ଭାଇରାଲ ହେଲା ରାଜଧାନୀରେ ରେ ଧରାପଡିଲେ ଏହି ବ୍ୟକ୍ତି ବହୁଦିନ ଧରି ଏହି ବ୍ୟକ୍ତି ଚଳେଇ ଆସୁଥିଲେ ବେଶ୍ୟାଳୟ

0

କଣ ହୋଇଯାଇଛି ଏହି ଯୁବ ପିଢୀ ଙ୍କୁ ..?କାହିଁକି ଏମାନେ ଏମିତି ପାଶବିକ ବ୍ୟବହାର କରୁଛନ୍ତି ..? କଣ ଏହା ଏହି ଅତ୍ୟାଧୁନିକତା ର ପ୍ରଭାବ …ନା ଏହା ପଛରେ ଅନ୍ୟ କିଛି କାରଣ ରହୁଛି ..?ତେବେ ଏହି ପରି ପ୍ରଶ୍ନ ଆମ ଆଗକୁ ଆସିବା ସ୍ୱାଭାବିକ ..? ତେବେ ବର୍ତ୍ତମାନ ର ଯୁବ ପାଢ଼ୀ ମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଜାଣିପାରୁନାହାନ୍ତି କି ସେମାନେ କଣ ସବୁ ଆମାନବୀୟ କାର୍ଯ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଲୋକମାନେ ଇଣ୍ଟରନେଟ ର ବ୍ୟବହାର ଅତି କଦର୍ଯ୍ୟ ଭାବରେ କରୁଛନ୍ତି ।

ଯଦିଓ ଏହାର ପ୍ରକୃତ ଉଦେଶ୍ୟ ଥିଲା ଲୋକମାନଙ୍କୁ ଉନ୍ନତି ଦିଗରେ ଆଗେଇବା କିନ୍ତୁ ହେଉଛି ଏହାର ବିପରୀତ। ତେବେ ଆପଣ ମାନେ ତା ଜାଣିଥିବେ ବର୍ତ୍ତମାନ ର ଲୋକମାନେ କିପରି ଭାବେ ଧୀରେ ଧୀରେ ଅଶୀଳ ବ୍ୟବହାର କରିବାର ଲାଗିଛନ୍ତି। ତେବେ ଆମେ ଆଜି ଆପଣଙ୍କୁ ଏହି ଲୋକଡାଉନ ସମୟର କିଛି ଏମିତି ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇଦେଵ ।

ଉଲେକ୍ଷ୍ୟଯୋଗ୍ୟ ଯେ , କିଛି ଦିନ ହେବ ଆମ ଓଡିଶାର ଖୋର୍ଦ୍ଧା ଜିଲ୍ଲାରେ ତଥା ଭୁବନେଶ୍ୱର ସହରରେ ବହୁତ ଅଶୀଳ ଭିଡ଼ିଓ ତଥା ସେକ୍ସ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିଲା । ତେବେ ପୋଲିସ ଏସବୁ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିଲେ ହେଁ ଏ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ସୂଚନା ଆସିନାହିଁ । ତେବେ ବର୍ତ୍ତମାନ ଏହି କରନା (covid-19) କାରଣରୁ ବେଶ୍ୟାଳୟ ସବୁ ବନ୍ଦ ଥିବାରୁ ବର୍ତ୍ତମାନ ସେହି ସଂଗଠନ ଗୁଡ଼ିକ ତଥା ଏଥିରେ ସମ୍ପୁର୍କ୍ତ ଥିବା ମହିଳା ମାନେ ଅନଲାଇନ ରେ ଦେହ ବ୍ୟବସାୟ କରବାକୁ ଆଗେଇ ଆସିଛନ୍ତି । ଏ ସବୁ ରୁ ଜଣାପଡୁଛି ଯେ ଓଡ଼ିଶା ର ରାଜଧାନୀ ଭୁବନେଶ୍ବର ଏବେ ଆଉ ମନ୍ଦିର ମାଳିନୀ ସହର ହୋଇ ରହିନାହିଁ । ବରଂ ଏହା ଏବେ ଏକ ସେକ୍ସ ନଗର ହେବାରେ ଲାଗିଲାନି ।

ତେବେ ଦୁଇ ଦିନ ତଳେ ପୋଲିସ କରିଛି ଏକ ବେଶ୍ୟାଳୟ ପର୍ଦାଫାସ । ଯାହାକୁ ଭୁବନେଶ୍ୱର ରେ ବେଶ କିଛି ଦିନ ହେବ ସ୍ଥାନ ବଦଳେଇ ୩ ଜଣ ବ୍ୟକ୍ତି କରିଚାଲିଥିଲେ ସେକ୍ସ ରକେଡ୍ । ତେବେ ପୋଲିସ କମିଶନର ଏହାର ସନ୍ଧାନ ପାଇଁ ସାମ ହସ୍ପିଟାଲ ପାଖ ଗଞ୍ଜଛକ ଥରେ ଏକ ବିଲ୍ଡିଂ ରେ ଠାବ କରିଥିଲା ୩ ଜଣ ଦେହଜୀବୀ ଙ୍କୁ । ସେଠାରେ ଏକ ବିଲ୍ଡିଂ ର ତୃତୀୟ ମହଲା କୁ ଭଡ଼ାରେ ନେଇ କେଶବ କୁମାର ସାହୁ ନାମକ ଜଣେ ବ୍ୟକ୍ତି ନିଜର ଦୁଇ ଜଣ ସାଥି ଙ୍କ ସହ ବେଶ କିଛି ଦିନ ହେବ ଚଳେଇ ଆସିଥିଲା ଏହି ବେଶ୍ୟାବୃତ୍ତି କୁ ।ତେବେ ପୋଲିସ ସେହି ସ୍ଥାନରେ ରେଡ଼ ମାରିବା ପରେ ପୋଲିସ ବହୁତ ଆପତ୍ତି ଜନକ ଜିନିଷ ସହ ଦୁଇ ଟି କାର ,ସ୍କୁଟି ଓ ବାଇକ ସହ କିଛି ଟଙ୍କା ମଧ୍ୟ ଜବଦ କରିଛି ଏବଂ ଏଥିରେ ସମ୍ପୃକ୍ତ ଥୁବ ୩ ଜଣ ବ୍ୟକ୍ତି ଙ୍କୁ ଗିରଫ କରି କୋଟ ଚାଲାଣ କରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।