( ମାଛ ) – ଖାଇବାପରେ ଭୁଲରେ ଏହି ୨ଟି ଜିନିଷ ଖାଆନ୍ତୁ ନାହିଁ ନଚେତ୍ ହୋଇପାରେ ଏହିସବୁ ଅସୁବିଧା

0

ଆମ ଦୈନଦିନ ଜୀବନରେ ମାଛ ର ପ୍ରଭଵ ଅନେକ ରହିଛି। ଏହାର କାରଣ ହେଉଛି ମାଛ ଆମ ର ଏକ ପ୍ରମୁଖ ଖାଦ୍ୟ ହୋଇ ଯାଇଛି। ତେବେ ଯୋଉମାନେ ନିରାମିଶ ଖାନ୍ତି ସେମାନେ ତା ମାଛ ଖାନ୍ତି ନାହିଁ। କିନ୍ତୁ ଯେଉଁ ମାନେ ମାଛ ଖାନ୍ତି ସେମାନଙ୍କ ର ଶରୀର ଉପରେ ବହୁତ ଭଲ ପ୍ରଭଵ ପଡିଥାଏ। ଏହା ଦ୍ୱାରା ଶରୀର କୁ ପୁଷ୍ଟିସାର ମିଳିଥାଏ। ଏବଂ ସେମାନଙ୍କ ର ବାଳ ମୋଟ ଘନ ଓ ଲମ୍ବା ହୋଇ ଥାଏ।


ତେବେ ପ୍ରତ୍ୟକ ଖାଦ୍ୟର ଉପକାର ସହିତ କିଛି ମାତ୍ରାରେ ଅପକାର ରହିଛି। ଏହାର କାରଣ ହେଉଛି ଯଦି ଆପଣ ମାଛ ଖାଇବା ପରେ ଏପରି କିଛି ଖାଦ୍ୟ ଖାଉଛନ୍ତି ଯାହା କି ମାଛ ଖାଇବା ପରେ କେବେବି ଖାଇବା ଉଚିତ ନୁହଁ ତାହାଲେ ଏହା ଆମ ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ। ଯୋଉ ମାନେ ନିରାମିଶାସି ସେମାନଙ୍କ ପାଇଁ କୌନସି ଭୟ କରିବାର ନାହିଁ। କିନ୍ତୁ ଆମିଷ ଖାଉଥିବା ଲୋକ ମାନେ ଏ ବାବଦରେ ସତର୍କ ହେବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ମାଛ ସହ ଖାଇବା ଜମାବି ଉଚିତ ନୁହଁ।


ଅନେକ ଲୋକ ମାଛ ଖାଇବା ପରେ କ୍ଷୀର ପିଇ ଦେଇଥାନ୍ତି। ତେବେ ଏପରି କରିବା ଆଦୌ ଉଚିତ ନୁହଁ କାହିଁକି ନା ଏହା ଆମ ଶରୀର ଉପରେ ବାହିତ ଖରାପ ପ୍ରଭଵ ପକାଇ ଥାଏ। ଯୋଉଥି ପାଇଁ କି ଆମ ଶରୀର ରେ ବିଭିନ୍ନ ପ୍ରକାର ର ରୋଗ ଦେଖା ଦେଇଥାଏ। କାହିଁକି ନା ମାଛ ଆମ ଶରୀର କୁ ଗରମ କରଥାଏ ଓ କ୍ଷୀର ଆମ ଶରୀର କୁ ଥଣ୍ଡା କରିଥାଏ। ଯାହା ଫଳରେ ଏହା ଆମ ଶରୀର ରେ ଖରାପ ପ୍ରଭଵ ପକାଇ ଥାଏ। ଏହା ଦ୍ୱାରା ଶରୀର ରେ ଧଳା ଦାଗ ଦେଖା ଯାଇଥାଏ। ଯାହା କି ଧୀରେ ଧୀରେ ବଢିବାକୁ ଲାଗେ ଓ ପରବର୍ତୀ ସମୟରେ ଏହା ଆମର ସାରା ଶରୀର ରେ ଖେଳି ଯାଏ। ତେଣୁ ମସିହା ଖାଇବା ପରେ କିମ୍ବା ମାଛ ଖାଇବା ଆଗରୁ ଭୁଲ ରେ ମଧ୍ୟ କେବେବି କ୍ଷୀର ଖାଇବା ଉଚିତ ନୁହଁ।

ସେହି ପରି ମାଛ ଖାଇବା ପରେ ଦହି ଖାଇବା ଆଦୌ ଉଚିତ ନୁହେଁ। କାହିଁକି ଦହି ଆମର ଶରୀର କୁ ଥଣ୍ଡା କରିଥାଏ କିନ୍ତୁ ମାଛ ଆମର ଶରୀର କୁ ଗରମ କରିଥାଏ ଯୋଉଥି ପାଇଁ କି ଆମ ଦାରୀର ରେ ଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳି ଥାଏ । ବିଶେଷ କରି ଆମ ଶରୀର ରେ ଧଳା ଦାଗ ହେବର ଏହା ଏକ ବହୁତ ବଡ଼ କାରଣ ଅଟେ। ତେଣୁ ଯେତେ ବେଳେ ବି ଆପଣ ମାଛ ଖାଉଛନ୍ତି କିମ୍ବା ଦହି ଖାଉଛନ୍ତି ଏହି କଥା ପ୍ରତି ନିଶ୍ଚିତ ଧ୍ୟାନ ଦେବା ଉଚିତ। ଯାହା ଫଳରେ ଆପଣ ଏହି ଭୟଙ୍କର ବିପଦ ରୁ ନିଜକୁ ରକ୍ଷା କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।