ଦେଖନ୍ତୁ ପ୍ରଭୁ ଶ୍ରୀ ହନୁମାନ ଙ୍କ ର ଚମତ୍କାର ଏହା ହେଉଛି ସତ୍ୟ ଘଟଣା ଭଗବାନ କରିଲେ ଏହି ଆଶ୍ଚର୍ଯ୍ୟ କାମ

0

ଆମ ସମାଜରେ ପ୍ରତେକ ଲୋକ ଭଗବାନଙ୍କୁ ପୂଜା କରନ୍ତି,ଆମ ଦେଶରେ ଅନେକ ଲୋକ ହିନ୍ଦୁ ଧର୍ମ ର ହେଇ ଥିବାରୁ ସେମାନେ ଭଗବାନ୍ ଙ୍କୁ ପୂଜା କରନ୍ତି।ତେବେ ହିନ୍ଦୁ ଧର୍ମ ର ଦେଖିବାକୁ ଗଲେ ଅନେକ ଦେବା ଦେବି ରହିଛନ୍ତି, ହିନ୍ଦୁ ମାନଂକର ପୁରାଣ ଅନୁଯାୟୀ ଦେବା ଦେବି ଙ୍କର ଅନେକ ଚମତ୍କାର ରହିଛି,ଯାହା ଲୋକ ଙ୍କୁ ଉଦ୍ଧାର କରିଛି ।ଅନେକ ଲୋକଙ୍କୁ ବିପଦ ମୁଖ ରୁ ରକ୍ଷା କରିଛି । ତେବେ ଆମ ହିନ୍ଦୁ ସମାଜ ରେ ଅନେକ ଦେବା ଦେବି ରହି ଥାନ୍ତି ,କୃଷ୍ଣ , ବିଷ୍ଣୁ , ଲକ୍ଷ୍ମୀ , ହନୁମାନ , ରାମ, ଗଣେଶ ଆଦି ଅନେକ ଦେବା ଦେବି ରହିଛନ୍ତି,

ଯାହାକୁ ହିନ୍ଦୁ ଲୋକ ମାନେ ପୂଜା କରନ୍ତି। ତେବେ ଏହି ଦେବା ଦେବି ମାନେ ନିଜ ଭକ୍ତ ର ଭକ୍ତି ପରୀକ୍ଷା କରନ୍ତି।ତେବେ ଦେଖିବାକୁ ଗଲେ ଅନେକ କାହାଣୀ ରହିଛି। ତେବେ ଆଜି ଆଣେ ଭଗବାନ ହନୁମାନ୍ ଙ୍କ ସମ୍ପର୍କରେ କିଛି କାହାଣୀ ଜାଣିବା।  ତେବେ ସମସ୍ତେ ଜାଣି ଥିବା କି ହନୁମାନ ତାଙ୍କ ଭକ୍ତ ମାନଂକୁ ସବୁ ସମୟ ରେ ରକ୍ଷା କରନ୍ତି ଆଉ ଯିଏ ତାଙ୍କୁ ପୁରା ମନ ରୁ ଭକ୍ତି ଭାବରେ ପୂଜା କରେ , ସେ ତାଙ୍କ ଭକ୍ତ ଙ୍କର ସବୁ ଦୁଃଖ କୁ ଦୂର କରି ଦିଅନ୍ତି। ତେବେ ଆଜି ଏକ କାହାଣୀ ଜାଣିବା ଯାହା ସତରେ ବହୁତ୍ ଆଶ୍ଚର୍ଯ୍ୟଜନକ ।

