ଦେଖନ୍ତୁ ଭିଡିଓ ! ବର୍ଷା – ଅନୁଭବ ବିବାଦ ପରେ କାହିଁକି ନଦୀ ଙ୍କୁ ଡେଇଁଲେ ଅଭିନେତା ଅମ୍ଲାନ ଙ୍କ ସ୍ତ୍ରୀ, ଘଟଣା କୁ ନେଇ ଅମ୍ଲାନ କହିଲେ ଏମିତି….କାଲି ରାତିରେ….

0

ଲୋକ ମାନେ ନିଜର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି,ପ୍ରତେକ ଲୋକ ଏହାକୁ ଅଧିକ ମାତ୍ରା ରେ ପସନ୍ଦ କରନ୍ତି। ତେବେ ଏହି ଫିଲ୍ମ ଗୁଡିକ ଅନେକ ଭାଷା ରେ ଦେଖିବାକୁ ମିଳେ। ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷା ରେ । ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚହିଦା ରହିଛି।

ଓଡ଼ିଆ ଚଳଚିତ୍ର ର ମଧ୍ୟ କିଛିଟା ଲୋକପ୍ରିୟତା ରହିଛି। ତେବେ ଅନେକ ଲୋକ ମଧ୍ୟ ଓଡ଼ିଆ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରନ୍ତି। ଓଡ଼ିଆ ଫିଲ୍ମ ର ଲୋକପ୍ରିୟତା।ତେବେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କ ଚଳଚିତ୍ର ପରି ଅନେକ ଲୋକ ଙ୍କ ପାଖରେ ଲୋକପ୍ରିୟ୍ ,ଅନେକ ଲୋକ ଙ୍କର ପ୍ରିୟ କଳାକାର ଭାବେ ରହି ଥାନ୍ତି।ତେବେ ଓଲିଉଡ଼ ରେ ଆପଣ ମାନେ ଅନେକ କଳାକାର ଙ୍କୁ ଅଭିନୟ କରିବାରେ ଦେଖି ଥିବେ,ଅନେକ ନିଜର ଅଭିନୟ , ସୁନ୍ଦରତା , ପାଇଁ ସେମାନେ ଲୋକ୍ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି,ଆଉ ଚର୍ଚ୍ଚା ରେ ରହି ଥାନ୍ତି। ତେବେ ବେଳେ ବେଳେ ସେମାନଙ୍କ ଲାଇଫ ରେ ଏମିତି କିଛି ଘଟେ ଯାହା ପାଇଁ ସେମାନେ ବହୁତ ଚର୍ଚ୍ଚା କୁ ଆସନ୍ତି। ତେବେ ସେହି ପରି ଜଣେ କଳାକାର ଙ୍କ ସହ ଏମିତି କିଛି ଘଟଣା ଘଟିଛି , ଯାହା ପାଇଁ ସେ ଗଣ ମାଧ୍ୟମ କୁ ଚର୍ଚ୍ଚା କୁ ଆସିଛନ୍ତି।ତେବେ ଆସନ୍ତୁ ଜାଣିବା ସେ କିଏ ଆଉ ଘଟଣା ଟି କଣ।

ତେବେ ଓଲିଉଡ଼ ରେ ଆପଣ ଅନେକ ଅଭିନେତା ଓ ଅଭିନେତ୍ରୀ ମାନଂକୁ ଜାଣି ଥିବେ, ଓଲିଉଡ଼ ରେ ଜଣେ ଜଣା ଶୁଣା ଅଭିନେତା ଅମ୍ଲାନ ଦାସ।ତେବେ ସେ ତାଙ୍କ ପରିଶ୍ରମ ବଳ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏବେ ଅମ୍ଲାନ ଚର୍ଚ୍ଚା କୁ ଆସିଛନ୍ତି। ତେବେ ଶୁଣିବାକୁ ମିଳିଛି କି ତାଙ୍କ ପତ୍ନୀ ଭୂମିକା ମହାନଦୀ ରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଥିଲେ,ରବିବାର ଦିନ ଏହି ଓଲିଉଡ ଅଭିନେତା ଅମ୍ଲାନଙ୍କ ସ୍ତ୍ରୀ ଭୂମିକାଙ୍କୁ ଉଦ୍ଧାର କରା ଯାଇଛି ମହାନଦୀ ପୋଲ ରୁ।ସେଠାରେ ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ ସହାୟତା ରେ ତାଙ୍କୁ ଉଦ୍ଧାର କରା ଯାଇଛି ବୋଲି ଯାହା ସୂଚନା ମିଳିଛି। ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଅମ୍ଲାନଙ୍କ ସ୍ତ୍ରୀ ମଧୁସୂଦନ ପୋଲ ଉପରକୁ ପହଂଚିଥିଲେ।

ଏହାପରେ ସେ ପୋଲ ଉପରେ ସ୍କୁଟିକୁ ଷ୍ଟାଣ୍ଡ କରିଥିଲେ,ଆଉ ଲୋକ ମାନେ କିଛି ଭାବିବା ପୂର୍ବ ରୁ ସେ ତଳକୁ ଡେଇଁ ପଡି ଥିଲେ।ତେବେ ସେଠାରେ କିଛି ଲୋକ ନଦୀ ରେ କିଛି ଭାସୁ ଥିବରେ ଦେଖି ଲୋକ ମାନେ ପୋଲିସ କୁ ଖବର ଦେଇ ଥିଲେ। ଆଉ ପୋଲିସ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନା କୁ ପଠେଇ ଦେଇଛନ୍ତି,ଏବେ ତାଙ୍କ ସ୍ଵାସ୍ଥ ଅବସ୍ଥା ଭଲ ଅଛି ।ତେବେ ଆତ୍ମହତ୍ୟା କରିବାର ଉଦ୍ୟମ ର କାରଣ ଜଣା ପଡି ନାହିଁ।ତେବେ ପୋଲିସ ଏହାର ତଦନ୍ତ କରୁଛି।ତେବେ ଏହି ଖବର ଏବେ ସବୁ ଆଡେ ଭାଇରାଲ ହେବାରେ ଲାଗିଛି। ତେବେ ଅମ୍ଲାନ ଙ୍କ ସ୍ତ୍ରୀ ଙ୍କର ଆତ୍ମହତ୍ୟା କରିବାର କାରଣ କଣ ଏହା ଏକ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।