଦୃଶ୍ୟ ଶତ୍ରୁ ମାନ ଙ୍କର ପ୍ରଭାବ ରୁ ଆପଣଙ୍କୁ ରକ୍ଷା କରିଥାଏ । ଏହି ମହାମୃତ୍ୟୁଞ୍ଜୟ ମନ୍ତ୍ର ଟୀ ଭଗବାନ ଶିବ ଙ୍କର ପ୍ରିୟ ମନ୍ତ୍ର ହୋଇଥାଏ ।

ଯଦି ଆପଣ ଭଗବାନ ଶିବ ଙ୍କୁ ସନ୍ତୁଷ୍ଟ କରିବା କୁ ବା ପ୍ରଭୁ ଶିବ ଙ୍କର ପ୍ରସନ୍ନ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କର ଆଶୀର୍ବାଦ ପାଇବାକୁ ଚାହାନ୍ତି ତାହାଲେ ପ୍ରତ୍ୟେକ ଦିନ ସକାଳେ ଉଠି ଗାଧେଇ ପାଧେଇ ନିଜର ମନକୁ ପବିତ୍ର କରି ଏକା ଚିତ ରେ ମହାମୃତ୍ୟୁଞ୍ଜୟ ମନ୍ତ୍ର କୁ ଜୋପ କରନ୍ତୁ ।ଏପରି କରିବା ଦ୍ୱାରା ଆପଣ ଭଗବାନ ଶିବ ଙ୍କର ଆଶୀର୍ବାଦ ପାଇ ପାରିବେ । ଏହି ମନ୍ତ୍ର ନିୟମିତ ଜୋପ କରିବା ଦ୍ବାରା ଏହା ଆମକୁ ସୁଖ ଶାନ୍ତି ପ୍ରଦାନ କରିଥାଏ । ଏହା ଆମକୁ ସବୁବେଳେ ଅକାଳ ଦୁର୍ଘଟଣା ଏବଂ ଅକାଳ ମୃତ୍ୟୁ ରୁ ବଞ୍ଚିଥାଏ । ତେଣୁ ଆପଣ ପ୍ରତିଦିନ ଏହି ମନ୍ତ୍ର କୁ ୩ ଥର ଜୋପ କରନ୍ତୁ ଏବଂ ଏହାର ଉପକାରୀତା ବିଷୟରେ ଜାଣନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।