ସାବଧାନ ! ସକାଳେ ଉଠି ଭୁଲରେ ବି ଦେଖନ୍ତୁ ନାହିଁ ଏହି ୫ଟି ଜିନିଷ ନହେଲେ ହେବ ସର୍ବନାଶ

0

ଭୁଲ୍ ରେ ମଧ୍ୟ ସକାଳୁ ଦେଖନ୍ତୁ ନାହିଁ ଏହି ୫ ଟି ଜିନିଷ ବା ଏହି ୫ଟି କାର୍ଯ୍ୟ କରନ୍ତୁ ନାହିଁ ନହେଲେ ଦିନ ସାରା ଅମଙ୍ଗଳ ରେ କଟିବ। ଆପଣ ମାନେ ନିଶ୍ଚିତ ଗୋଟିଏ ଲୋକକଥା ଜାଣି ଥିବେ ଯେ ସକାଳୁ ଉଠି ତା ମୁହଁ ଚାହିଁବାରୁ ଦିନଟା ଖରାପ୍ ରେ କଟିଲା । ତେବେ ଚାଲନ୍ତୁ ଜାଣିବା କଣ ସେହି ୫ଟି କାର୍ଯ୍ୟ ଯାହାକି ସକାଳୁ ଉଠି କରିବା ଉଚିତ୍ ନୁହେଁ । ପ୍ରତ୍ୟେକ ଦିନ ସୂର୍ଯ୍ୟ କ ଉଦୟ ପରଠାରୁ ଦିନ ର ଆରମ୍ଭ ହୋଇ ଥାଏ । ସମ୍ପୂର୍ଣ ଦିନ ଟି ଭଲ ରେ କଟୁ ବୋଲି ସକାଳୁ ଲୋକ ମାନେ ବିଭିନ୍ନ କାର୍ଯ୍ୟ କରି ଥାଆନ୍ତି ଓ ଶୁଭ ବିଚାର ଆଣି ଥାଆନ୍ତି ।

ଯଦି ସକାଳୁ କିଛି ନକରାତ୍ମକ ଭାବନା ମନକୁ ଆଣି ଥାଆନ୍ତି ତେବେ ଦିନ ସାରା ଆପଣ ଙ୍କ ର ଅଶୁଭ ହୋଇଥାଏ । ତେବେ କିଛି ଲୋକ ଇଛା କରି ମଧ୍ୟ ସେହି ନକାରାତ୍ମକ ଭାବନା କୁ ମନରୁ ବାହାର କରି ପାରି ନଥାଏ ତେଣୁ ତାର ସାରା ଦିନ ଟି ଅଶୁଭ ରେ ବିତି ଥାଏ । ତେଣୁ ଜ୍ଞାନୀ ମାନେ କହିଛନ୍ତି ସକାଳୁ ଉଠି ସକାରାତ୍ମକ ଜିନିଷ ଦେଖିବା ଦ୍ଵାରା ଦିନ ଟି ମଙ୍ଗଳ ରେ ବିତି ଥାଏ । ସେଥିପାଇଁ ସକାଳୁ ସକାଳୁ ଅଶୁଭ ବସ୍ତୁ ଦେଖିବାରୁ ବର୍ଜିତ ହେବା ଉଚିତ୍।ତେବେ ଆସନ୍ତୁ ଜାଣିବା ସକାଳୁ ସକାଳୁ କଣ ଦେଖିବା ଉଚିତ୍ ଆଉ କଣ ଦେଖିବା ଅନୁଚିତ୍ ଅଟେ ।

୧:- ଚରିତ୍ରହୀନ ମହିଳାଙ୍କ ମୁହଁ;

ସକାଳୁ ଉଠି ଭୁଲରେ ମଧ୍ୟ ଚରିତ୍ରହୀନ ମହିଳାଙ୍କ ମୁହଁ ଦେଖନ୍ତୁ ନାହିଁ ,ନଚେତ ଆପଣଙ୍କ ଦିନ ସମ୍ପୂର୍ଣ୍ଣ ବର୍ବାଦ ହୋଇଯିବ।

୨:- ଦର୍ପଣ;

ବେଡ୍ ରୁମ୍ ରେ ଦର୍ପଣ ରଖିବା ଉଚିତ୍ ନୁହେଁ ଯଦି ରଖିବାକୁ ପଡ଼ୁଛି ତେବେ ଏମିତି ସ୍ଥାନ ରେ ରଖନ୍ତୁ ଯେମିତି ଆପଣ ଙ୍କ ମୁହଁ ଦର୍ପଣ ରେ ଦେଖା ଯିବ ନାହିଁ । ଏହି ଦର୍ପଣ ରେ ଆପଣ ଙ୍କ ବେଡ୍ ଦେଖା ଯିବ ଉଚିତ୍ ନୁହେଁ । ଯଦି ଏମିତି ହୁଏ ତେବେ ଦିନ ସାରା ଓ ରାତି ସାରା ସେହି ଦର୍ପଣ କୁ କପଡା ରେ ଗୁଡ଼ାଇ ରଖନ୍ତୁ ଆଉ ଆବଶ୍ୟକ ପଡିଲେ ହିଁ ତାଙ୍କୁ ଖୋଲନ୍ତୁ ।

୩:- ଓଲଟା ଚପଲ;

ସକାଳେ ଉଠି ଓଲଟା ଚପଲ,ବୁଢିଆଣି ଜାଲ କିମ୍ବା କୌଣସି ଧାରୁଆ ଜିନିଷ ଦେଖିବା ଉଚିତ ନୁହେଁ।କାରଣ ଏଗୁଡ଼ିକ ଦେଖିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

୪:- ଅଇଁଠା ବାସନ;

ସକାଳେ ଉଠି ଅଇଁଠା ବାସନ ଦେଖିବା ଦ୍ୱାରା ଆପଣ ସବୁ କାର୍ଯ୍ୟ ରେ ଅସଫଳ ହୋଇଥାନ୍ତି।ଅଇଁଠା ବାସନ ସକାଳ ପର୍ଯ୍ୟନ୍ତ ପକାଇ ରଖିବା ବହୁତ ଅଶୁଭ ହୋଇଥାଏ ଏବଂ ମାତା ଲାଷ୍ମୀଙ୍କ କୋପ ମଧ୍ୟ ପଡିଥାଏ।

୫:- କଳି ଝଗଡ଼ା;

ସକାଳେ ଉଠି କୌଣସି କଳି ଝଗଡ଼ା ଦେଖିବା ଉଚିତ ନୁହେଁ।କାରଣ ସକାଳେ ଉଠି କଳି ଝଗଡ଼ା ଦେଖିବା ଦ୍ୱାରା ଘରେ ଦାରିଦ୍ର୍ୟତା ବଢ଼ି ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।