ଦେଖନ୍ତୁ ଭିଡ଼ିଓ । ହେ ଭଗବାନ ! ମାଟି ତଳୁ ଉଭା ହେଲେ ମହାଦେବ, ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଦେଖନ୍ତୁ…..

0

ଆମେ ଭଗବାନଙ୍କ ଉପସ୍ଥିତି କୁ ଯେତେ ଅବମାନନା କଲେ ମଧ୍ୟ ଭଗବାନ ତାଙ୍କର ଉପସ୍ଥିତିକୁ ସର୍ଵଦା।ଜାହିର କରିଥାନ୍ତି।ଏହି କଥା ଅନେକ ଭକ୍ତ ନିଜ ମନ ତତ୍ତ୍ୱ ରେ ପାୟ ନିଜେ ଅନୁଭବ କରୁଥିବେ। ଏପରି କହିବାର ଅନେକ।ଯଥାର୍ଥତା ରହିଛି। ଆପଣ ଓଡ଼ିଆରେ ଗୋଟିଏ ଲୋକ କଥା ଶୁଣିଥିବେ ତାହା1।ହେଲା, ମାଟି ଖୋଳୁ ଖୋଳୁ ଶିବ ଲିଙ୍ଗ ବାହାରିବା। ଏହି କଥାକୁ ଖାଲି ଶୁଣିବାକୁ ଆମେ ପାଇଥାଉ। କିନ୍ତୁ ଆଜି ଏହି କଥାର ସତ୍ୟତା ଦେଖିବାକୁ ମିଳିଛି। ଏହା ଅନେକ ମାତ୍ରା ରେ ମିଛ ପରି ଲାଗିପାରେ। କିନ୍ତୁ ନଦେଖିଲେ ଆପଣଙ୍କ ଆଖିକୁ ଏହା ବିଶ୍ୱାସ ହେବ ନାହିଁ।


ମାଟି ଖଳୁ ଖଳୁ ସତରେ ଆଜି ଶିବ ଆବିର୍ଭାବ ହୋଇଛନ୍ତି। ଏହି ଘଟଣା ଦେଖିବାକ ମିଳିଛି ଭଦ୍ରକ ଜିଲ୍ଲାରେ। ଏକ ପାର୍କ ର ମାଟି ସମତୁଲ କାର୍ଯ୍ୟ ଚାଲିଥିବା ସମୟରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଏହି ଜାଗାରେ ମାଟି କାମ ଚାଲିଥିଲା। ଏକ ଟ୍ରାକ୍ଟର ଜରିଆରେ। ଆଉ ସଂଗେ ସଂଗେ ଏହି କାମ ଚାଲିଥିବା ସମୟରେ ସେହି ଟ୍ରାକ୍ଟର ର ଫାଳି ଏକ ପଥରରେ ବାଡେଇବାର ଶୁଣାଗଲା। ଏହି ଗାଡି ର ଡ୍ରାଇଭର ଆସି ଦେଖନ୍ତି ତ ଆଉ ଟ୍ରାକ୍ଟର ର ଏହି ଫାଳି ଭାଙ୍ଗି ଯାଇଥିଲା।

ଏହି କାର୍ଯ୍ୟ ସନ୍ଧ୍ୟା ସମୟରେ ହେଉଥିବାର ଏହାକୁ ସ୍ଥଗିତ ରଖିଦେଲେ ମ୍ୟାନେଜର ବାବୁ। ମାତ୍ର ତା ପରଦିନ ସକାଳୁ ଖଳୁ ଖଳୁ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି ନଦେଖିଲ ଲୋକ ବିଶ୍ୱାସ କରିବ ନାହିଁ। ମହାଦେବ ଙ୍କ ଲିଙ୍ଗ ଏହି ଗର୍ତ ରେ ଦେଖିବାକୁ ମିଳିଲା। ଏହି ଲିଙ୍ଗ ର ଚାରିପଟେ ସଫା କରି ଦେଖିବା ବେଳକୁ ମହାଦେବ ଶିବଙ୍କ ଆବିର୍ଭାବ ହୋଇଛି। ଏହାକୁ ଦେଖିବା ମାତ୍ରେ ନିକଟସ୍ଥ ଲୋକେ ଦେଖିବାକୁ ଭିଡ଼ ଲଗାଇ ଦେଲଣି। ସବୁଠାରୁ ବଡ଼ କଥା ହେଲା ଏପରି ମାଟି ଖୋଳୁ ଖୋଳୁ ଶିବ ବାହାରିବା ଏକ ନିହାତି ଶୁଭ ସଂକେତ ଭଦ୍ରକ ବାସୀଙ୍କ ପାଇଁ।

ଏହି ସ୍ଥାନରେ ଏବେ ପୂଜକ ଆସି ଏହି ଲିଙ୍ଗ ଙ୍କ ପୂଜନ ଆରମ୍ଭ କରି ଦେଇଛନ୍ତି। ସାଧାରଣ ଲୋକ ଆସି ନାହିଁ ନଥିବା ଭିଡ଼ କରି ଏହି ଅଲୌକିକ ଘଟଣା ଦେଖିବାକୁ ଭିଡ଼ ଲଗାଇ ଦେଇଛନ୍ତି। ଏହା ସହିତ ସରପଞ୍ଚ ମୋହଦାୟ ଆସି ଏହି ସ୍ଥାନରେ ଲୋଙ୍କ ଙ୍କ ସହିତ ଏହି ଦୃଶ୍ୟକୁ ଦେଖୁଛନ୍ତି। ଏହି ସ୍ଥାନରେ ଲୋକ ମାନେ ଏହ ଅଲୌକିକ ମହାଦେବ ଙ୍କ ଆବିର୍ଭାବ କୁ ନେଇ ଅନେକ ଉତ୍ସାହ ହୋଇ ପଡିଛନ୍ତି। ଏଜି ସ୍ଥାନରେ ଏବେ ମହାଦେବ ଙ୍କ ପାତାଳି ଲାଗି ପୂଜା ଅର୍ଚ୍ଚନା ମଧ୍ୟ ଚାଲିଛି। ସ୍ଥାନୀୟ ଲୋକ ମାନେ ଏହି ସ୍ଥାନରେ ଖୁବଶୀଘ୍ର ମନ୍ଦିର ନିର୍ମାଣ ନିମନ୍ତେ ସ୍ଥିର କରି ସାରିଛନ୍ତି।ତେଣୁ ମହାଦେବ ଙ୍କ କୃପା କେଉଁ ସ୍ଥାନରେ ଆଉ କେତେବେଳେ ହେବ ଏହା ତାଙ୍କୁ ହିଁ ଜଣା। ମାଟି ଖୋଳୁ ଖୋଳୁ ମହାଦେବ ବହାରିବାର ଦୃଶ୍ୟ ଅଦ୍ଭୁତ ଘଟଣା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।