ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।  ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।


୧)ରାଉଲକେଲା ଇସ୍ପାତ କାରଖାନା କେଉଁ ରାଷ୍ଟ୍ର ସହାୟତା ରେ ନିର୍ମିତି ?
ଉତ୍ତର:- ଜର୍ମାନି

୨)ସୂର୍ଯ୍ୟ ଙ୍କ କିରଣ ଆଖିରେ ପଡ଼ୁ ଥିବା ଆଲୋକିତ ଅଂଶ କୁ କଣ କୁହା ଯାଏ ?
ଉତ୍ତର:- ଫୋଟସ୍ପିୟର

୩)ବୟୁର୍ ଦିଗ କୁ କେଉଁ ଯନ୍ତ୍ର ଦ୍ୱାରା ଜଣା ଯାଏ. ?
ଉତ୍ତର:-ଉଇଣ୍ଡ ଭେନ୍

୪)ଇରାନ ମଧ୍ୟ ରେ ପ୍ରବେଶ କରିବାକୁ ହେଲେ କେଉଁ ସାଗର ଅତିକ୍ରମ କରିବାକୁ ପଡିବ ?
ଉତ୍ତର:-କାସ୍ପିୟାନସାଗର

୫)କେଉଁ ରାଷ୍ଟ୍ର କୁ ଅଗ୍ନି ଓ ତୁଷାର ଦୀପ କୁହା ଯାଏ ?
ଉତ୍ତର:- ଆଇସଲଣ୍ଡ

୬)କଟକ କେଉଁ ନଦୀ କୂଳ ରେ ଅବସ୍ତିତ ?
ଉତ୍ତର:- ମହାନଦୀ ଓ କାଠ ଯୋଡି ନଦୀ


୭)କେଉଁ ମହଦେସ କୁ ଅନ୍ଧାର ମହଦେସ୍ କୁହା ଯାଏ ?
ଉତ୍ତର:- ଅଫ୍ରିକା

୮)କେଉଁ ମହାକସ୍ ଯାନ ସୌରଜଗତର ଛାଡି ବାହାର କୁ ଚାଲି ଯାଇଥିଲା ?
ଉତ୍ତର:- ପାୟନେର – ୧୦

୯)ପ୍ରଶାନ୍ତ ମହସଗର୍ ଗଭୀରତା କେତେ ?
ଉତ୍ତର:- ୯୪୦ ମିଟର

୧୦) ଦିଲ୍ଲୀ କେଉଁ ନଦୀ କୂଳ ରେ ଅବସ୍ତିତ ?
ଉତ୍ତର:-ଯମୁନା

୧୧)ଭାରତ ର ବୃହତମ୍ ନଦୀ ବନ୍ଧ ର୍ ନାମ କଣ ?
ଉତ୍ତର:- ହୀରାକୁଦ ନଦୀ ବନ୍ଧ

୧୨)ଶ୍ରୀକ୍ଷେତ୍ର ଏବଂ ତୁଳସୀ କ୍ଷେତ୍ର କାହାକୁ କୁହା ଯାଏ?
ଉତ୍ତର:- ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା

୧୩) ଭାରତ ର ସୁଚି ପାତ୍ର କାହାକୁ କୁହାଯାଏ ?
ଉତ୍ତର:- ହିମାଳୟ

୧୪)ସବୁ ଠାରୁ ହାଲୁକା ଧତୁର ନାମ କଣ ?
ଉତ୍ତର:- ଲିଥିୟମ

୧୫) ସବୁ ଠାରୁ ଓଜନିଆ ଧାତୁ ର ନାମ କଣ ?
ଉତ୍ତର:- ଅସ୍ମିୟମ

୧୬)ପୃଥିବୀ ର ସର୍ବ ବୃହତ ଚିଡିଆଖାନ କେଉଁ ଦେଶ ରେ ଅବସ୍ତିତ ?
ଉତ୍ତର:- ଅଫ୍ରିକା

୧୭)ଓଡିଶା ରେ କେଉଁ ଜିଲ୍ଲା ରେ ପୋଡୁ ଚାଷ ହୁଏ ?
ଉତ୍ତର:- କୋରାପୁଟ

୧୮)ମହାନଦୀ ର ଦୈର୍ଘ୍ୟ କେତେ କିଲୋମିଟର ?
ଉତ୍ତର:- ୮୫୩ କିଲୋମିଟର

୧୯)କେଉଁ ଜୀବାଣୁ ଦ୍ୱାରା ଖାଦ୍ୟ ରେ ବିଷ ସୃଷ୍ଟି ହୋଇ ଥାଏ?
ଉତ୍ତର:- ଷ୍ଟାଫାଇଲୋକସ୍

୨୦)ସ୍ଵର୍ଣ ମାଛ ପ୍ରଥମେ କେଉଁ ଦେଶ ରୁ ଅନ୍ୟ ଦେଶ ମାନଙ୍କ ପଠା ଯାଇ ଥିଲା ?
ଉତ୍ତର:- ଚୀନ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।