ଦିନେ ଶଙ୍କର ନାମକ ଜଣେ ଲୋକ ଥିଲେ, ଯିଏ କି ହନୁମାନ୍ ଙ୍କର ଜଣେ ବଡ଼ ଭକ୍ତ ଥିଲେ ସିଏ ସବୁ ଦିନ ପୂଜା କରନ୍ତି। ତେବେ ସେ ବହୁତ ଦୟାଳୁ ମଧ୍ୟ ଥିଲେ, ସେ ଅନେକ ଗରିବ ଲୋକ ଙ୍କୁ ବିନା ପଇସା ରେ ସେବା କରୁ ଥିଲେ। ତେବେ ସେ ଭଗବାନ ଙ୍କ ଭକ୍ତି ରେ ଏତେ ବୁଡି ଯାଇଥିଲେ ଯେ , ସେ ବିବାହ ନ କରିବାର ବଚନ ଗ୍ରହଣ କରିଥିଲେ ଆଉ ପ୍ରତିଦିନ ହନୁମାନ ଚାଳିଶା ପଢୁ ଥିଲେ। ତେବେ ତାଙ୍କର ଜଣେ ମା ଓ ବାପା ରହିଥିଲେ,ତାଙ୍କ ଘରୁ ବିବାହ କରିବା ପାଇଁ ବହୁତ ଚାପ ଆସିଲା କିନ୍ତୁ ସେ ବିବାହ କରିବେ ନାହିଁ ବୋଲି ମନା କରୁଥିଲେ, ହେଲେ ତାଙ୍କ ମା ଙ୍କର ବୟସ ଅଧିକ ହୋଇ ଯିବାରୁ ସେ କୌଣସି କାମ କରି ପାରୁ ନଥିଲେ,ତେଣୁ ସେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲେ।

ତେବେ ସେ ମା ଙ୍କ ସମସ୍ୟା ଦେଖି ବିବାହ କରିବା ପାଇଁ ରାଜି ହେଲେ,ଯାହା ଦ୍ୱାରା ତାଙ୍କର ପ୍ରତିଜ୍ଞା ଭାଙ୍ଗି ଗଲା। ତେବେ ସେ ବିବାହ କରିଲେ। ଏହା ପରେ ତାଙ୍କ ଭିତରେ ଅନେକ ପରିବର୍ତନ ଦେଖା ଦେଲା ସେ ହନୁମାନ୍ ଙ୍କୁ ଭଲ ସେ ପୂଜା କରି ପାରୁ ନଥିଲେ, ଆଉ ଧୀରେ ଧୀରେ ସେ ଭଗବାନ ଙ୍କୁ ଭୁଲିବରେ ଲାଗିଲେ। ଦିନେ ହନୁମାନ୍ ତାଙ୍କର ପରୀକ୍ଷା ନେଲେ ,ତାଙ୍କ ଔଷଧ ଦୋକାନ କୁ ଅନେକ ଗରିବ ଲୋକ ଆସୁ ଥିଲେ। ତେବେ ସେ ଦୟାଳୁ ଥିବାରୁ ସେ କିଛି ଲୋକ ଙ୍କୁ ମାଗଣାରେ ଦେଉଥିଲେ,କିନ୍ତୁ ସେ ଏପରି ସବୁ ଦିନ କରୁ ନ ଥିଲେ।

ଏହା ପରେ ଧୀରେ ଧୀରେ ସବୁ ଚାଲିଗଲା,ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି ଦେଲେ। ଏହା ପରେ ସେ ତାଙ୍କ ମା ଙ୍କ କୋଳ ରେ ମୁଣ୍ଡ ରଖି ଶୋଇ କାନ୍ଦୁ ଥିଲେ, ଆଉ ସେ ଦେଖିଲେ ଗୋଟେ କୋଣରେ ହନୁମାନ୍ ଙ୍କ ମୂର୍ତି ରହିଛି। ତାକୁ ଆଣି ସେ ପୂଜା କରିବାକୁ ଲଗିଲେ ,ଆଉ ସେ ନିଜର ଭୁଲ ବୁଝି ପାରିଲେଏବଂ ପ୍ରତିଦିନ ହନୁମାନ୍ ଚାଳିଶା ପଢିବା ଆରମ୍ଭ କରିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।