ଯୁବତୀଙ୍କର ରାସ୍ତା ମଝିରେ ପ୍ରଥମ ଥର ହେଲା ଋତୁସ୍ରାବ, ତାପରେ ଅଚିହ୍ନା ପୁଅଟି ତା ଯାହା କଲା ଜାଣିବା ପରେ ଆପଣ ସେହି ପୁଅ କଣ କହିବେ କଳ୍ପନା କରିପାରିବେନି…..

0

ଭଗବାନ ଏ ଦୁନିଆରେ ମଣିଷ କୁ ତିନିଟି ଜାତି ରେ ବିଭକ୍ତ କରିଛନ୍ତି ତଥା ପୁରୁଷ ଜାତି ,ନାରୀ ଜାତି ଏବଂ ଟ୍ରାନ୍ସଜେଣ୍ଡର ।ଏବଂ ସମସ୍ତ ମଣିଷ ଜାତି ର ନିଜସ୍ଵ ଓ ସ୍ଵତନ୍ତ୍ର ଗୁଣ ରହିଛି ।କିନ୍ତୁ ନାରୀ ଜାତି ହେଉଛି ଏକ ଭିନ୍ନ ଏବଂ ଏନେକ ଗୁଣକୁ ନେଇ ଗଠିତ ହୋଇଥାଏ । ଆମେ ସମସ୍ତେ ଜାଣିଛୁ ଯେ ପ୍ରତ୍ୟେକ ନାରୀ ଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ ତଥା ବୟସରେ ମାସିକ ଧର୍ମ ( ମେନ୍ସ ବା ପିରିୟଡ଼) ହୋଇଥାଏ ଯାହା ଜଣେ ନାରୀ ର ଗର୍ଭ ଧାରଣ କ୍ଷମତାକୁ ସୁଚାଇଥାଏ । ତେବେ ମହିଳାଙ୍କ ର କେବଳ ଏହି କାରଣ ରୁ ସେମାନେ ଶାରୀରିକ ତଥା ମାନସିକ କ୍ଷେତ୍ରରେ ପୁରୁଷ ମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି ।

କିନ୍ତୁ ଯେତେବେଳେ ଏହା ଗୋଟିଏ ଝିଅ ର ପ୍ରଥମ ଥର ପାଇଁ ହୋଇଥାଏ । ତାହା ତା ପାଇଁ ବହୁତ ଭିନ୍ନ ହୋଇଥାଏ ।କାରଣ ତା ପୂର୍ବରୁ ସେ ଏସବୁ ବିଷୟରେ ପ୍ରାୟ ଜାଣିନଥାଏ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଘଟଣା ଟି କିଛି ଏମିତି ରହିଛି କି ଜଣେ ଝିଅ ହାତଥ ପ୍ରଥମ ମେନ୍ସ ହୋଇଛି । ତେବେ ଏହି ସମୟରେ ଝିଅ ଟି ନିଜ ଘର ଠାରୁ ୩ କିଲୋମିଟର ଦୂରର ଏକ ମାର୍କେଟ କି ଯାଇଥିଲା ଆଉ ଏହି ସମୟରେ ତାର ଏମିତି କି ହୋଇଛି । ତେବେ ଝିଅ ଟି ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ରୁ ଧୀରେ ଧୀରେ ତାର ଡ୍ରେସ ଟି ରକ୍ତ ରେ ଭିଜି ଯାଇଥିଲା ।ଏବଂ ସେ ଝିଅ କୁ ସମସ୍ତେ ଅଲଗା ନଜର ରେ ଦେଖୁଥିଲି ତେବେ ସେହି ସମୟରେ ସେ ଝିଅ ଟି କଣ କରିବ ନଜାଣିପାରି ସେହି ରାସ୍ତା ପାଖରେ ଥିବା ଏକ ସ୍କୁଟିରେ ବସିଯାଇଛି।

ତେବେ ସମସ୍ତ ମଣିଷ ସମାନ ହୋଇନଥିବାରୁ ଜଣେ ଯୁବକ ସେହି ଝିଅ ଟି ପାଖକୁ ଆସି ତାର ଅସୁବିଧା ବିଷୟରେ ପଚାରିଛନ୍ତି । ତେବେ ଝିଅ ଟି ସେ ବିଷୟରେ ତାଙ୍କୁ ସବୁ କଥା କହିବା ପରେ ସେ ପାଖରେ ଥିବା ଜଣେ ଯୁବତୀ ଙ୍କ ପାଖକୁ ଯାଇ ସେହି ଝିଅ ଟି ବିଷୟରେ ସବୁ କଥା କହିଛନ୍ତି ଫଳରେ ଝିଅ ଟି ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।ପରେ ସେହି ଯୁବତୀ ଜଣଙ୍କ ଯୁବକ କୁ ପେଡ ଆଣିବାକୁ କହି ସେହି ଛୋଟ ଝିଅ ଟୀକୁ ବୁଝେଇବାକୁ ଚେଷ୍ଟା କରିଛନ୍ତି ।

ପରେ ସେ ଯୁବକ ପେଡ଼ ନେଇ ଆସିବା ପରେ ଯୁବତୀ ଜଣଙ୍କ ସେହି ଝିଅ ଟୀକୁ ପାଖରେ ଥିବା ଏକ ସୋ ରୁମ ଭିତରକୁ ନେଇଯାଇ ସେଠାରେ ଥିବା ବାର୍ଥ ରୁମ ମଧ୍ୟରେ ଝିଅ ଟୀକୁ ପେଡ ଦେଇ ତାକୁ ସୋଫା କରିଛନ୍ତି । ପରେ ଏକ ଟେକ୍ସି ମାଧ୍ୟମ ରେ ତାକୁ ତାର ଘରକୁ ମଧ୍ୟ ପଠେଇ ଦେଇଛନ୍ତି ।ତେଣୁ ବର୍ତ୍ତମାନ ମଧ୍ୟ ଆମ ସମାଜରେ ଭଲ ଲୋକ ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।