ଜଣେ ଭିକାରୀ ପାଖରେ ଥିଲା କୋଟି କୋଟି ଟଙ୍କା ଏହା କିପରି ସମ୍ଭବ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

0

ସମାଜରେ ଏମିତି କିଛି ଲୋକମାନେ ଅଛନ୍ତି ଯେଉଁମାନଙ୍କୁ ଦେଖିଲେ ଭିକାରୀ ପରି ମନେ ହୁଅନ୍ତି କିନ୍ତୁ ସେମାନଙ୍କ ପାଖରେ ବହୁତ ଟଙ୍କା ରହିଥାଏ । ଯାହା ଅନ୍ୟ ମାନଙ୍କୁ ଏକ ସାମାନ୍ୟ ଭିକାରୀ ପରି ମନେ ହୋଇଥାନ୍ତି । ସେହିପରି ଜଣେ ଭିକାରୀର ଦୈନନ୍ଦିନ ଜୀବନରେ ସେ କେତେ ଟଙ୍କା କମାଇ ପାରୁଛନ୍ତି ଆସନ୍ତୁ ଜାଣିବା ।ଏହି ଭିକାରୀ ଜଣକ ମାସକୁ 1 ଲକ୍ଷ ଟଙ୍କା ରୋଜଗାର କରନ୍ତି ଏବଂ ତାଙ୍କର ପୁଅ ସବୁଠାରୁ ଦାମୀ ବିଦ୍ୟାଳୟରେ ପଢନ୍ତି । ବାସ୍ତବରେ ଏହି ଭିକାରୀ ଚାଇନାର ତାଲୁକ ରଖନ୍ତି ଏବଂ ଗୋଟିଏ ମାସରେ ଭାରତୀୟ ମୁଦ୍ରା ଅନୁଯାୟୀ ମାସିକ 1 ଲକ୍ଷ ଟଙ୍କା ରୋଜଗାର କରନ୍ତି ।

ସେହି ଟଙ୍କା ଗୁଡିକୁ ଗଣିବା ବଦଳରେ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ମଧ୍ୟ ଟଙ୍କା ଦେଇଥାନ୍ତି ଏହି ଭିକାରୀ ଜଣକ ଭିକ ମାଗି ଦୁଇ ମହଲା ଘର ନିର୍ମାଣ କରିଛନ୍ତି । 2014 ମସିହାରେ ଏହି ଭିକାରୀର ଫୋଟ ପ୍ରଥମେ ଚାଇନାର ମାଇକ୍ରୋବ୍ଲଗିଂ ସାଇଟ ୱାଇବୋରେ ପୋଷ୍ଟ କରାଯାଇଥିଲା ।
ଏହି ଭିକାରୀ ଜଣକ ପ୍ରତି ମାସରେ 1700 ଡଲାର ରୋଜଗାର କରନ୍ତି ଏବଂ ଭାରତୀୟ ମୁଦ୍ରା ଅନୁଯାୟୀ ଏହାପ୍ରାୟ ଏକ ଲକ୍ଷ ଟଙ୍କା ହୋଇଥାଏ । ସେହି ଭିକାରୀ ଜଣକର 3 ଜଣ ପିଲା ଅଛନ୍ତି ଯେଉଁମାନେ ସହରର ସବୁଠାରୁ ଦାମୀ ବିଦ୍ୟାଳୟରେ ପଢନ୍ତି । କେବଳ ଏତିକି ନୁହେଁ ସେ ମଧ୍ୟ ପରିବାରର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରନ୍ତି ।

ଭିକାରୀ ଜଣକ ଭିକ ମାଗି ବେଜିଂରେ ଦୁଇ ମହଲା ଘର ମଧ୍ୟ ନିର୍ମାଣ କରିଛନ୍ତି ଏବଂ ତାଙ୍କର ଟଙ୍କା ଗଣିବା ଟିପ୍ସ ଅଲଗା ରହିଛି । ସେ ପ୍ରତିମାସରେ ଟଙ୍କା ସଂଗ୍ରହ କରିବା ପରେ ଡାକ କାର୍ଯ୍ୟାଳୟରେ ପହଞ୍ଚି ଭୂମିରେ ଏକ ଗଦା ଟଙ୍କା ଢାଳି ଗଣିଥାନ୍ତି । ତାଙ୍କର ନୋଟ ଗଣିବା ପାଇ ତାଙ୍କୁ ସ୍ଥାନୀୟ କର୍ମଚାରୀ ମାନଙ୍କ ସାହାର୍ଯ୍ୟ ଲୋଡନ୍ତି ଏବଂ ନୋଟ ଗଣିବା ପାଇ ମଧ୍ୟ କର୍ମଚାରୀ ମାନଙ୍କୁ ଟିପ୍ସ ଦିଅନ୍ତି । ଏହି ସମୟରେ ଜଣେ କର୍ମଚାରୀ ତାଙ୍କୁ ଟଙ୍କା ଗଣିବାରେ ମଧ୍ୟ ସାହାର୍ଯ୍ୟ କରିଛନ୍ତି ଏବଂ ଚାଇନିଜରେ 100 ୟୁଆନ୍ ଅର୍ଥାତ ଭାରତୀୟରେ ଏହାର ମୂଲ୍ୟ 900 ଶହ ଟଙ୍କା ହୋଇଥାଏ ।

ସେଥିପାଇ ସମାଜରେ ଧନୀ ଗରିବ ଜାଣିବା ବହୁତ କଷ୍ଟକର ହୋଇଥାଏ କାରଣ ଜଣେ ଭିକାରୀ ଠାରେ ମଧ୍ୟ ଏତେ ଟଙ୍କା ରହିଥାଏ ତାହା ସମସ୍ତଙ୍କୁ ବିଶ୍ୱାସ ହେବନାହିଁ । ସେହି ଭିକାରୀ ଜଣକ ଭିକ୍ଷା ବୃତ୍ତି କରି ନିଜ ପରିବାରର ଖର୍ଚ୍ଚ ପରିବହନ କରିବା ସହିତ ତାଙ୍କର 3 ଜଣ ପିଲାଙ୍କୁ ସହରର ବୃହତ୍ତମ ବିଦ୍ୟାଳୟରେ ପଢନ୍ତି । ତା ସହିତ ଦୁଇ ମହଲା ଘର ମଧ୍ୟ ତିଆରି କରିଛନ୍ତି ଏ ସମସ୍ତ କାର୍ଯ୍ୟ ଜଣେ ଭିକାରୀ ଭିକ୍ଷା ବୃତ୍ତିକରି ଏ ସମସ୍ତ କରିପାରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।