ଶରୀର ସହିତ ଜଡିତ ଏହିସବୁ ଜିନିଷ ତୁମର ଇନ୍ଦ୍ରିୟଗୁଡିକୁ ଉଡାଇ ଦେବ ଜାଣନ୍ତୁ କିପରି

0

ଅନେକ ଲୋକମାନଙ୍କର ଅଧିକ ସମୟ ପାଣିରେ ଗାଧୋଇବା ଦ୍ୱାରା ଆଖି ନାଲି ପଡିଯାଏ ଯାହା ସେମାନେ ପାଣିରେ ଅଧିକ କ୍ଲୋରିନ ରହିଥିବା ଯୋଗୁଁ ଏପରି ହୋଇଥାଏ ବୋଲି ଭାବିଥାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ । କ୍ଲୋରାମାଇଲସ ଏକ କେମିକାଲ ଏହା ପାଣିରେ ଥିବା କ୍ଲୋରିନ ଓ ମଣିଷ ଶରାରରୁ ବାହାରୁଥିବା ଝାଳ ପାଣିରେ ମିଶିଲେ ଏହା ଇଫେକ୍ଟ କରିଥାଏ ଯାହା ଦ୍ୱାରା ଆଖିରେ ନାଲି ପଡିଯିବାର ଦେଖାଯାଇଥାଏ ।

ନମ୍ୱର – 1 – ଗାଧୋଇବା କାର୍ଯ୍ୟ ସାରି ଯେତେବେଳେ ଉପରକୁ ଆସିଥାନ୍ତି ସେତେବେଳେ ଆପଣଙ୍କ ଶରୀରର ଲୋମ ଗୁଡିକ ଟାଙ୍କୁରି ଉଠିଥାଏ । ସେହିପରି ପଶୁ ମାନେ ମଧ୍ୟ ଶୀତରେ ସେମାନଙ୍କର ଶରୀରରେ ଚୁଟି ଗୁଡିକ ଫୁଲି କରି ରହିଥାଏ ଏବଂ ସେମାନଙ୍କୁ ଅଧିକ ଶୀତ ଲାଗିଥାଏ । ସେଥିପାଇ ଅଧିକ ଲୋକ ରହିଥିବା ପଶୁ ମାନଙ୍କୁ କମ ଶୀତ ଲାଗିଥାଏ ।

ମଣିଷ ମାନେ କୌଣସି ଜିନିଷକୁ ଦେଖି ହଠାତ ଡରିଗଲେ ମଧ୍ୟ ଶରୀରର ଲୋମ ଛିଡା ହୋଉଯାଏ । ଆମର ପୂର୍ବ ପୁରୁଷ ମାନେ ଅଧିକ ଶରୀରରେ ଚୁଟି ରଖୁଥିଲେ କାରଣ ସେମାନଙ୍କୁ ଏହି ଚୁଟି ହିଁ ଶୀତକୁ ଦୂର କରିଥାଏ । ଯେତେବେଳେ ଶରୀରର ଲୋମ ଗୁଡିକ ଉପରକୁ ସିଧା ହୋଇ ରହିଥାଏ ସେତେବେଳେ ଆପଣ ଜାଣିବେ ଶରୀର ଆପଣଙ୍କୁ ସାହାର୍ଯ୍ୟ କରିଥାଏ ।

ନମ୍ୱର – 2 ପାଣିରେ ଅଧିକ ସମୟ ରହିଲେ ହାତ ଗୁଡିକ ଫୁଲି ଯାଇଥାଏ ଏହାର କାରଣ ହେଉଛି ବହୁତ ସମୟ ଧରି ପାଣିରେ ରହିବା ଫଳରେ ଏପରି ହୋଇଥାଏ । ଏହଛଡା ହନୁ ମାନଙ୍କର ପାଖରେ ମଧ୍ୟ ଏପରି ଦେଖାଯାଇଥାଏ ।

ନମ୍ୱର – 3 ଛୋଟ ପିଲାମାନେ ଅଳ୍ପ ବୟସରେ ଡାଢି ଛର ହେଲେ ଏହା ପ୍ରଚୁର ପରିମାଣରେ ଚୁଟି ଉଠିଥାଏ ଏବଂ ଅନେକ ଲୋକମାନେ ଚୁଟି ସମସ୍ୟା ଦେଖାଗଲେ ବାରମ୍ୱାର ଲଣ୍ଡା ହୋଇଥାନ୍ତି। ମାତ୍ର ଏହା କରିବା ଦ୍ୱାରା ଚୁଟିର ସମସ୍ୟା ଦୂର ହୋଇନଥାଏ ଏବଂ ଲଣ୍ଡାହେବା ଦ୍ୱାରା ମୁଣ୍ଡରେ ନୂତନ ଚୁଟି ଉଠିଥାଏ କିନ୍ତୁ ପୂର୍ବ ଅପେକ୍ଷା ଚୁଟି ମଧ୍ୟ ଘନ ହୋଇଥାଏ ।

ନମ୍ୱର – 4 ମଣିଷ ଶରୀର କେତେକ ଉପାଦାନରେ ଗଠିତ ହୋଇଥାଏ ଏବଂ ଏହି ଶରୀରରେ ଅଳ୍ପ କିଛି ସୁନା ମଧ୍ୟ ରହିଛି । ଗୋଟିଏ 17 କିଲୋ ଓଜନର ବ୍ୟକ୍ତି ପାଖରେ 0.2 ମିଲିଗ୍ରାମ ସିନା ରହିଥାଏ ।

ନମ୍ୱର – 5 କେତେକ ଲୋକମାନେ ବିନା କାରଣରେ ଆଖିରୁ ଲୁହ ବାହାରିଥାଏ ଏବଂ କାନ୍ଦିବା ଏକ ପ୍ରାକୃତିକ ସ୍ୱାଭାବ ଅଟେ ଯାହା ମଣିଷ ସହିତ ଦୁଃଖ ମାନସିକ ଚିନ୍ତାରେ ରହିଲେ ଏପରି ହୋଇଥାଏ । ସେହି ଲୁହରେ ପ୍ରାକୃତିକ ପେନକିଲର ଗ୍ଲିସରିନ ବାହାରିଥାଏ ଏହା ବାହାରିବା ଦ୍ୱାରା ଆମକୁ ଭଲ ଲାଗିଥାଏ ।

ନମ୍ୱର – 6 ଅନେକ ଲୋକମାନଙ୍କୁ କ୍ୟାନସର ହୋଇଥିଲେ ସେମାନଙ୍କର ଚୁଟି କାଟିଦିଆଯାଇଥାଏ ଏବଂ ବହୁତ ପରିମାଣରେ ସେମାନଙ୍କର ଚୁଟି ଝଡିଥାଏ । ଏହାର କାରଣ ସେମାନେ ସେହି କଷ୍ଟରୁ ମୁକ୍ତି ପାଇବା ପାଇ ବିଭିନ୍ନ ପ୍ରକାର ମେଡିସିନ ଖାଇଥାନ୍ତି ଏହାର ସାଇଟ ଇଫେକ୍ଟ ହୋଇଥାଏ ଯାହାଦ୍ୱାରା ଏହି ସବୁ ଅସୁବିଧା ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।