ନାମର ପ୍ରଥମ ଅକ୍ଷର ଏହା ଥିଲେ – ଆଜିଭଳି ଦିନରେ ଏମାନଙ୍କୁ ମିଳିବ ବଡ ଖୁସିଖବର ଜାଣନ୍ତୁ ଆପଣଙ୍କର ନାମ ଅଛି କି ନାହିଁ

0

ଆମ ଜୀବନ ର ଅନେକ ପରିବର୍ତ୍ତନ ପ୍ରତିଦିନ ଦେଖିବାକୁ ମିଳେ । ଏହା ଆମ ରାଶିର ଏବଂ ନକ୍ଷେତ୍ର ଙ୍କ ଚଳନ ଏବଂ ଅବସ୍ଥାନ କୁ ନେଇ ଗଠିତ ହୋଇଥାଏ। ତେବେ ଆପଣ ନିଜେ ମଧ୍ୟ ଏହାର ଅନୁଭୂତି ନେଇ ସାରିଥିବେ। ଆପଣ ଜାଣିଥିବେ ବ୍ୟକ୍ତି ର ନାମ ର ଅନେକ ମହତ୍ତ୍ୱ ରହିଥାଏ। ଏହା ପଛରେ ଅନେକ କିଛି ସୂଚନା ରହିଛି। ଏହାକୁ ସାଧାରଣ ଲୋକ ଜାଣିବା କଷ୍ଟକର। କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମ ଚୟନ ପୂର୍ବରୁ ଜନ୍ମ ନେଇଥିବା ଶିଶୁ ର ଗଣନା କରି ଏହା ନିଷ୍ପତ୍ତି ନିଆ ଯାଇଥାଏ।


ତେବେ ଆପଣ ଜାଣି ନିଅନ୍ତୁ ଆପଣଙ୍କ ନାମ ର ପ୍ରଥମ ଅକ୍ଷର ହିଁ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ବତାଇ ଦିଏ। ତେଣୁ ଅକ୍ଷର ନାମ କରଣ ର ଏକ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେବେ ଆସନ୍ତୁ ଜାଣିବା କିଛି ବ୍ୟକ୍ତି ଙ୍କ ନାମ ର ମହତ୍ତ୍ୱ କଣ। ଏହି ବ୍ୟକ୍ତି ମାନଙ୍କର ପ୍ରଥମ ଅକ୍ଷର ଗୁଡିକୁ ଦେଖି ତାଙ୍କର ସ୍ଵଭାବ ବିଷୟରେ ମଧ୍ୟ ଜାଣି ପାରିବା।

‘S ‘ ଅକ୍ଷର ନାମ ଥିବା ବ୍ୟକ୍ତି ମାନଙ୍କର ଵ୍ୟକ୍ତିତ୍ୱ;-

ଏହି ନାମ ଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ମଧ୍ୟ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି। ପ୍ରେମ କ୍ଷେତ୍ରରେ ଏମାନେ ଟିକେ ଲାଜକୁଳା ହୋଇଥାନ୍ତି। କିନ୍ତୁ ପ୍ରେମ ର ଗୁରୁତ୍ୱ ଏମାନେ ଠିକ ଭାବେ ଜାଣନ୍ତି।

‘R’ ଅକ୍ଷର ନାମ ଥିବା ବ୍ୟକ୍ତି ମାନଙ୍କର ଵ୍ୟକ୍ତିତ୍ୱ;-

ଏହି ନାମ ଥିବା ବ୍ୟକ୍ତି ମାନେ ନିଜ ଜୀବନ କୁ ଲକ୍ଷ୍ୟ ପାଇଁ ସଜାଗ ରଖନ୍ତି। କିନ୍ତୁ ଏମାନେ ସୋସିଆଲ ଲାଇଫ ରୁ ଟିକେ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଅନ୍ୟ ମାନଙ୍କ।ସହ ଅଳ୍ପ ସମୟ ମଧ୍ୟରେ ମିଶି ଯାଆନ୍ତି। ଏମାନେ ପ୍ରେମ କ୍ଷେତ୍ରରେ ଅନ୍ୟର ମନ କୁ ବୁଝି ନେଇ ପାରନ୍ତି।

‘ B’ ଅକ୍ଷର ନାମ ଥିବା ବ୍ୟକ୍ତି ମାନଙ୍କର ଵ୍ୟକ୍ତିତ୍ୱ;-

ଏହି ନାମ ର ବ୍ୟକ୍ତି ମାନେ ନିଜ ବାଟ ନିଜେ ବାଛିବା ପାଇଁ ପସନ୍ଦ କରନ୍ତି। ଏହା ସହିତ ଏମାନଙ୍କ ର ସିକ୍ରେଟ କାହାରିକୁ ଜଣା ନଥାଏ। ଏହି ନାମ ଥିବା ବ୍ୟକ୍ତି ଅନ୍ୟ ମାନଙ୍କ ସହ ଟିକେ ମିଶିବାକୁ ପସନ୍ଦ କରନ୍ତି ନାହିଁ।

‘ P’ ଅକ୍ଷର ନାମ ଥିବା ବ୍ୟକ୍ତି ମାନଙ୍କର ଵ୍ୟକ୍ତିତ୍ୱ;-

ଏହି ନାମ ଥିବା ବ୍ୟକ୍ତି ମାନେ ସହଜରେ ବିପଦରେ ଫସି ଯାଆନ୍ତି। ଏମାନେ ଅନ୍ୟ ମାନଙ୍କ ପାଇଁ ଅନେକ1 ସମୟରେ ସମସ୍ୟା ଭିତରେ ପଡି ଯାଆନ୍ତି। କାରଣ ଅନ୍ୟକୁ ଅତି।ସହଜରେ ବିଶ୍ୱାସ କରି ନିଅନ୍ତି ଏହି ବ୍ୟକ୍ତି ମାନେ। ନିଜ ଜୀବନ ସାଥି କୁ ଚୟନ କରିବା ପାଇଁ ଆଗ୍ରହୀ ଥାନ୍ତି।

‘M’ ଅକ୍ଷର ନାମ ଥିବା ବ୍ୟକ୍ତି ମାନଙ୍କର ଵ୍ୟକ୍ତିତ୍ୱ;-

ଏହି ନାମ ଥିବା ବ୍ୟକ୍ତି ମାନେ ଅନ୍ୟ କୁ ଭଲ ପାଇବା ସହିତ ସେହ୍ନ ମଧ୍ୟ କରନ୍ତି। ଏହି ବ୍ୟକ୍ତି ମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି। ଅନ୍ୟର ଦୁଃଖରେ ଏମାନେ ସହଜରେ ଅଂଶୀଦାର ହୋଇ ଯାଆନ୍ତି।

‘ N’ ଅକ୍ଷର ନାମ ଥିବା ବ୍ୟକ୍ତି ମାନଙ୍କର ଵ୍ୟକ୍ତିତ୍ୱ;-

ଏହି ନାମ ଥିବା ବ୍ୟକ୍ତି ଅଧିକ ଧୋର୍ଯ୍ୟବାନ ହୋଇଥାନ୍ତି। ଏହି ନାମ ଥିବା ବ୍ୟକ୍ତି କଠିନ ପରିଶ୍ରମ ଦ୍ୱାରା ସବୁ ଜିନିଷ ପ୍ରାପ୍ତ କରିବାର।ସାମର୍ଥ୍ୟ ରଖିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।