ଯେତେ ସାଂଘାତିକ ମୁଣ୍ଡ ବିନ୍ଧା, ଯନ୍ତ୍ରଣା ହେଉ ଥାଉ ନା କାହିଁକି, ଖାଇ ନିଅନ୍ତୁ ଏହି ଗୋଟିଏ ଜିନିଷ, ଭଲ ହେବ ତୁରନ୍ତ 100% ଗ୍ୟାରେଣ୍ଚି

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ ।


ବର୍ତ୍ତମାନ ମୁଣ୍ଡ ବିନ୍ଧିବା ଲୋକମାନ ଙ୍କର ଏକ ନୀତି ଦିନିଆ ଘଟଣା ପାଲଟି ଗଲାଣି ।ଏବଂ ମୁଣ୍ଡ ବିନ୍ଧିବା ଏକ ଏପରି ସମସ୍ୟା ଯାହାକି ଆପଣଙ୍କୁ କିଛି ବି କାର୍ଯ୍ୟ କରିବାକୁ ଦେଇନଥାଏ ।ଏବଂ ଏହା ଆମକୁ ବହୁତ କଷ୍ଟ ଦେଇଥାଏ ।ତେବେ ଆଜି ଆମେ ଆପଣଙ୍କୁ ଏହି ମୁଣ୍ଡ ବିନ୍ଧା କୁ ଭଲ କରିବା ପାଇଁ ଏଥିରୁ ମୁକ୍ତି ପାଇବା ପାଇଁ ଏକ ସରଳ ଓ ସହଜ ଘୋରଇ ଉପଚାର ଜଣେଇବୁ

ମୁଣ୍ଡ ବିନ୍ଧା ରୁ ମୁକ୍ତି ପାଇବା ପାଇଁ ଆମେ ଯେଉଁ ଉପାୟ ଟି ଆପଣଙ୍କୁ ଜଣେଇବାକୁ ଯାଉଛୁ ତାହା କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି :-

୧. ୧୦ ରୁ ୧୨ ଟି ଲବଙ୍ଗ
୨. ପାଖାପାଖି ୭ ରୁ ୮ ଟି ଗୋଲ ମାରିଚ
୩.ଏବଂ ମହୁ

ମୁଣ୍ଡ ବିନ୍ଧା ରୁ ରକ୍ଷା ପାଇବା ପାଇଁ ଘୋରଇ ଉପଚାର ର ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ନେଇଥିବା ୧୦ ରୁ ୧୨ ଟି ଲବଙ୍ଗ ଏବଂ ୭ ରୁ ୮ ଟି ଗୋଲ ମାରିଚ କୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ ଏବଂ ଭଲ ଭାବରେ ଗୁଣ୍ଡ ହେବା ପରେ ଏହାକୁ ଏକ ପାତ୍ର କୁ ବାହାର କରି ନିଅନ୍ତୁ । ଏବଂ ଏଥିରେ ଗୋଟିଏ ଚାମଚ ମହୁ ପକେଇ ତାକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ । ତେବେ ଆପଣ ଲବଙ୍ଗ , ଗୋଲ ମାରିଚ ଏବଂ ମହୁ କୁ ଭାଲ ଭାବରେ ମିଶେଇ ବା ପରେ ଏଥିରେ ଅଳ୍ପ ପରିମାଣ ରେ ପାଣି ମିଶାନ୍ତୁ ।

ଏହି ପରି ଭାବରେ ଏକ ମିଶ୍ରଣ ପ୍ରସ୍ତୁତ କରି ଏହାକୁ ମୁଣ୍ଡ ବିନ୍ଧିବା ସମୟ ରେ ପିଇ ନିଅନ୍ତୁ । ତା ପରେ ଦେଖିବେ ଦୁଇ ରୁ ତିନି ମିନିଟ ମଧ୍ୟରେ ଆପଣଙ୍କ ର ମୁଣ୍ଡ ବିନ୍ଧା ସମ୍ପୂର୍ଣ୍ଣ ରୂପରେ ଭଲ ହୋଇଯିବ ଆଉ ଆପଣଙ୍କୁ ଆରାମ ମଧ୍ୟ ଲାଗିବ । ଆମେ ଆପଣଙ୍କୁ କହିରଖୁଛୁ ଯେ, ମୁଣ୍ଡ ବିନ୍ଧା ପାଇଁ ଆପଣ ଚେଷ୍ଟା କରନ୍ତୁ ଯେପରି କୌଣସି ଡାକ୍ତରୀ ଔଷଧ ଗ୍ରହଣ ନକରିବାକୁ କାରଣ ଏହା ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।